ଝାରଖଣ୍ଡ କଂଗ୍ରେସ ବିଧାୟକଙ୍କ ଗାଡିରୁ ମିଳିଲା ୪୮ଲକ୍ଷ ନଗଦ : ତିନି ନେତାଙ୍କୁ ନିଲମ୍ବିତ କଲା ଦଳ

ପଶ୍ଚିମବଂଗର ହାୱାଡା ଜିଲାରୁ ତିନି ବିଧାୟକଙ୍କ ନିକଟରୁ ନଗଦ ୪୮ଲକ୍ଷ ଟଙ୍କା ମିିଳିବା ଘଟଣା ଝାରଖଣ୍ଡ କଂଗ୍ରେସକୁ ପକାଇ ଦେଇଛି ଅଡୁଆରେ । ଏକ କଳା ଫରଚ୍ୟୁନର ଗାଡିରୁ ଏହି ଟଙ୍କା ମିଳିଥିଲା ବେଳେ ପୁଲିସ୍‌ ତିନି ବିଧାୟକଙ୍କୁ ହେପାଜତକୁ ନେଇଛି…

ସ୍ମୃତି ଇରାନୀଙ୍କ ମାନହାନୀ ମାମଲା: କଂଗ୍ରେସ ନେତାମାନଙ୍କୁ ହାଇକୋର୍ଟଙ୍କ ସମନ, ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ

ଏଜେନ୍ସୀ : ନୂଆଦିଲ୍ଲୀ : ଗୋଆ ବାର ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରିଥିବା ମାନହାନୀ କେସରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ବାର ବିବାଦକୁ କେନ୍ଦ୍ର କରି କଂଗ୍ରେସର କିଛି ନେତା ସ୍ମୃତି ଇରାନୀଙ୍କ ଝିଅଙ୍କୁ ଟାର୍ଗେଟ…

ଭାରସାମ୍ୟ ହରାଇ ଘରେ ପଶିଗଲା ଟ୍ରାକ୍ଟର, ୨ ଜଣ ମୃତ

ନିର୍ଭୟ ମିଡ଼ିଆ : ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ତେମ୍ବାଗୁଡା ଗ୍ରାମରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଏକ ଘରେ ପଶି ଯିବା ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ…

ଡିଲ୍ ବେଳେ ଏସ୍ଟିଏଫ୍ ଚଢ଼ାଉରେ ଧରାପଡ଼ିଲା କଲରାପତରିଆ ବାଘଛାଲ, ଅଭିଯୁକ୍ତ ଗିରଫ

ନିର୍ଭୟ ମିଡ଼ିଆ : ଭବାନୀପାଟଣା : ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଡିଲ୍ ଚାଲିଥିବା ବେଳେ ଭବାନୀପାଟଣା ନର୍ଥ ରେଞ୍ଜ୍ ଓ ଏସଟିଏଫର ମିଳିତ ଚଢ଼ାଉଇରେ ଏହି ବାଘଛାଲ ଜବତ ହୋଇଥିବା ସୂଚନା ରହିଛି।…

ଯନ୍ତ୍ରଣାରେ ଛଟପଟ ହେଉଛି ଗୁଳିବିଦ୍ଧ ଦନ୍ତା, ଖାଉନି ଖାଦ୍ୟ

ନିର୍ଭୟ ମିଡ଼ିଆ : ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ପାଇଁ ବନ ବିଭାଗର ଚିନ୍ତା ବଢ଼ିଲାଣି । ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀ ଗ୍ରହଣ କରୁନି ଖାଦ୍ୟ। ଯାହାକି ବନ ବିଭାଗ…

ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ୍

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଳ୍ଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହଳଦିଆଗଡ଼ା ଛକରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ଅନ ଏକ ଟ୍ରକ୍ ପଛରୁ ଧକ୍କ ଦେବାଫଳରେ ଜଣେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି…

ଅର୍ପିତା ମୁଖାର୍ଜୀଙ୍କ ଟଙ୍କା ଭର୍ତ୍ତି ୪ ଦାମୀ କାର୍ ଗାଏବ, ଖୋଜୁଛି ଇଡି

ଏଜେନ୍ସୀ : ନୂଆଦିଲ୍ଲୀ : ବେଙ୍ଗଲ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାରେ ଗିରଫ ହୋଇ ମନ୍ତ୍ରୀ ପଦ ହରାଇଥିବା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡ଼ୁଆ ବଢ଼ିଛି। ତାଙ୍କର…

ବାଲ୍ୟ ବିବାହ ନ ରୋକିଲେ ପଦରୁ ହଟିବେ ଗାଁ ମୁଖିଆ

ଏଜେନ୍ସୀ : ପାଟନା : ବିହାରର ଗ୍ରାମପଞ୍ଚାୟତ ମୁଖିଆମାନଙ୍କୁ ମିଳିଛି ନୂଆ ଦାୟିତ୍ୱ । ବାଲ୍ୟ ବିବାହ ତଥା ଯୌତୁକ ପ୍ରଥା ପରି ବ୍ୟାଧୀ ସମାଜକୁ ଗ୍ରାସ କରୁଥିବା ବେଳେ ଏହାକୁ ରୋକିବା ଦାୟିତ୍ୱ ପଞ୍ଚାୟତ ମୁଖିଆଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି।…

ମଶାରୀ ଭିତରେ ବିକ୍ଷୋଭ: ନିଲମ୍ବିତ ସାଂସଦଙ୍କ ୫୦ ଘଣ୍ଟିଆ ଆନ୍ଦୋଳନ ଜାରି

ଏଜେନ୍ସୀ : ନୂଆଦିଲ୍ଲୀ : ଦରଦାମ ବୃଦ୍ଧି ଓ ଜିଏସଟି ଉପରେ ଆଲୋଚନା କରିବାକୁ ଦାବି କରି ସଂସଦରୁ ନିଲମ୍ବିତ ହୋଇଥିବା ବିରୋଧୀ ଦଳର ଏକାଧିକ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରହିଛି। ବୁଧବାର ଦିନ ୧୦ଟାରୁ ଆରମ୍ଭ ହୋଇଥିବା…

ସୁଇଚ୍ ବନ୍ଦ କଲା ବେଳେ ମାରିଲା କରେଣ୍ଟ, ଜଣେ ମୃତ

ନିର୍ଭୟ ମିଡ଼ିଆ : କୋଣାର୍କ ଲାଇଟ୍ ସୁଇଚ୍ ବନ୍ଦ କଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପ ଥାନା ଅନ୍ତର୍ଗତ ବୀରତୁଙ୍ଗ ସାଉରିଆ ଗାଁର ନିରଞ୍ଜନ ବେହେରା। ତାଙ୍କୁ ୪୫…