ଓଡ଼ିଶାରେ ବିଳାସପୂର୍ଣ୍ଣ ହୋଟେଲ କରିବ ରାଡିସନ୍‌ ଗୃପ

ରାଡିସନ୍‌ ହୋଟେଲ ଗୃପ ଭୁବନେଶ୍ୱର ପଟିଆରେ ୭୯ କୋଟି ଟଙ୍କା ଖର୍ଚ୍ଚରେ ତିଆରି କରିବ ବିଳାସପୂର୍ଣ୍ଣ ହୋଟେଲ । ଚଳିତ ଜୁଲାଇରେ ହୋଟେଲର ହେବ ଶୁଭାରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣା…

ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ; ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇବେ ଦୀପାଳି

ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଆଜି ୨ ବର୍ଷ ପୁରିଛି । ଏହି କ୍ରମରେ ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି । କାହା…

ବିସ୍ଥାପିତଙ୍କୁ ଆକ୍ରମଣ ନିନ୍ଦନୀୟ: ବିଜେଡି

ରାଜ୍ୟରେ ଉତ୍କର୍ଷ ଓଡ଼ିଶା ଚାଲିଥିବା ବେଳେ ଆଜି ସାମ୍ୱାଦିକ ସମ୍ମିଳନୀର କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଘଟିଥିବା ବିସ୍ଥାପିତଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦନୀୟ କରିବା ସହ ବିଜେଡି କହିଛି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି ନୂଆ…

ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ

ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏ ନେଇ ଆଜି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଖୁବଶୀଘ୍ର ରାଜ୍ୟରେ ଖୋଲିବ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହା…

ବହିଷ୍କୃତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା

ନିଜ ପଦରୁ ବହିଷ୍କୃତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ । ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ଆଧାରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଦେବଗଡ଼ ପୌରାଧ୍ୟକ୍ଷାଙ୍କୁ ଅଯୋଗ୍ୟ…

ଛାତ୍ରକୁ ସାପ କାମୁଡ଼ିବା ମାମଲାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

ପୁରୀ ଜିଲ୍ଲା ପିପିଲି ବ୍ଲକ୍ ପୋପରଙ୍ଗ ବିଦ୍ୟାଳୟରେ ଛାତ୍ରଙ୍କୁ ନାଗ ସାପ କାମୁଡ଼ିବା ମାମଲାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଉକ୍ତ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷୟତ୍ରୀଙ୍କ ଉପରେ କାର୍ଯାନୁଷ୍ଠାନ ନେଇଛନ୍ତି ବିଇଓ ରବି ନାରାୟଣ ନନ୍ଦ…

ବନ୍ଦ ହେଲା ୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା

ବନ୍ଦ ହେଲା ୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା୬୩ କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ । CAPA ମଡ୍ୟୁଲରେ ହିସାବ ନଦେବାରୁ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ । କଲେଜ ଆକାଉଣ୍ଟର ଅପଡେଟ୍ ଦେବାକୁ ବାରମ୍ବାର ନୋଟିସ୍ ପରେ ବି…

ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ଭିଡ: ଦିନ ୧୦ଟା ସୁଦ୍ଧା ବୁଡ଼ ପକାଇଛନ୍ତି ୩ କୋଟି ୬୧ ଲକ୍ଷ ଶ୍ରଦ୍ଧାଳୁ

ଆଜି ମୌନୀ ଅମାବାସ୍ୟାରେ ‘ଅମୃତ ସ୍ନାନ’ । ମହାକୁମ୍ଭର ସର୍ବବୃହତ ଅମୃତ ସ୍ନାନ ପର୍ବ ମୌନୀ ଅମାବାସ୍ୟାରେ ଅମୃତର ଉତ୍କଣ୍ଠା ନେଇ ସଙ୍ଗମର ପବିତ୍ର ଭୂମିକୁ କୋଟିକୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମୌନୀ ଅମାବାସ୍ୟା ପାଇଁ ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ପ୍ରବଳ…

‘ନିର୍ଭୟ’ ପ୍ରତିନିଧିଙ୍କୁ ଧର୍ମଶାଳା ବିଧାୟକଙ୍କ ଧମକ

ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା, ଚକ୍ରଧରପୁର, ସାହାଣୀଢିଅ, ମୁରାରୀପୁର, ନୂଆସାହି ମୌଜାରୁ ଶହ ଶହ ଟ୍ରିପ ଚୋରା ମୋରମ ରାତିର ଅନ୍ଧାରରେ ଚାଲଣ ହୋଇ ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହାର ହେଉଛି । ଏ ସଂପର୍କରେ ‘ନିର୍ଭୟ’ର…

ଶହେତମ ଉତ୍‌କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ

ପୁଣି ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ। ଉତ୍‌କ୍ଷେପଣ ହେଲା ନାଭିଗେସନ ସାଟେଲାଇଟ୍ NVS-02 ।ଶ୍ରୀହରିକୋଟାରୁ ସକାଳ ୬ଟା ୨୩ ମିନିଟରେ ସଫଳ ଉତ୍‌କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ ।…