Flights Cancelled At Delhi Airport: ଦିଲ୍ଲୀରୁ ୧୦୦ ବିମାନ ବାତିଲ୍‌

ଇରାନ-ଇସ୍ରାଏଲ ବିବାଦ ବୃଦ୍ଧି ପାଇବା ପରେ ମଧ୍ୟପ୍ରାଚ୍ୟର ଅଧିକାଂଶ ଦେଶ ସେମାନଙ୍କର ଆକାଶ ମାର୍ଗ ବନ୍ଦ କରିଦେଇଥିବାରୁ, ଭାରତରେ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଆକଶପଥ କଟକଣା ପାଇଁ ଦିଲ୍ଲୀରୁ ପ୍ରାୟ ୧୦୦ ବିମାନ ବାତିଲ । ଉଡ଼ାଣ…

CBSE Board Exams Postponed: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ମାର୍ଚ୍ଚ ୨ CBSE ପରୀକ୍ଷା ସ୍ଥଗିତ

ମାର୍ଚ୍ଚ ୨ CBSE ପରୀକ୍ଷା ସ୍ଥଗିତ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମଧ୍ୟପ୍ରାଚ୍ୟରେ ପ୍ରଚଳିତ ପରିସ୍ଥିତି ଯୋଗୁଁ ମାର୍ଚ୍ଚ ୨ ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି। ବାହାରିନ, ଇରାନ,…

Prabhat Slams Debashish Samantaray: ସାଂସଦ ଦେବାଶିଷଙ୍କୁ କଡା ଟାର୍ଗେଟ୍ କରିଛନ୍ତି ପ୍ରଭାତ ବିଶ୍ବାଳ

ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ପ୍ରଭାତ ବିଶ୍ବାଳ । ଦେବାଶିଷଙ୍କ ଅକୃତଜ୍ଞ ଓ ଲାଲବାଗର ଜବାବ ରଖିଛନ୍ତି ପ୍ରଭାତ । ଦଳରୁ ନିଲମ୍ବିତ ହେବା ପରେ ସେ କହିଛନ୍ତି ମୁଁ କ’ଣ ଲୋକେ ଜାଣନ୍ତି, ଦେବାଶିଷ ବାବୁଙ୍କୁ ବି ଜାଣନ୍ତି…

Maoist Surrender: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଓଡ଼ିଶା କ୍ୟାଡର୍ ୧୫ ମାଓବାଦୀ

ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଓଡ଼ିଶା କ୍ୟାଡର୍ ୧୫ ମାଓବାଦୀ । BBM ଡିଭିଜନର ମୁଖିଆ ବିକାଶ ସମେତ ରାଜ୍ୟ କମିଟି ସଦସ୍ୟଙ୍କ ଆତ୍ମସମର୍ପଣ । ପଡ଼ୋଶୀ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବଲୋଦା ଥାନାରେ ରାତି ୨ ରୁ ୪ଟା ସମୟରେ ଏମାନେ…

YouTuber Stabbed To Death: ରାଜଧାନୀରେ ୟୁଟ୍ୟୁବରଙ୍କୁ ଛୁରି ଭୁଷି ନିର୍ମମ ହତ୍ୟା

ରାଜଧାନୀରେ ୟୁଟ୍ୟୁବରଙ୍କୁ ଛୁରି ଭୁଷି ନିର୍ମମ ହତ୍ୟା। ଶନିବାର ରାତିରେ ଭୁବନେଶ୍ୱରର ମଞ୍ଚେଶ୍ୱର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଜିଜିପି କଲୋନି ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ରସୁଲଗଡ଼ର ଏକ ସ୍କୁଲ ଖେଳ…

Israel-Iran Conflict: ସମସ୍ତ ବିମାନଯାତ୍ରା ଉପରେ ରୋକ ଲଗାଇଲା ଦୁବାଇ

ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ଏବଂ ଇରାନର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ ଶନିବାର ଅନ୍ତର୍ଜାତୀୟ ବିମାନ ଚଳାଚଳ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ଦୁବାଇର ବିଳାସପୂର୍ଣ୍ଣ ହୋଟେଲ, ପାମ୍ ଜୁମୈରା ଦ୍ବୀପ ଓ ଦୁବାଇର ବ୍ୟସ୍ତବହୁଳ ବିମାନବନ୍ଦର ଉପରେ…

Khamenei Killed In US-Israel Strikes: ଇରାନର ସର୍ବୋଚ୍ଚ ନେତା ଖାମେନେଇ ନିହତ, ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନ । ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଇରାନର ମିଡିଆ ପକ୍ଷରୁ କୁହାଯାଇଛି । ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ…

DGCA Issues Safety Advisory: ମଧ୍ୟ ପ୍ରାଚ୍ୟର ଯୁଦ୍ଧ ସ୍ଥିତି ଦେଖି ବିମାନ ଉଡ଼ାଣ କଟକଣା ଜାରି କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ବିମାନ ଉଡ଼ାଣ କଟକଣା ସହ NOTAM (ନୋଟିସ ଟୁ ଏୟାରମେନ) ଜାରି କରିଛନ୍ତି । ମଧ୍ୟ ପ୍ରାଚ୍ୟର ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଲର୍ଟ ଜାରି କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି…

BJD Expels Pravat Biswal: ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ

ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେଡି ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବିରୋଧରେ ବିଶ୍ୱାଳ ମନ୍ତବ୍ୟ…

US-Israel Airstrike On Iran: ଆମେରିକା-ଇସ୍ରାଏଲ୍‌ର ଆକ୍ରମଣରେ ୪୦ ଇରାନୀୟ ଛାତ୍ରୀ ମୃତ

ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ମିନାବ ସହରସ୍ଥିତ ଏକ ସ୍କୁଲରେ ୪୦ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ୬୦ ରୁ ଅଧିକଆହତ ହୋଇଥିବା ଖବର ମିଳିଛି । ଛାତ୍ରୀମାନେ ପାଠପଢ଼ୁଥିବା ସମୟରେ ଆକ୍ରମଣ ହୋଇଥିଲା ।…