ସରକାରୀ ଜମିରେ ତିଆରି ହୋଇଛି ବୈକୁଣ୍ଠଧାମ ଆଶ୍ରମ !

ଖଣ୍ଡଗିରି କୋଳଥିଆସ୍ଥିତ ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ କଳ୍କୀ ଅବତାର କହି ଜଣେ ନାବାଳକଙ୍କୁ ପୂଜା କରାଯାଉଥିବା ପ୍ରସଙ୍ଗରେ ଆଶ୍ରମରେ ବିଡିଏ, ବିଏମ୍‌ସି ଏବଂ ତହସିଲ ଟିମ୍‌ ପହଞ୍ଚି ମିଳିତ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ…

କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ହେଲା ୩ଟି ହାତୀଙ୍କ ମୃତ୍ୟୁ!

ବିଦ୍ୟୁତ ତାର ନେଲା ଏକାଥରରେ ୩ ହାତୀଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କ ମୃତ୍ୟୁ ହୋଇଛି । ସେଥିରେ ୨ଟି…

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି ।…

ସରକାର ବଦଳିଲା, ସିନ୍ଦେ ବଦଳୁ ନାହାଁନ୍ତି

ସିଏମ ମୋହନ ଚରଣ କମ ରାଗନ୍ତି । ଲୋକଙ୍କ ସହ ମିଶନ୍ତି । ଅଳପଅଳପ ହସନ୍ତି । ରାଗିଗଲେ କଡା ଦି’ପଦ କଥା ଶୁଣେଇ ଦିଅନ୍ତି । ଲୋକଙ୍କ ସହ ମିଶିବା ଓ କଥା କହିବା ତାଙ୍କର ଏକ ଭଲ ଅଭ୍ୟାସ।…

ନିର୍ବାଚନ ଉପାୟୁକ୍ତ ମନୋଜଙ୍କୁ କାହିଁକି ଓଡ଼ିଶା ପଠାଇବାକୁ କେନ୍ଦ୍ର ନେଲା ନିଷ୍ପଭି ?

୨୦୦୬ ବ୍ୟାଚ୍ ଆଗମୁତ୍ କ୍ୟାଡର୍‌ ର ଆଇଏଏସ୍ ଅଫିସର ମନୋଜ କୁମାର ସାହୁଙ୍କର କ୍ୟାଡର୍ ପରିବର୍ତ୍ତନ କରି ଓଡ଼ିଶା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏକ ବଡ଼ ପ୍ରଶାସନିକ ପଦକ୍ଷେପର ସଙ୍କେତ ଦେଉଛି। ମନୋଜ ସାହୁ ଉପ ନିର୍ବାଚନ କମିଶନର…

ବାଲିଯାତ୍ରା ରେ ଅଘଟଣ, କରେଣ୍ଟ ଲାଗି ଯୁକ୍ତ ଦୁଇ ଛାତ୍ର ଙ୍କ ମୃତ୍ୟୁ

କଟକ ବାଲିଯାତ୍ରାରେ ଅଘଟଣ। ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ନାବାଳକ ମୃତ। ଲିଚୁ ଲାଇଟ ଧରିଦେବାରୁ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସେ ସାଙ୍ଗମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଆସିଥିଲେ। ନାବାଳକଙ୍କୁ ବିଦ୍ୟୁତ ଆଘାତ ଲାଗିବା ପରେ ଗୁରୁତର…

ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି ବୃଦ୍ଧି

ଗତ 15.11.2024 ରୁ 22.11.2024 ମଧ୍ଯରେ ଉପର ଏବଂ ତଳ ବଲିଯ଼ାତ୍ରା ଗ୍ରାଉଣ୍ଡରେ ଐତିହାସିକ ବଳିଯ଼ାତ୍ରା କଟକ ଉତ୍ସବ, 2024 ପାଳନ କରାଯାଉଛି; ଏବଂ ବିଭିନ୍ନ ଦେଶ, ରାଜ୍ଯ ତଥା ଜିଲ୍ଲାର ସାଂସ୍କୃତିକ ଦଳମାନଙ୍କୁ ସେମାନଙ୍କ ସଂସ୍କୃତି, ପରମ୍ପରା ଏବଂ ଐତିହ୍ଯ…

ମିଥ୍ୟା, ମନଗଢ଼ା ଖବରପ୍ରସାରଣ କରି ସରକାରଙ୍କୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି: ବିଜେପି

ବିଜେପି କହିଛି ଯେ ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ବିଜେପି ସରକାରକୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିଜେଡି ଅସହିଷ୍ଣୁ ହୋଇପଡ଼ିଛି । ଏନେଇ ବିଭିନ୍ନ…

ସ୍ୱାସ୍ଥ୍ୟ ବୀମା ଲାଗୁ ପାଇଁ ମିଳିତ କର୍ମଚାରୀ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ଠାରେ ଥିବା କାର୍ଯ୍ୟାଳୟରେ ଓଡ଼ିଶାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସଂଗଠନର ରାଜ୍ୟ ନେତୃବୃନ୍ଦ ମାନଙ୍କ ମଧ୍ୟରେ ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହାସଂଘର ଆବାହକ ବିଜୟ…

ବାଲିଯାତ୍ରା ଓ ଅସୀମା ପଣ୍ଡା ବିବାଦ: ଜିଲ୍ଲାପାଳଙ୍କ ହସ୍ତକ୍ଷେପ

ବାଲିଯାତ୍ରା ପଡିଆରେ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ କୁ ଅଧାରେ ବନ୍ଦ କରିବା ଘଟଣା କୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଟକ ଜିଲ୍ଲାପାଳ | ଯେପରି ଏହି ଘଟଣାର ପୁନରାବୃତ୍ତି ନ ହେବ ତାହାକୁ ଗୁରୁତ୍ବ ଦେବା ପାଇଁ ପୋଲିସ କମିଶନର ଙ୍କ…