ତାଜା ଖବର ରାଜ୍ୟ No AIIMS in Sambalpur; ସମ୍ବଲପୁରରେ ପ୍ରତିଷ୍ଠା ହେବନି ଏମ୍ସ;, ସ୍ପଷ୍ଟ କଲେ ଜେପି ନଡ୍ଡା September 26, 2026 Nirvay
ତାଜା ଖବର ରାଜ୍ୟ Arrest Warrant Issued in Boudh MLA’s Name: ବୌଦ୍ଧ ବିଧାୟକଙ୍କ ନାମରେ ଗିରଫ ପରୱାନା ଜାରିକଲେ ଏସଡିଜେଏମ September 26, 2026 Nirvay
ତାଜା ଖବର ରାଜ୍ୟ No AIIMS in Sambalpur; ସମ୍ବଲପୁରରେ ପ୍ରତିଷ୍ଠା ହେବନି ଏମ୍ସ;, ସ୍ପଷ୍ଟ କଲେ ଜେପି ନଡ୍ଡା September 26, 2026 Nirvay
ତାଜା ଖବର ରାଜ୍ୟ Arrest Warrant Issued in Boudh MLA’s Name: ବୌଦ୍ଧ ବିଧାୟକଙ୍କ ନାମରେ ଗିରଫ ପରୱାନା ଜାରିକଲେ ଏସଡିଜେଏମ September 26, 2026 Nirvay
ତାଜା ଖବର ରାଜ୍ୟ State-Level Recruitment Drive: ୧,୧୦୧ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର, ଜନସେବାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ September 26, 2026 Nirvay
ତାଜା ଖବର ରାଜ୍ୟ BJD Rally against MMDR Amendment: ଏମଏମଡିଆର ସଂଶୋଧନକୁ ବିରୋଧ; ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ବିଜେଡି September 26, 2026 Nirvay
ତାଜା ଖବର ରାଜ୍ୟ Manmohan Samal Praises Odisha Govt: ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ରୟାସ ପ୍ରଶଂସନୀୟ: ମନମୋହନ ସାମଲ September 26, 2026 Nirvay
ପରବର୍ତ୍ତୀ ଉତ୍ତରାଧିକାରୀ ବାଛିବା ପାଇଁ ପ୍ରଧାନ ବିଚାରପତିଙ୍କୁ ଜଣାଇଲେ ସରକାର October 7, 2022 ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି । ସେନେଇ ଉତ୍ତରାଧିକାରୀ ଚୟନ କରିବାକୁ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍ଙ୍କୁ କେନ୍ଦ୍ର ସରକାର ଜଣାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି ।…
ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ନଭେମ୍ବର ୩ରେ ଭୋଟ୍ October 7, 2022 ନିର୍ଭୟ ମିଡ଼ିଆ : ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏ ନାମାଙ୍କନ ପତ୍ର…
ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍ ଦର October 7, 2022 ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ : ପୁଣି ବଢ଼ିପାରେ ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଦର ପୁଣିଥରେ ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ ।…
ଦିଲ୍ଲୀ, ପଞ୍ଜାବ ସମେତ ଦେଶର ୩୫ଟି ସ୍ଥାନରେ ଇଡି ରେଡ୍ October 7, 2022 ଏଜେନ୍ସୀ : ନୂଆଦିଲ୍ଲୀ : ମଦନୀତିକୁ ନେଇ ଦିଲ୍ଲୀ-ଏନସିଆର, ପଞ୍ଜାବ ସମେତ ଦେଶର ୩୫ଟି ସ୍ଥାନରେ ରେଡ୍ କରିଛି ଇଡି । ମଦ କାରବାରରେ ବେଆଇନ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ଏହି ମାରାଥନ୍ ରେଡ୍ ହୋଇଛି । ଏହି ରେଡକୁ…
ବଲିଉଡ୍ର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ October 7, 2022 ଏଜେନ୍ସୀ : ମୁମ୍ବାଇ : ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କର ଆଜି ପରଲୋକ ଘଟିଛି । ହିନ୍ଦୀ ସିନେମା ଜଗତରେ ଅରୁଣ ଏକ ଜଣାଶୁଣା ନାଁ ଥିଲେ । ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କଠାରୁ ଆରମ୍ଭ କରି ଅଭିନେତା…
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସତ୍ୟପାଲ ମଲିକ୍, କହିଲେ ବର୍ତ୍ତମାନ ମୁଁ ଚିନ୍ତା ମୁକ୍ତ October 7, 2022 ବୁଲନ୍ଦସହର ୭/୧୦: ଅବସର ପରେ ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଅଧିକ ଆକ୍ରମଣାତ୍ମକ ହୋଇପଡିଛନ୍ତି । ସତ୍ୟପାଲ ମଲିକ କହିଛନ୍ତି ଯେ ମୁଁ ଇସ୍ତଫା ଦେବା ପରେ ବର୍ତ୍ତମାନ ମୁଁ ଚିନ୍ତା ମୁକ୍ତ । ଏବେ ମୋ ଇଚ୍ଛା ଯାହା…
ନଭେମ୍ୱର ୩ ତାରିଖରେ ଧାମନଗର ଉପନିର୍ବାଚନ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ October 7, 2022 ଭଦ୍ରକ ୦୭/୧୦: ନଭେମ୍ୱର ୩ ତାରିଖରେ ଧାମନଗର ଉପନିର୍ବାଚନ । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ ।…
ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲା ମାଲ ନଦୀରେ ଭସାଣି ବେଳେ ଆସିଲା ବନ୍ୟା, ୭ ମୃତ, ବହୁ ନିଖୋଜ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି October 6, 2022 କୋଲକାତା: ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବାବେଳେ ବନ୍ୟା ଜଳ ଆସିବାରୁ ଭାସିଯାଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ଏକ ସୂତ୍ରରୁ ଜଣାପଡିଛି। ତେବେ ସେଠାରେ ଥିବା ଅନେକ…
ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ October 6, 2022 କଟକ: ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ…
ଭାରତୀୟ ବଂଶୋଦ୍ଭବ ପରିବାରର ୪ଜଣ ସଦସ୍ୟଙ୍କୁ କାଲିଫର୍ଣ୍ଣିଆର ଫଳ ବଗିଚାରୁ ମୃତାବସ୍ଥାରେ ଉଦ୍ଧାର October 6, 2022 ନୂଆଦିଲ୍ଲୀ: ନିଖୋଜ ହୋଇଯାଇଥିବା ଜଣେ ୮ ମାସର ଝିଅ ସମେତ ଆମେରିକାସ୍ଥିତ ଭାରତୀୟ ବଂଶୋଦ୍ଭବ ପରିବାରର ୪ଜଣ ସଦସ୍ୟଙ୍କୁ କାଲିଫର୍ଣ୍ଣିଆର ଗୋଟାଏ ଫଳ ବଗିଚାରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ବିଭିନ୍ନ ରିପୋର୍ଟରୁ ସଂଗ୍ରହ କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’…