ତାଜା ଖବର ରାଜ୍ୟ Heavy Rain Alert in Ganjam: ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ନଭେମ୍ବର ୩ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ October 31, 2026 Nirvay
ତାଜା ଖବର ରାଜ୍ୟ Flood Crisis: ଗଞ୍ଜାମ ଓ ଗଜପତି ବନ୍ୟା-ଭୂସ୍ଖଳନ ଦୁର୍ଦ୍ଦଶାକୁ ନେଇ ବିଜେପି ସରକାରଙ୍କୁ ଭକ୍ତ ଚରଣ ଦାସଙ୍କ ତୀବ୍ର ସମାଲୋଚନା October 31, 2026 Nirvay
ତାଜା ଖବର ରାଜ୍ୟ Heavy Rain Alert in Ganjam: ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ନଭେମ୍ବର ୩ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ October 31, 2026 Nirvay
ତାଜା ଖବର ରାଜ୍ୟ Flood Crisis: ଗଞ୍ଜାମ ଓ ଗଜପତି ବନ୍ୟା-ଭୂସ୍ଖଳନ ଦୁର୍ଦ୍ଦଶାକୁ ନେଇ ବିଜେପି ସରକାରଙ୍କୁ ଭକ୍ତ ଚରଣ ଦାସଙ୍କ ତୀବ୍ର ସମାଲୋଚନା October 31, 2026 Nirvay
ତାଜା ଖବର ରାଜ୍ୟ Additional MBBS Seats for SLN Medical College: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ମିଳିଲା ଅତିରିକ୍ତ ୨୫ଟି ଏମ୍ବିବିଏସ୍ ସିଟ୍ October 31, 2026 Nirvay
ତାଜା ଖବର ରାଜ୍ୟ CM Reviews Cyclone Damage Assessment: ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ October 31, 2026 Nirvay
ତାଜା ଖବର ରାଜ୍ୟ Ekamra Residency Application Deadline Extended: ଏକାମ୍ର ରେସିଡେନ୍ସି ଆବେଦନ ଅବଧି ମାସେ ବଢ଼ିଲା October 31, 2026 Nirvay
ଖାରକିଭ୍ ସହର ସଂଯୋଗ ରାସ୍ତା ପୁଣି ଦଖଲ କଲା ୟୁକ୍ରେନ୍ April 2, 2022 କିଛି ସହରର ବାହାର ଭାଗରୁ ରୁଷିୟାର ସେନା ପଛକୁ ଫେରିବା ଆରମ୍ଭ କରିଥିବା ବେଳେ ୟୁକ୍ରେନ୍ର ସେନା ବାହିନୀ ତୁରନ୍ତ ସେ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ପ୍ରଚେଷ୍ଟା କରୁଛି। ଶନିବାର ବ୍ରିଟିଶ ଗୁଇନ୍ଦା ସଂସ୍ଥାର ଏକ ରିପୋର୍ଟ ଅନୁସାରେ…
ସିମୁଳିଆରେ ଚାଞ୍ଚଲ୍ୟ, ବିଲରୁ ମିଳିଲା ଅବସରପ୍ରାପ୍ତ ଅଧ୍ୟାପକଙ୍କ କ୍ଷତାକ୍ତ ମୃତଦେହ, ପତ୍ନୀ ସଂକଟାପନ୍ନ April 2, 2022 ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ବିଲ୍ରେ ଫିଙ୍ଗା ଯାଇଥିଲା ବେଳେ ଘର ଭିତରୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ତାଙ୍କ ପତ୍ନୀ। ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏହି ଘଟଣା ବାଲେଶ୍ୱର ଜିଲା ସିମୁଳିଆ…
ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କୁ ନିର୍ଭର କରିବେନି ମୋଦୀ! April 2, 2022 ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଦୁଇଟି ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମଟି ହେଲା- ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଜୁ ଜନତା ଦଳର ସମର୍ଥନ ଆବଶ୍ୟକ କରନ୍ତି। ଦ୍ୱିତୀୟଟି ହେଲା- ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଉପରାଷ୍ଟ୍ରପତି…
ବସ-ଟ୍ୟାଙ୍କର ଧକ୍କା, ଜଣେ ମୃତ,୨୦ ଆହତ April 2, 2022 ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନିକଟସ୍ଥ ଟାକରା ଘାଟିରେ ଏକ ଦୁର୍ଘଟଣା ଘଟିଯାଇଛି। କଣ୍ଟାମାଳରୁ ଜଟଣୀ ଅଭିମୁଖେ ଯାଉଥିବା ବସ୍ ସହ ଗ୍ୟାସ୍ ଟ୍ୟାଙ୍କର୍ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ଟ୍ରକ ଡ୍ରାଇଭରର…
ମୋଦୀ ‘ସାର୍’ଙ୍କ ଗୁରୁମନ୍ତ୍ର April 1, 2022 ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା । ତେବେ ଚଳିତ ଥର ସାନ ସାନ ବନ୍ଧୁମାନଙ୍କ ସହିତ ସିଧାସଳଖ ମତ ବିନିମୟ କରିବା ଲାଗି ତାଙ୍କୁ ସୁଯୋଗ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଖୁସି…
ଆହୁରି ଭୟଙ୍କର ରୂପ ନେଇପାରେ ଯୁଦ୍ଧ ପ୍ରଥମଥର ରୁଷ ସୀମାରେ ପଶିଲା ୟୁକ୍ରେନ୍, ତୈଳ ଡିପୋ ଉପରେ ଏୟାର ଷ୍ଟ୍ରାଇକ୍ April 1, 2022 ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଜାରି ଲଢ଼େଇକୁ ୩୭ ଦିନ ବିତିଗଲାଣି । ଯୁଦ୍ଧ ବନ୍ଦ ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ପର୍ଯ୍ୟାୟର ଆଲୋଚନା ହୋଇସାରିଥିଲା ବେଳେ ଆଶା କରାଯାଉଥିଲା ଯେ ଏହି ଯୁଦ୍ଧ ଥମିଯିବ । ମାତ୍ର ପ୍ରଥମଥର…
ହଷ୍ଟେଲ୍ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ରୀ April 1, 2022 ରାଜ୍ୟ ବ୍ୟାପି ଶୁକ୍ରବାର ଉକ୍ରଳ ଦିବସ ପାଳନ ହେଉଥିଲା ବେଳେ ସୁନ୍ଦରଗଡ଼ର ଲେଫି୍ରପଡ଼ା ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନରେ ଘଟିଛି ଅଭାବନୀୟ ଘଟଣା । ଜଣେ ପ୍ରଧାନଶିକ୍ଷକଙ୍କ ଯୌନ ନିର୍ଯାତନାରେ ଅତିିଷ୍ଠ ହୋଇ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଦଶମ ଶ୍ରେଣୀ…
ନିର୍ବାଚନ ଆସିଲେ ନିରଞ୍ଜନ ଅସୁସ୍ଥ ହୁଅନ୍ତି: ତାରା April 1, 2022 ପଞ୍ଚାୟତ ଓ ପୌର ନିର୍ବାଚନ ଧକ୍କାରୁ ସହଜରେ ମୁକୁଳି ପାରିବ ନାହିଁ କଂଗ୍ରେସ । ବିପର୍ଯ୍ୟୟ ଧାରା ସତେ ଯେମିତି କଂଗ୍ରେସ ପାଇଁ ସହଚର ହୋଇଯାଇଛି । ଏଭଳି ପରିସ୍ଥିତିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ନିର୍ବାଚନ…
ଅମାନବୀୟ : ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ April 1, 2022 ନୟାଗଡ଼ ଜିଲା ରଣପୁର ଥାନା ହିଞ୍ଜିଳି ଗାଁରେ ଏକ ଲଜ୍ୟାଜନକ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ବିଦୁ୍ୟତ୍ ଖୁଣ୍ଟରେ ବାନ୍ଧି ପିଟିଛନ୍ତି ଅଭିଯୁକ୍ତଙ୍କ ପରିବାର । ନାବାଳିକା ଜଣକ ଗର୍ଭବତୀ ହେବା ପରେ ଏହି…
ଜିଏସ୍ଟି ଆଦାୟରେ ସର୍ବକାଳୀନ ରେକର୍ଡ April 1, 2022 ଦେଶରେ ବସ୍ତୁ ଓ ସେବା କର (ଜିଏସ୍ଟି) ଆଇନ୍ ଲାଗୁ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଆଦାୟ ହୋଇଛି ମାର୍ଚ୍ଚ ୨୦୨୨ରେ । ୨୦୨୧-୨୨ ବର୍ଷର ଶେଷ ମାସ ଅର୍ଥାତ୍ ମାର୍ଚ୍ଚ ୨୦୨୨ରେ ଜିଏସ୍ଟି ଆଦାୟ ୧,୪୨,୦୯୫ କୋଟିରେ…