କହ୍ନେୟା ହାତକୁ ଯିବ ବିହାର କଂଗ୍ରେସର ଦାୟିତ୍ୱ!

ବିହାରରେ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ପୁଣିଥରେ ସକ୍ରିୟ ହୋଇଉଠିଛି । ବିହାର ପ୍ରଦେଶ କଂଗ୍ରେସ ମଦନ ମୋହନ ଝାଙ୍କ ଇସ୍ତଫା ପରେ କିଏ ହେବ ଅଧ୍ୟକ୍ଷ ସେ ନେଇ ଦଳୀୟ ରାଜନୀତି ସରଗରମ ଅଛି । ଏସବୁ…

ଜାହାଙ୍ଗୀରପୁରୀ ହିଂସାର ତଦନ୍ତ କରିବ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ରିମାନ୍ଦରେ ଅଂସାର ଓ ଅସଲମ୍‌, ୨୦ରେ ପହଞ୍ଚôଲା ଗିରଫଙ୍କ ସଂଖ୍ୟା

ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସା ମାମଲାରେ ପୁଲିସ୍‌ ଆଉ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚଛି। ଗିରଫଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଛନ୍ତି।…

ବିରକ୍ତ ହେଲେ ଅମ୍ବାନୀ ପରିବାର

୫ଥରର ଆଇପିଏଲ୍‌ ଚମ୍ପିଆନ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସର ୨୦୨୨ ଆରମ୍ଭ ଅତ୍ୟନ୍ତ ବାଜେ ରହିଛି। ପ୍ରଥମ ୬ଟି ଯାକ ମ୍ୟାଚ୍‌ ହାରିଯାଇଛି ଦଳ। ଶନିବାର ଲକ୍ଷ୍ନୌ ପାଖରୁ ଦଳ ପରାଜିତ ହୋଇଥିଲା। ସେହି ମ୍ୟାଚ୍‌ ଦେଖିବା ବେଳେ ଷ୍ଟାଡିୟମରେ ଉପସ୍ଥିତ ଥିଲେ…

ରୟାଲ୍ସକୁ ହରାଇବା କୋଲକାତା ପାଇଁ ବଡ଼ ଚ୍ୟାଲେଞ୍ଜ

ଗତଥର ଆଇପିଏଲ୍‌ରେ ଉପବିଜେତା ହୋଇଥିଲା କୋଲକାତା ଦଳ। ହେଲେ ନିଜର ଶେଷ ଦୁଇଟି ମ୍ୟାଚ୍‌ ହାରି ଆଶଙ୍କାରେ ଅଛି ଦଳ। ଅନିୟମିତ ପ୍ରଦର୍ଶନ ଦଳର ଏହି ସ୍ଥିତି ସକାଶେ ବଡ଼ ଦାୟୀ। ସେମାନଙ୍କର ସେହି କେବେ ଭଲ କେବେ ଖରାପ ପ୍ରଦର୍ଶନର…

ଭାରତୀୟ ଦଳକୁ ଫେରିବାର ଦମଦାର ଦଲିଲ ପ୍ରସ୍ତୁତ କରିଛନ୍ତି କାର୍ତ୍ତିକ : ବିରାଟ

ଚଳିତ ଆଇପିଏଲ୍‌ରେ ବହୁ ଯୁବା ଖେଳାଳି ଏପରିକି ଆଇପିଏଲ ଦୁନିଆ ପାଇଁ ନବାଗତ ଥିବା ତାରକାମାନେ ବିଭିନ୍ନ ଦଳ ପକ୍ଷରୁ ଚମକୁଛନ୍ତି। ସେମାନଙ୍କ ପ୍ରଦର୍ଶନକୁ ନେଇ ବ୍ୟାପକ ଚର୍ଚ୍ଚା। ତେବେ ଆଇପିଏଲ୍‌ ଆରମ୍ଭ ବେଳରୁ ଖେଳି ଆସୁଥିବା ଜଣେ ସିନିୟର ଖେଳାଳିଙ୍କ…

ପୋଖରୀ ଖୋଳାକୁ ନେଇ ଗୁଳିମାଡରେ ଜଣେ ମୃତ ଅଭିଯୁକ୍ତର ପତ୍ନୀ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ପରିବାର

ପୋଖରୀ ଖୋଳାକୁ ନେଇ ଗଣ୍ଡଗୋଳ ପରେ ସମ୍ପକୀୟ ଭାଇକୁ ଗୁଳି କରି ହତ୍ୟା କରିଥିଲା ଅଭିଯୁକ୍ତ। ଆଉ ପରେ ଏହି ଗୁଳି ମାଡର ପ୍ରତିଶୋଧ ନେଇଛନ୍ତି ମୃତକଙ୍କ ପରିବାର ଲୋକେ। ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଓ ୩ ବର୍ଷର ଶିଶୁ ପୁତ୍ରକୁ…

ଜଗା ଦର୍ଶନ ହେଲା ଶେଷ ଦର୍ଶନ

ଶାରୀରିକ ଅସୁସ୍ଥତା ଓ ପରିବାର ଲୋକଙ୍କ ବାରଣ ସତ୍ତ୍ୱେ ମନରେ ଇଚ୍ଛା ଥିଲା ଶେଷ ସମୟରେ ଜଗନ୍ନାଥଙ୍କ ଦର୍ଶନ କରିବା। ହେଲେ ଏହି ଦର୍ଶନ ଯେ ତାଙ୍କର ଶେଷ ଦର୍ଶନ ହେବ ତାହା କେହି ଜାଣିନଥିଲେ। ରବିବାର ସକାଳ ସାଢେ ୯ଟା…

ଠକ ଡାକ୍ତରଙ୍କ ଚିକିତ୍ସା ଅଣ୍ଟା ବିନ୍ଧୁଥିଲା, ଦେଇଦେଲେ କୁକୁର ଇଞ୍ଜେକସନ୍‌

ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜଭୁତ କରାଯାଇଥିବା କଥା କୁହାଯାଉଥିଲା ବେଳେ ଏବେ ବି କିନ୍ତୁ ରାଜ୍ୟରେ ନକଲି ଡାକ୍ତରମାନଙ୍କ ପାର୍ଦୁଭାବ ବଢିବାରେ ଲାଗିଛି। ସେମାନେ ଗ୍ରାମାଞ୍ଚଳମାନଙ୍କରେ ଲୋକଙ୍କୁ ଠକି ଚିକିତ୍ସା କରୁଛନ୍ତି, ଲୋକେ ବି ସେମାନଙ୍କ ଉପରେ ଭରସା କରୁଛନ୍ତି। ଏଭଳି ଜଣେ…

ଜୀ ସାର୍ଥକରେ ରଜକୁଇନ୍‌-୨୦୨୨

ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜକୁ ନେଇ ପ୍ରସ୍ତୁତ ରିଆଲିଟି ସୋ ରଜ କୁଇନ ର ଅଡିସନ ଏପ୍ରିଲ ୩ ତାରିଖରୁ ରାଜ୍ୟର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି। ମହାମାରୀ କରୋନା କଟକଣା ହ୍ରାସ ପାଇବା ପରେ ପରେ ଜୀ…

ଭୂମିକାଙ୍କର ଅଧୁରା ସ୍ୱପ୍ନ

ଓଲିଉଡର ଲୋକପ୍ରିୟ ନାୟକ ଅନୁଭବଙ୍କ ସହ ଏଯାଏଁ ପରଦାରେ ରୋମାନ୍ସ କରିବାର ସୁଯୋଗ ପାଇନାହାନ୍ତି ଚର୍ଚ୍ଚିତା ନାୟିକା ଭୂମିକା। ରାବଣ ଫିଲ୍ମ ଜରିଆରେ ପ୍ରାୟ ଦୁଇ ବର୍ଷ ତଳେ ଅନୁଭବ ପୁଣି ବଡ଼ ପରଦାକୁ ଫେରୁଥିବା ଖବର ମିଳିଥିଲା। ଏଥିରେ ଦର୍ଶକ…