୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଟ୍ୱିଟର ଓ ମେଟା ପରେ ଏବେ ଅନ୍‌ଲାଇନ୍‌ ମାର୍କେଟିଂ କମ୍ପାନୀ ଆମାଜନର ପାଳି । ଏବେ ଆମାଜନ ମଧ୍ୟ କଷ୍ଟ୍‌ କଟିଂ ତାଲିକାରେ ସାମିଲ ହୋଇଛି । ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ…

ବର୍ଷାରାଣୀ ବରିହା ହେଲେ ପଦ୍ମପୁର ବିଜଦ ପ୍ରାର୍ଥୀ

ନିର୍ଭୟ ମିଡ଼ିଆ : ପଦ୍ମପୁର : ବର୍ଷାରାଣୀ ବରିହା ହେଲେ ପଦ୍ମପୁର ବିଜଦ ପ୍ରାର୍ଥୀ। ଭାଜପାରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ପରେ ବିଜଦକୁ କିଏ ହେବ ସେନେଇ ଚର୍ଚ୍ଚା ଲାଗି ରହିଥିଲା ଶେଷରେ ପଦ୍ମପୁର…

ବ୍ୟସ୍ତବହୁଳ ରାସ୍ତାରେ ଭୟଙ୍କର ବିସ୍ଫୋରଣ, ୬ ମୃତ

ଏଜେନ୍ସୀ : ତୁର୍କୀ : ତୁର୍କୀର ଅନ୍ୟତମ ପ୍ରମୁଖ ସହର ଇସ୍ତାନବୁଲ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୬ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୮୧ ଜଣ ଆହତ ହୋଇଛନ୍ତି । ଗତକାଲି ବ୍ୟସ୍ତବହୁଳ ସଡ଼କରେ ଏହି ବିସ୍ଫୋରଣ ଘଟିଛି…

ଉଦୟପୁର ରେଲୱେ ବ୍ରିଜ୍‌ ବିସ୍ଫୋରଣ ଘଟଣା ପଛରେ ଆତଙ୍କବାଦୀଙ୍କ ହାତ

ଏଜେନ୍ସୀ : ରାଜସ୍ଥାନ : ରାଜସ୍ଥାନର ଉଦୟପୁର ରେଲୱେ ବ୍ରିଜ୍‌ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛି ପୁଲିସ । ଏହି ଘଟଣା ପଛରେ ଆତଙ୍କବାଦୀଙ୍କ ହାତ ଥିବା ଗନ୍ଧ ବାରିଛି ପୁଲିସ । ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ପୁଲିସ…

ଭୂକମ୍ପ ଝଟକା, ଥରିଲା ଅମୃତସର

ଏଜେନ୍ସୀ : ଚଣ୍ଡିଗଡ଼ : ନେପାଳରେ ଗତ ଶନିବାର ହୋଇଥିବା ଭୂକମ୍ପ ପ୍ରଭାବରେ ଭାରତର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଦିଲ୍ଲୀ ଏବଂ ଏନସିଆରରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଏହାର କମ୍ପନ ଅନୁଭୂତ ହୋଇଥିବା ବେଳେ ଆଜି ଭୋରୁ…

ପ୍ରଭୁ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ନିକଟରେ ଫାଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ବଡ଼ ଫାଟ ସୃଷ୍ଟି ହୋଇଛି । ମନ୍ଦିରର ମୁଖ୍ୟ ଫାଟକ ସିଂହଦ୍ୱାର ନିକଟରେ ବଡ଼ ଫାଟ ଦେଖିବାକୁ ମିଳିଛି । ପୂର୍ବରୁ ଏହା ଛୋଟ ଆକାରରେ ଥିଲା । ଦ୍ୱାରବନ୍ଧ…

ଆପ୍‌ ନେତା ବିଜୟ ନାଏର ଓ ବ୍ୟବସାୟୀ ଅଭିଷେକ ବୋଇନପଲ୍ଲି ଗିରଫ

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦମୀ ପାର୍ଟିର ବଢ଼ିବାରେ ଲାଗିଛି ଅଡୁଆ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପ୍‌ ନେତା ବିଜୟ ନାଏରଙ୍କୁ ଗିରଫ କରିଛି । ଏଥିସହ ବ୍ୟବସାୟୀ ଅଭିଷେକ ବୋଇନପଲ୍ଲିଙ୍କୁ…

ଜି-୨୦ ଶିଖର ସମ୍ମିଳନୀ ପାଇଁ ଆଜି ବାଲି ଗସ୍ତ କରିବେ ମୋଦି

ଏଜେନ୍ସୀ : ନୂଆଦିଲ୍ଲୀ : ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଗ୍ରୁପ୍‌ ଅଫ୍‌ ୨୦ (ଜି -୨୦) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀ ନଭେମ୍ବର ୧୫ ଓ ୧୬ ଦୁଇ…

ପଦ୍ମପୁର ଉପନିର୍ବାଚନ; ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

ନିର୍ଭୟ ମିଡ଼ିଆ : ବରଗଡ଼ : ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ । ୧୨ ତାରିଖରେ ଭାଜପା କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।୨୦୧୪ରୁ ୨୦୧୯…

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୋମବାର ସକାଳେ ଉଦଳା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପନ୍ଦାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ…