ଟ୍ରେନ ଡ୍ରାଇଭର ପଡିଛନ୍ତି ମଦ ପ୍ରେମରେ, ଷ୍ଟେସନରେ ଛାଡି ଘୁରିବୁଲିଲେ ମଦ ପାଇଁ

ପାଟନା: ଷ୍ଟେସନରେ ଟ୍ରେନ ଛିଡ଼ା କରିଦେଇ ମଦ ପ୍ରେମରେ ପଡ଼ି ଅଜବ କାଣ୍ଡ ଘଟାଇଛନ୍ତି ଜଣେ ଟ୍ରେନ ଡ୍ରାଇଭର। ସୂଚନା ମୁତାବକ ଗୋଟିଏ ଯାତ୍ରୀବାହୀ ଟ୍ରେନ ସମିସ୍ତାପୁର ରୁ ସାହର୍ସା ଯାଉଥିଲା। କିନ୍ତୁ ହାସନପୁର ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ପାସ୍‌ ଦେବା…

ପଛପଟୁ ଖଣ୍ଡା ଆଘାତରେ ପୂର୍ବତନ ସରପଞ୍ଚ ଙ୍କ ହତ୍ୟା

ଅନୁଗୋଳ(ନିର୍ଭୟ) : ପୂର୍ବତନ ସରପଞ୍ଚଙ୍କୁ ପଛରୁ ହାଣିଲା ଦୁର୍ବୃତ୍ତ ,ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁର ଶିବରାମ ସାହୁଙ୍କ ସହିତ। ଆଜି…

ଇଦ୍ ଉଲ୍ ଫିତର ଅବସରରେ ଇଦ୍‌ ପାଳୁଛନ୍ତି ଇସଲାମ ଧର୍ମାବଲମ୍ବୀ

ଭୁବନେଶ୍ୱର(ନିର୍ଭୟ) : ଆଜି ଇଦ୍। ଇସଲାମ ଧର୍ମୀଙ୍କ ପାଇଁ ବଡ଼ ପର୍ବ ଇଦ୍ ଉଲ୍ ଫିତର। ଯାହା ସାରା ଦେଶରେ ଇସଲାମ ଧର୍ମାବଲମ୍ବୀ ମାନେ ଖୁବ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ରମଜାନ୍ ର ଶେଷ ପରେ ଇଦ୍ ପାଳୁଛନ୍ତି…

ରାହୁଳଙ୍କ ଅଫିସରୁ ଫୋନ, ୫ରେ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ପ୍ରକ୍ରିଆ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ବିଧାୟକଙ୍କୁ ଆସିଛି ଦିଲ୍ଲୀ ଡାକରା। ରାହୁଳ ଗାନ୍ଧୀଙ୍କ ଅଫିସରୁ ଫୋନ ଆସିଥିବା ବେଳେ ୫ ତାରିଖରେ ବିଧାୟକମାନେ ଦିଲ୍ଲୀରେ ରାହୁଳଙ୍କ ସହ ଆଲୋଚନା କରିବେ। ବୈଠକରେ…

ବରିଷ୍ଠ ଭାଜପା ନେତା ବିଜୟ ପ୍ରଧାନଙ୍କ ପରଲୋକ

ବରିଷ୍ଠ ଭାଜପା ନେତା ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ…

ଚୋରଣୀ ଆକାଉଣ୍ଟାଣ୍ଟଙ୍କ ପ୍ରେମିକ ରିମାଣ୍ଡରେ ଆସିଲା

ଅଫିସ ଆକାଉଣ୍ଟରୁ ୯୭ ଲକ୍ଷ ଟଙ୍କା ହେରଫେର କରି ପ୍ରେମିକଙ୍କ ଆକାଉଣ୍ଟକୁ ପଠାଇଥିଲେ ପ୍ରେମିକା ପାୟଲ ମହାପାତ୍ର । ଏବେ ପାୟଲଙ୍କ ପ୍ରେମିକ ବିକାଶଙ୍କୁ ଧରିଛି ତମାଣ୍ଡୋ ପୁଲିସ । ଝାରଖଣ୍ଡରୁ ବିକାଶଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ଟ୍ରାନଜିଟ ରିମାଣ୍ଡରେ…

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ହକି ଖେଳାଳି ମୃତ

ଗାଁ ପାଖ ପଡ଼ିଆରେ ହକି ଖେଳି ଫେରୁଥିବା ବେଳେ ୨ ଖେଳାଳିଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୂର୍ତ୍ୟୁ ଘଟିଛି। ସେମାନେ ହେଲେ ସୁଜଲ ଏକ୍କା ଏବଂ ବିରେନ୍ଦ୍ର କୁଜୁର। ଅଲନ୍ଦା ପଞ୍ଚାୟତ ଗରିଆମାଲ ଗ୍ରାମର ଏହି ୨ ଯୁବକ ଘରକୁ ଫେରୁଥିବା…

ଭାଇରାଲ ଭିଡିଓ: କାଠମାଣ୍ଡୁ ବାରରେ ରାହୁଳ କରୁଛନ୍ତି ପାର୍ଟି

ଏଜେନ୍ସୀ : ନୂଆଦିଲ୍ଲୀ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀଙ୍କ ବିିଦେଶ ଗସ୍ତକୁ ନେଇ ସବୁବେଳେ ରହିଥାଏ ଚର୍ଚ୍ଚା।ଯେତେବେଳେ ଦଳ କୌଣସି ଅସୁବିଧାରେ ପଡ଼ିଥାଏ,ସେତେବେଳେ ପ୍ରାୟତଃ ରାହୁଳ ବିଦେଶ ଗସ୍ତରେ ଯାଉଥିବାର ଦେଖାଯାଇଥାଏ।ଏବେ କଂଗ୍ରେସ ଭିତରେ ନେତୃତ୍ୱ ପରିବର୍ତ୍ତନ ସହ ସାଂଗଠନିକ ନିର୍ବାଚନ…

ଆସନ୍ତା ବର୍ଷ ଶେଷ ସୁଦ୍ଧା ଉଡ଼ିବ ବିଶ୍ୱର ସବୁଠୁ ଲମ୍ବ ଦୂରତ୍ୱର ନନ୍‌-ଷ୍ଟପ୍‌ ବିମାନ

କ୍ୱାଣ୍ଟାସ ଏୟାରଲାଇନ୍ସ ସୋମବାର ଏକ ବଡ଼ ଘୋଷଣା କରିଛି। ବିଶ୍ୱର ସବୁଠୁ ଲମ୍ବ ଦୂରତ୍ୱର ନନ୍‌-ଷ୍ଟପ୍‌ ବିମାନ ସେବା ଆରମ୍ଭ କରିବ ଏହି ଏୟାରଲାଇନ୍ସ। ୨୦୨୫ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଯାଉଥିବା ଏହି ନନ୍‌-ଷ୍ଟପ୍‌ ବିମାନର ଉଡାଣ ସିଡିନୀରୁ ଲଣ୍ଡନ…

ଆମେ ଶାନ୍ତିର ପକ୍ଷଧର : ମୋଦୀ ଭାରତ ଆମର ସୁପର ପାର୍ଟନର୍‌ : ସ୍କ୍ଲୋଜ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନିଦିନିଆ ବିଦେଶ ଗସ୍ତରେ। ଏ ଅବସରରେ ସେ ଜର୍ମାନୀ, ଫ୍ରାନ୍ସ ଏବଂ ଡେନମାର୍କ ଗସ୍ତ କରିବେ। ପ୍ରାୟ ୨୫ରୁ ଅଧିକ ବୈଠକରେ ଭାଗ ନେବେ। ସୋମବାର ପ୍ରଥମ ପର୍ଯ୍ୟାୟରେ ଜର୍ମାନୀ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଏ ଅବସରରେ…