ମହାନଦୀରେ ୩ ଜଣ ଭାସିଯିବା ଘଟଣା: ମିଳିଲା ଆଉ ଏକ ମୃତ ଦେହ

ମହାନଦୀ ଯୋବ୍ରା ଘାଟରେ ଗତକାଲି ଗାଧୋଇବା ବେଳେ ୩ ଜଣ ବୁଡିଯାଇଥିଲେ। କାଲି ଜଣେ ନାବାଳକଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା ବେଳେ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଛୋଟୁ ଓରଫ ଆୟୋର୍‌ ଖାନ୍‌(୧7)।…

ଫାଣ୍ଡିରେ ନାବାଳକକୁ ନିର୍ଯାତନା ଅଭିଯୋଗ

କଟକ ବଡ଼ ମେଡିକାଲ୍ ଫାଣ୍ଡି ହାଜତରେ ଜଣେ ନାବାଳକଙ୍କୁ ପୁଲିସ ଚୋରି ଅଭିଯୋଗରେ ୩ ଦିନ ଧରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କଟକ ଏସ୍‌ସିବି ମେଡିକାଲ ଫାଣ୍ଡି ପୁଲିସ୍‌ ବିରୋଧରେ ଆସିଛି। ସୂଚନା ଅନୁସାରେ, ଶୁକ୍ରବାର ୧୨…

ରାଜଧାନୀରେ ମର୍ଡର: ଛୁରାମାଡ଼ରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ରାଜଧାନୀରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପିଏମ୍‌ଜି ଛକ ଫୁଟପାଥରେ ଦମ୍ପତି ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥାରେ ଆକ୍ରମଣ କରାଯାଇଥିବାର ସୂଚନା ମିଳିଛି। ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ…

ସୋମବାର ମୋଦୀ-ବାଇଡେନ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଜୋସେଫ ଆର ବାଇଡେନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିବେ ବୋଲି ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କର ମୋଦୀଙ୍କ…

ଓଲଟିଲା ୨୦ ଶ୍ରମିକଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚାରବଙ୍ଗଳା ଗାଁ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ୨୦ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳ…

ଦେଢ଼ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗାଁରେ ଏକ ଘରୁ ଡକାୟତମାନେ ନଗଦ ୧ଲକ୍ଷ ୬୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଡକାୟତଙ୍କ ଆକ୍ରମଣରେ ପରିବାରର ୪ଜଣ ସଦସ୍ୟ…

ବଡ଼ ପରଦାରେ ‘ଜୟୀ ରାଜଗୁରୁ’

ଖୁବଶୀଘ୍ର ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଐତିହାସିକ ଛବି ‘ଜୟୀ ରାଜଗୁରୁ’। ଏଥିରେ ଶୀର୍ଷକ ଭୂମିକାରେ ଅଛନ୍ତି ବିଶ୍ୱରୂପ। ଏହି ସିନେମାରେ ତାଙ୍କ ବିପକ୍ଷରେ ସୁଧାଶ୍ରୀଙ୍କୁ ଦେଖିବାକୁ ମିଳିବ। ଏହାଛଡ଼ା ଅଶ୍ରୁମୋଚନ ମହାନ୍ତି, ଭବାନୀ, ଇନ୍ଦ୍ରଜିତ, ବୁଲୁ, ଦୀପକ ଓ…

ଅଚାନକ କିଭ୍‌ ଗସ୍ତ କଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ପ୍ରାୟ ଦେଢ଼ ମାସ ଧରି ଯୁଦ୍ଧ ଜାରି ରହିଥିବା ମଧ୍ୟରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଗସ୍ତ କରିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌।ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ରୁଷ ଆକ୍ରମଣର ଧ୍ୱଂସାବଲୀଳା ଦେଖିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ…

ଆଜିଠୁ ୧୮ରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ଏଜେନ୍ସୀ: ନୂଆଦିଲ୍ଲୀ ଦେଶରେ ଆଜିଠାରୁ ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକାର ବୁଷ୍ଟର୍‌ ଡୋଜ୍‌।୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍‌ ନେବାର ୯ ମାସ ପରେ ବୁଷ୍ଟର୍‌ ଡୋଜ୍‌ ନେଇପାରିବେ।ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ରେ ଯେଉଁ କମ୍ପାନୀର…

କାମ ଟଙ୍କା ମିଳିମିଶି ଖାଇବାରେ ରେକର୍ଡ଼, କେରାଣ୍ଡି ପାଖରୁ ଏତେ, ବାଳିଆଙ୍କ ପାଖରେ କେତେ?

ନିର୍ଭୟ ମିଡିଆ : ଭୁବନେଶ୍ୱର ଜଣେ ସରକାରୀ ଯନ୍ତ୍ରୀଙ୍କ ଘରୁ ରେକର୍ଡ଼ ପରିମାଣର ଅର୍ଥ ଜବତ କରିଛି ଭିଜିଲାନ୍ସ ବିଭାଗ। ଓଡ଼ିଶା ଦ୍ୱିତୀୟ ଦୁର୍ନୀତିଗ୍ରସିତ ରାଜ୍ୟ। ନିକଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି ଜାତୀୟ କ୍ରାଇମ ରେକର୍ଡ଼ ବ୍ୟୁରୋ ରିପୋର୍ଟରେ। ଏଭଳି…