ତାଜା ଖବର ରାଜ୍ୟ Heat Wave In Odisha: ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି April 2, 2026 Papirani
ତାଜା ଖବର ବ୍ୟବସାୟ Stock Market Crash: ଖସିଲା ଭାରତୀୟ ସେୟାର ମାର୍କେଟ୍; ନିବେଶକ ହରାଇଲେ ୧୦ ଲକ୍ଷ କୋଟି ଟଙ୍କା April 2, 2026 Papirani
ତାଜା ଖବର ରାଜ୍ୟ Heat Wave In Odisha: ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି April 2, 2026 Papirani
ତାଜା ଖବର ବ୍ୟବସାୟ Stock Market Crash: ଖସିଲା ଭାରତୀୟ ସେୟାର ମାର୍କେଟ୍; ନିବେଶକ ହରାଇଲେ ୧୦ ଲକ୍ଷ କୋଟି ଟଙ୍କା April 2, 2026 Papirani
ତାଜା ଖବର ବିଶ୍ୱ NASA’s Artemis II Mission Launched: ଲଞ୍ଚ ହେଲା ନାସାର ମହତ୍ୱକାଂକ୍ଷୀ ଆର୍ଟେମିସ୍ -୨ ମିଶନ April 2, 2026 Nirvay
ରାଜ୍ୟ Odisha Police Marks Foundation Day: ୭୮ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଶା ଡିଜିପି ପଦକ ପ୍ରଦାନ April 1, 2026 Nirvay
ତାଜା ଖବର ଦେଶ E20 Ethanol Mandate in India: ସବୁ ପେଟ୍ରୋଲ ପମ୍ପରେ ଇଥାନଲ ମିଶା ପେଟ୍ରୋଲ ବିକ୍ରି ବାଧ୍ୟତାମୂଳକ April 1, 2026 Nirvay
ଲାଉଡସ୍ପିକରରୁ ‘ଲାଉଡ’ ଗାୟବ April 29, 2022 କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ନମାଜ ମାଧ୍ୟମରେ ମନ୍ଦିର-ମସଜିଦ୍ରେ ଲାଗିଥିବା ଲାଉଡସ୍ପିକର ନିକଟରେ ପହଂଚି ସାରିଛି। ଉତ୍ତରପ୍ରଦେଶରେ ଏହି ଲାଉଡସ୍ପିକର ବିବାଦ ଜୋର ଧରିଥିଲା ବେଳେ ଯୋଗୀ ସରକାର ଏନେଇ କଡା ଆଭିମୁଖ୍ୟ ପୋଷଣ କରୁଛନ୍ତି। ଅଦ୍ୟାବଧି ଉତ୍ତରପ୍ରଦେଶର ବିଭିନ୍ନ…
ହିଟ୍ୱେଭକୁ ଦୃଷ୍ଟିରେ ରଖି ୩୦ ପରେ ବଢିପାରେ ସ୍କୁଲ ଛୁଟି April 28, 2022 ରାଜ୍ୟରେ ଅସହ୍ୟ ତାତି ଦିନକୁ ଦିନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଦେଶର ୫ ରାଜ୍ୟକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଦିନ ବେଳା ସୂର୍ଯ୍ୟଙ୍କ ତାପ ଅଧିକ ବୃଦ୍ଧି ପାଉଥିବାରୁ…
ଶ୍ରୀମନ୍ଦିର ସୁରକ୍ଷା ରାଜନୀତି ସରିଲେ ଗୃହ କମିଟି ଗସ୍ତ କରିବ:ବାଚସ୍ପତି April 28, 2022 ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଅନେକ ବ୍ୟକ୍ତି ଅନେକ କଥା କହୁଛନ୍ତି। ସେମାନଙ୍କ ମଧ୍ୟରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ଆନ୍ଦୋଳନକୁ ଆସୁଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ଯାଇଛନ୍ତି। ସବୁ ଘଟଣା ଉପରେ ବିଧାନସଭା ଗୃହ କମିଟିର ନଜର…
କୋକା କୋଲାକୁ କିଣିପାରନ୍ତି ମସ୍କ April 28, 2022 ବିଶ୍ୱର ଶ୍ରେଷ୍ଠ ଧନୀକ ତଥା ନିକଟରେ ଟୁଇଟରକୁ କିଣିଥିବା ଏଲନ ମସ୍କଙ୍କ ନଜର ଏବେ ମୃଦୁ ପାନୀୟ କମ୍ପାନୀ କୋକା କୋଲା ଉପରେ। ଗୁରୁବାର ସକାଳେ ସେ ଏକ ଟୁଇଟ୍ କରି କୋକା କୋଲାକୁ କିଣିବାର ଦେଇଛନ୍ତି ସଂକେତ। ସକାଳେ ଏକ…
ଭୁବନେଶ୍ୱରରେ ଖୋଲିଲା ଆଇ ଫରେଷ୍ଟର ଆଞ୍ଚଳିକ କାର୍ଯ୍ୟାଳୟ, ଓଡ଼ିଶା ଉପରେ ଅଧିକ ରହୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଚନ୍ଦ୍ର ଭୂଷଣ April 28, 2022 ଓଡ଼ିଶା ଉପରେ ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ପଡ଼ୁଛି, ବନ୍ୟା, ବାତ୍ୟା, ତାପମାତ୍ରା ବୃଦ୍ଧି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ପଡ଼ୁଛି । ଏହା ଉପରେ ଅଧିକରୁ ଅଧିକ ଗବେଷଣା ସହ ଲୋକଙ୍କୁ ଏ ଦିଗରେ ସଚେତନ କରାଇବା, ଏଭଳି…
ସୁର-ନିରଞ୍ଜନ ମୁହାଁମୁହିଁ, ବ୍ୟବସାୟିକ ଫାଇଦା ପାଇଁ ନବୀନ ନିବାସ ଯାଆନ୍ତି କଂଗ୍ରେସ ନେତା-ଜଟଣୀ ବିଧାୟକ April 27, 2022 କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ତାଙ୍କ ଦଳର ସଭାପତି କିଏ ହେବ ତାହାର ନିଷ୍ପତ୍ତି ନବୀନ ପଟନାୟକ ନିଅନ୍ତି ବୋଲି କହିବା ଘଟଣାରେ ଦଳ ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଥିଲା। ଏହି ନୋଟିସ୍ ପାଇବା ପରେ ବିଧାୟକ ବୁଧବାର ଦିନ…
“ଶେଷ ମିନିଟ୍ ପର୍ଯ୍ୟନ୍ତ ସେନା ଆଗରେ ନେହୁରା ହୋଇଥିଲେ ଇମ୍ରାନ୍” April 27, 2022 ବର୍ହିଷ୍କୃତ ହୋଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କ୍ଷମତାରେ ରହିବାକୁ ଏତେ ଆଗ୍ରହୀ ଥିଲେ ଯେ, ଶେଷ ମିନିଟ୍ ପର୍ଯ୍ୟନ୍ତ ପାକ୍ ସେନା ନିକଟରେ ଗାଦି ବଞ୍ଚାଇବାର ନେହୁରା ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଶାସନରେ ଥିବା ପାକିସ୍ତାନ ମୁସଲିମ୍…
ଆସନ୍ତା ସପ୍ତାହରେ ୟୁରୋପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ April 27, 2022 ମେ ୨ ରୁ ୪ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ୟୁରୋପର ତିନି ଦେଶକୁ କରିବାକୁ ଯାଉଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର କୁହାଯାଇଛି ପ୍ରଧାନମନ୍ତ୍ରୀ ମେ ୨ ରୁ ୪ ଯାଏଁ ଜର୍ମାନୀ, ଡେନମାର୍କ…
ୟୁପି : ଲାଉଡସ୍ପିକର କଢା ଅଭିଯାନ ଜାରି April 27, 2022 ଉତ୍ତରପ୍ରଦେଶ ପୁଲିସ୍ ପକ୍ଷରୁ ବିଭିନ୍ନ ଧାର୍ମିକ ସ୍ଥଳୀ ଗୁଡ଼ିକରୁ ତଥା ସମ୍ବେଦନଶୀଳ ଅଞ୍ଚଳରୁ ଲାଉଡସ୍ପିକର କଢା ଅଭିଯାନ ବୁଧବାର ମଧ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଦେଶ ପାଳନ ପୂର୍ବକ ଉତ୍ତରପ୍ରଦେଶ ପୁଲିସ୍ ପକ୍ଷରୁ ବିଭିନ୍ନ ଧାର୍ମିକ ନେତାମାନଙ୍କ ସହ…
କରୋନାକୁ ନେଇ ସତର୍କ ରହିବା ଜରୁରୀ, ତେଲ ଉପରେ ଭାଟ୍ କମ କରନ୍ତୁ ରାଜ୍ୟ ସରକାର : ମୋଦୀ April 27, 2022 ଦେଶରେ କରୋନା ମାମଲାରେ ପୁଣିଥରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଆଉ ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି। ବୈଠକରେ କରୋନା ମହାମାରୀ, ୟୁକ୍ରେନ୍-ରୁଷ ଯୁଦ୍ଧ କାରଣରୁ ଦେଶର ଆର୍ଥିକ…