ଭାରସାମ୍ୟ ହରାଇ ଘାଟିରୁ ଖସିଲା ବସ୍‌

ବାଲିଗୁଡ଼ା(ନିର୍ଭୟ): ଓମ୍ ଭବାନୀ ନାମକ ଏହି ଘରୋଇ ବସ୍‌ଟି ଆଜି ବାଲିଗୁଡ଼ାରୁ ବୁଡ଼ାଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଘାଟିରୁ ଖସିପଡିଥିଲା। ସୂଚନା ମୁତାବକ ଏହି ଘଟଣା ଟି ଘଟିଛି କନ୍ଧମାଳ ଜିଲ୍ଲା ଋତୁଙ୍ଗିଆ ନିକଟ ଗଣ୍ଡମୁଣ୍ଡା ଘାଟିରେ। ଏହି ବସ୍‌ରେ ପ୍ରାୟ…

ସବୁ ଥଣ୍ଡାଜ୍ୱର କରୋନା ନୁହେଁ କିନ୍ତୁ କରାଇବା ଜରୁରୀ

ଭୁବନେଶ୍ୱର (ନିର୍ଭୟ): ଦେଶରେ ବଢୁଛି ସଂକ୍ରମଣ ତେଣୁ ପିଲାଙ୍କୁ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଦେଲେ ସ୍କୁଲ ଛାଡ଼ନ୍ତୁ ନାହିଁ। ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।। ମୌସମ ରେ ପରିବର୍ତନ ରେ ଜୋର ,ଥଣ୍ଡା ହେବ…

ମୁମ୍ବାଇ ଇଣ୍ଡିଆନ୍ସରେ ଫାଟ ହୋଇଥିବା କହିଲେ ଲିଅନ

ଲଗାତର ଭାବରେ ମ୍ୟାଚ ହାରି ୫ଥରର ଆଇପିଏଲ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ଖୁବ୍‌ ଦୟନୀୟ ଅବସ୍ଥାରେ ଅଛି। ଗୁରୁବାର ଚେନ୍ନାଇ ପାଖରୁ ଶେଷ ଓଭରରେ ଧୋନୀଙ୍କ ଧମାକା ପାଇଁ ମ୍ୟାଚ ହାରିଛି ମୁମ୍ବାଇ। ଆଉ ଶୁକ୍ରବାର ଆସିଛି ଏକ ସାଙ୍ଘାତିକ…

ଆଜିଠୁ ବିଶ୍ୱବିଦ୍ୟାଳୟ କ୍ରୀଡ଼ା : ଦୂତୀ ମୁଖ୍ୟ ଆକର୍ଷଣ

ବାଙ୍ଗାଲୋରର ଜୈନ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଦ୍ୱିତୀୟ ସଂସ୍କରଣ ଶନିବାର ଆରମ୍ଭ ହେଉଛି। କୋଭିଡ୍‌ କାରଣରୁ ପ୍ରାୟ ଗୋଟିଏ ବର୍ଷ ସ୍ଥଗିତ ରହିବା ପରେ ଏହା ଆରମ୍ଭ ହେଉଥିଲା ବେଳେ ଏଥିପାଇଁ ଖେଳାଳିମାନଙ୍କ ମଧ୍ୟରେ ବ୍ୟାପକ ଆଗ୍ରହ…

ଜାଫର ରଣଜୀ ଦଳର କୋଚ୍‌ ବନି ରହିବେ ଶ୍ରୀକାନ୍ତଙ୍କୁ ଏକାଡେମୀ ଦାୟିତ୍ୱ

କଳାହାଣ୍ଡି କପ୍‌ ସିନିୟର ଆନ୍ତଃ ଜିଲ୍ଲା ପ୍ରତିଯୋଗିତା ଚାଲିଥିବା ବେଳେ ଆଗାମୀ ସିଜିନ୍‌ ପାଇଁ ନିଯୁକ୍ତି ଧାରା ଅବ୍ୟାହତ ରଖିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍‌। ଗତ ସିଜିନରେ ରଣଜୀ ଟ୍ରଫି, ବିଜୟ ହଜାରେ ଏବଂ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା…

ବସନ୍ତଙ୍କ ସିନେମାରେ ନାହାନ୍ତି ରଚନା

ନବେ ଦଶକରେ ଓଲିଉଡରେ ଅଣଓଡ଼ିଆ ନାୟିକା ରଚନା ବେଶ୍‌ ସକ୍ରିୟ ଥିଲେ। ସେ ପ୍ରଖ୍ୟାତ ନିଦେ୍ର୍ଦଶକ ରାଜୁ ମିଶ୍ରଙ୍କ ନିଦେ୍ର୍ଦଶିତ “ସାଗର ଗଙ୍ଗା’ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ। ତେବେ ରବି କିନ୍ନାଗୀଙ୍କ ନିଦେ୍ର୍ଦଶିତ ଭାଇ ହେଲା ଭଗାରୀ’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ…

ଚର୍ଚ୍ଚାରେ ଶରଣ୍ୟା

ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶରଣ୍ୟା ସାମନ୍ତରାୟ। ଶିଶୁ କଳାକାର ଭାବେ ସେ ଅଭିନୟ କ୍ଷେତ୍ରକୁ ଆସିଥିଲେ। ଏବେ ସେ ଓଡ଼ିଆ ସିନେମା ମାନ୍ୟତା’କୁ ନେଇ ବେଶ ଚର୍ଚ୍ଚିତା ହୋଇଛନ୍ତି। ନାରୀ ସଶକ୍ତିକରଣ ଉପରେ ଆଧାରିତ। ଏହି ଫିଲ୍ମଟି ଇତିମଧ୍ୟରେ ବହୁ…

ପପୁ ପମ୍‌ପମ୍‌ ଓ ପ୍ରଜ୍ଞା ଏବେ ଡିଟେକ୍ଟିଭ୍‌ କରନ ଅର୍ଜୁନ

ପପୁ ପମ୍‌ପମଙ୍କୁ ଦର୍ଶକ ପୁଣି ନାୟକ ଭାବେ ଏକ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ। ଏହା ଅବଶ୍ୟ ଏକ ଟେଲି ସିନେମା। ଏହି ସିନେମାର ଟାଇଟଲ୍‌ ହେଲା “ଡିଟେକ୍ଟିଭ୍‌ କରନ ଅର୍ଜୁନ’। ଏହି ସିନେମାରେ ନାୟକ ପପୁ ପମ୍‌ପମଙ୍କ ବ୍ୟତୀତ…

ବାରବାଟୀରେ ଖେଳାଯିବ ଟି ୨୦ କ୍ରିକେଟ ମ୍ୟାଚ୍ ଭାରତ ସହିତ ଦକ୍ଷିଣ ଆଫ୍ରିକା

ନିର୍ଭୟ : ଓଡ଼ିଶାର କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସିର ଖବର। ଓସିଏର ସୂଚନା ମୁତାବକ ଆସନ୍ତା ଜୁନ୍ ୧୨ରେ ବାରବାଟୀରେ ଭାରତ ସହିତ ଦକ୍ଷିଣ ଆଫ୍ରିକା କୁ ନେଇ ଖେଳାଯିବ ଟି୨୦ ମ୍ୟାଚ୍। ପୂର୍ବରୁ ମହାମାରୀ କରୋନା ଯୋଗୁଁ ପୂର୍ବରୁ ଭାରତ…

ବାପାଙ୍କ ଚେତା ଶୂନ୍ୟ କୁ ଝିଅର କାନ୍ଦଣା

ଭଦ୍ରକ (ନିର୍ଭୟ): ଅସମ୍ଭାଳ ତାତିରେ ବାପ ଝିଅଙ୍କ ବିଷ ପିଇ ଜଣଙ୍କ ଗେଟ୍‌ ଆଗରେ ପଡିଥିଲା ବେଳେ ,ଝିଅଟିର କଇଁ କଇଁ କାନ୍ଦ। ଏମୀନତି ଏକ ଘଟଣା ଘଟିଛି ଭଦ୍ରକ ଗ୍ରାମଞ୍ଚଳ ଥାନା ଗେଲପୁରର ଜଣକ ଘର ଆଗରେ। ସୂଚନା ମୁତାବକ…