ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ହରିୟାଣାର ନିଶାନ୍ତ କୁମାର। ବଲାଙ୍ଗୀର ମେଡିକାଲ କଲେଜର ପ୍ରଥମ ବର୍ଷ ଏମବିବିଏସ ଛାତ୍ର ଥିଲେ। ସେ ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲା ବେଳେ…

ବଦଳିବ ଖରାଛୁଟି !

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଏବେ ଦେଶରେ କରୋନାର ଚତୁର୍ଥ ଲହରର ପ୍ରବାହ ଦେଖିବାକୁ ମିଳିଲାଣି। ଏଭଳି ସ୍ଥିତିରେ ଆସନ୍ତା ଖରାଛୁଟି ଅବଧି ହ୍ରାସ ଘଟଣାକୁ ଅଭିଭାବକଙ୍କ ସହିତ ବିଭିନ୍ନ ମହଲରୁ ନାପସନ୍ଦ କରାଯାଉଛି। ଏହା ମଧ୍ୟରେ ଗଣଶିକ୍ଷା…

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବୋରିସ

ଦୁଇଦିନିଆ ଭାରତ ଗସ୍ତରେ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଆଜି ସକାଳେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍‌ସନ୍‌ଙ୍କୁ ବଭ୍ୟ ସମ୍ବର୍ନ୍ଧନା ଦେଇ ସ୍ବାଗତ କରିଥିଲେ। ତାଙ୍କୁ ‘ଗାର୍ଡ ଅଫ୍‌ ଅନର୍‌’ ମଧ୍ୟ ଦିଆଯାଇଥିଲା। ରାଷ୍ଟ୍ରପତି ଭବନରେ…

ସାପ କାମୁଡ଼ାରେ ମା, ଝିଅ ମୃତ

ନୂଆପଡ଼ା ଥାନା କେନ୍ଦୁବେହେରା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଗୁରୁବାର ରାତିରେ ସାପ କାମୁଡ଼ାରେ ମା, ଝିଅ ମୃତ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁବେହେରା ଗ୍ରାମର ନିରାଶା ଶବର (୩୪), ଝିଅ ସବିତା ଶବର (୧୪) ରାତିରେ…

ଚଢ଼ିଗଲା ଟ୍ରକ, ଜଣେ ମୃତ

ଚଢ଼ିଗଲା ଟ୍ରକ, ଜଣେ ମୃତ ବାହାଘର ଭୋଜି ଖାଇ ଖୁସିରେ ୪ ସାଙ୍ଗ ରାସ୍ତା ଉପରେ କଥା ହେଉଥିଲା ବେଳେ ଚଢ଼ିଗଲା ଟ୍ରକ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବିଡ଼ିଘାଟ ଛକ ନିକଟରେ ଗୁରୁବାର…

ମାରିୟୁପୋଲକୁ କବଜ୍‌ କଲା ରୁଷିଆ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପାଖାପାଖି ୨ ମାସ ହେଲା ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ରୁଷିଆ ସେନା ୟୁକ୍ରେନର ଅନେକ ଅଞ୍ଚଳକୁ ନିଜ କବଜାକୁ ନେଇଯାଇଛି। ସେହିପରି ୟୁକ୍ରେନ ମଧ୍ୟ ଆମେରିକା ଏବଂ ନାଟୋ ଦେଶଗୁଡିକଠାରୁ ଅସ୍ତ୍ର ପାଇ ଯୁଦ୍ଧକୁ…

ଧାନବାଦରେ ବେଆଇନ୍‌ କୋଇଲା ଖନନ ଯୋଗୁ ୬୦ ଫୁଟ୍‌ ଦବିଲା ମାଇନ୍ସ

ଝାଡଖଣ୍ଡର ଧାନବାଦରେ ଏକ ବଡ ଅଘଟଣ ଘଟିଛି । ସ୍ଥାନୀୟ ଚିରକୁନ୍ଦା ଥାନା ଅନ୍ତର୍ଗତ ଡୁମୁରୀଜୋଡଠାରେ ଥିବା ବିସିସିଏଲର ବନ୍ଦ ପଡିଥିବା ମାଇନ୍ସ ବେଆଇନ୍‌ ଖନନ ଯୋଗୁ ଧସିଯାଇଛି। ଯେଉଁ କାରଣରୁ ଏହା ଉପରେ ଯାଇଥିବା ପାଖାପାଖି ୬୦ ଫୁଟର ମାଟି…

ଡରାଇବେ କିଆରା

ଅକ୍ଷୟ କୁମାର, ବିଦ୍ୟା ବାଲାନ ଷ୍ଟାରର ଫିଲ୍ମ ‘ଭୁଲ ଭୁଲୈୟା’କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହାର ସଫଳତାକୁ ଦେଖି ଫିଲ୍ମର ଦ୍ୱିତୀୟ ଭାଗ ବନାଇବା ଲାଗି ନିଦେ୍ର୍ଦଶକ ଘୋଷଣା କରିଥିଲେ। ସେବେଠାରୁ ‘ଭୁଲଭୁଲୈୟା ୨’କୁ ନେଇ ଦର୍ଶକ ଖୁବ୍‌ ବ୍ୟଗ୍ରର…

ବାଜି ମାରିବ କିଏ

ବଲିଉଡରେ ପୁସ୍ତକ ଉପରେ ଅନେକ ଫିଲ୍ମ ପ୍ରସ୍ତୁତ କରାଯାଉଛି। ଫିଲ୍ମ ହାଇଦର, ଦେବଦାସ, ୩ ଇଡିୟଟ୍ସ, ଓମକାରା, ପରିଣୀତା, ୨ ଷ୍ଟେଟ୍ସ ପରେ ଏବେ ଲେଖକ ଅମୀଷ ତ୍ରିପାଠୀଙ୍କ ପୁସ୍ତକ ‘ଦି ଇର୍ମୋଟାଲ୍ସ ଅଫ୍‌ ମେଲୁହା’କୁ ନେଇ ବଲିଉଡରେ ଫିଲ୍ମ ପ୍ରସ୍ତୁତ…

ପୁଲିସ୍‌ ଅଧିକାରୀ ଭୂମିକାରେ ସିଦ୍ଧାର୍ଥ

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ରୋହିତ ଶେଠୀ ବର୍ତ୍ତମାନ ନିଜର ପ୍ରଥମ ୱେବ୍‌ ସିରିଜ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ‘ଶେର୍‌ଶାହା’ରେ ଜଣେ ସୈନିକ ଭୂମିକା ତୁଲାଇବା ପରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବେ ପୁଲିସ୍‌ ଅଧିକାରୀ ଭୂମିକାରେ ନଜର ଆସୁଛନ୍ତି। ସିଦ୍ଧାର୍ଥ…