ଓଡିଶାରେ ସନ୍ତରଣର ମହାବିକାଶ ପାଇଁ ଜେଏସ୍‌ଡବ୍ଲୁ୍ୟ ଗ୍ରୁପର ପ୍ରୟାସ

ଓଡ଼ିଶାରେ ତୃଣମୂଳ ସ୍ତରରୁ ଆରମ୍ଭ କରି ଉଚ୍ଚମାନର ତାଲିମ ପର୍ଯ୍ୟନ୍ତ ଏକ ବ୍ୟବସ୍ଥିତ ଢାଞ୍ଚା ସନ୍ତରଣ ସକାଶେ କରିବା ଆରମ୍ଭ କରିଛି ଜେଏସ୍‌ଡବ୍ଲୁ୍ୟ ଶିଳ୍ପଗୋଷ୍ଠୀ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ କମ୍ପାନୀ ପକ୍ଷରୁ ଚଳାଯାଉଥିବା ସନ୍ତରଣ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପାଇଁ ଦୁଇ…

ଚାମ୍ପିଆନ୍ସ ଲିଗ୍‌ ଫାଇନାଲରେ ରିୟଲ ମାଦି୍ରଦ୍‌

ପ୍ରତିଯୋଗିତାରୁ ବାହାର ହେବାର ବିଶ୍ୱାସ ଯେତେବେଳେ ନିଜର ପ୍ରତିବଦ୍ଧ ଫ୍ୟାନ୍‌ ମାନଙ୍କ ମନରେ ଆସିସାରିଥିଲା ସେଭଳି ଅତ୍ୟନ୍ତ କଷ୍ଟପୂର୍ଣ୍ଣ ସ୍ଥିତିରୁ ଆସି ରିୟଲ ମାଦି୍ରଦ ମାଞ୍ଚେଷ୍ଟର ସିଟି ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରି ଚମ୍ପିଆନ୍ସ ଲିଗ୍‌ର ଫାଇନାଲରେ ପ୍ରବେଶ କରିଛି।…

କୁଶଳଙ୍କ ବିପକ୍ଷରେ ଦୁଷ୍କର୍ମ ଅଭିଯୋଗ ବାବଦରେ ଫିଫାକୁ ଲେଖିଲେ ବଜାଜ୍‌

ଭାରତୀୟ ଫୁଟବଲ ସଂଘର ସାଧାରଣ ସମ୍ପାଦକ କୁଶଳ ଦାସଙ୍କ ବିରୋଧରେ ଫେଡେରେସନର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୌନ ଉତ୍ପୀଡନ ଦେଇଥିବାର ଯେଉଁ ଅଭିଯୋଗ ଆସିଛି ସେ ବାବଦରେ ବିଶ୍ୱ ଫୁଟବଲ ସଂଘ ଫିଫା ଏବଂ ଏସିଆନ୍‌ ଫୁଟବଲ ସଂଘର ଆଚାର ସଂହିତା…

ଚେସ୍‌ ଅଲିମ୍ପିଆର୍ଡ ପାଇଁ ଆନନ୍ଦଙ୍କ ସହ ଟିମ୍‌ ଇଣ୍ଡିଆ ବିକାଶ କାମରେ ରହିବେ ଗେଲଫାଣ୍ଡ

୭ତାରିଖରୁ ଏଠାରେ ଚେସ୍‌ ଅଲିମ୍ପିଆର୍ଡ ପାଇଁ ବଛା ହୋଇଥିବା ୨୦ଜଣିଆ ଭାରତୀୟ ଦଳର ତାଲିମ ଶିବିର ଆରମ୍ଭ ହେଉଛି। ଜୁଲାଇରେ ୪୪ତମ ଚେସ୍‌ ଅଲିମ୍ପିଆର୍ଡ ଏଠାରେ ଖେଳାଯିବାକୁ ଅଛି। ଭାରତର ଉଭୟ ମହିଳା ଓ ପୁରୁଷ ଟିମ୍‌କୁ ବିଶ୍ୱନାଥନ ଆନନ୍ଦଙ୍କ ସହ…

ବିଧାନସଭା ପରାଜୟ ପରେ ବଙ୍ଗଳା ଗସ୍ତରେ ଶାହା

୨୦୨୧ ପଶ୍ଚିମବଂଗ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ କରି ରାଜ୍ୟକୁ ଆସିଛନ୍ତି ଗସ୍ତରେ। ଏକ ଦୁଇଦିନିଆ ସରକାରୀ ଗସ୍ତରେ ଆସି ଗୃହମନ୍ତ୍ରୀ ଶାହା ଗୁରୁବାର ଏଠାରେ ପହଞ୍ଚିଛନ୍ତି। ତାଙ୍କର ଏହି ଦୁଇଦିନିଆ ରହଣୀ…

ଆତଙ୍କୀଙ୍କ ଟନେଲ ଠାବ : ଜମ୍ମୁ ଓ କାଶ୍ମୀରରେ ହାଇଆଲର୍ଟ

ଚଳିତବର୍ଷର ଅମରନାଥ ଯାତ୍ରାରେ ବ୍ୟାଘାତ ସୃଷ୍ଟି ପାଇଁ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପନ୍ଦ କରିପାରିଥିବାର ଦାବି ଗୁରୁବାର ବିଏସଏଫ୍‌ ପକ୍ଷରୁ କରାଯାଇଛି। ଜମ୍ମୁ ଓ କାଶ୍ମୀରର ଶାମ୍ବା ଜିଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାରେ ଏକ ଟନେଲର ଠାବ କରିଛି ଭାରତୀୟ ସୀମା ସୁରକ୍ଷାବଳ।…

ରାଜନୈତିକ ଦଳ ନୁହେଁ, ଏବେ କରିବି ପଦଯାତ୍ରା

ଦୁଇଦିନ ତଳେ ସଫଳ ନିର୍ବାଚନୀ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋରଙ୍କ ସୋସିଆଲ ମିଡିଆର ପୋଷ୍ଟ ସଂକେତ ଦେଇଥିଲା ଯେ, ସେ ଏକ ନୂଆ ରାଜନୈତିକ ଦଳ ଗଢିବାକୁ ଯାଉଛନ୍ତି ବୋଲି। ହେଲେ ଗୁରୁବାର ଦିନ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି…

୪ ଆତଙ୍କବାଦୀ ଗିରଫ ,ରାଜଧାନୀ ଦିଲ୍ଲୀକୁ ଉଡ଼ାଇବାକୁ କରୁଥିଲେ ଯୋଜନା ।

ନୂଆଦିଲ୍ଲୀ:ରାଜଧାନୀକୁ ଉଡାଇବାକୁ ଚାଲିଥିଲା ଷଡଯନ୍ତ୍ର ପୋଲିସ କରିଦେଲେ ବିଫଳ, ବନ୍ଧା ହେଲେ ୪ ଆତଙ୍କବାଦୀ। ସୂଚନା ମୁତାବକ ଏହି ଆତଙ୍କବାଦୀ ମାନେ ପଞ୍ଜାବରୁ ଦିଲ୍ଲୀ ଆସୁଥିଲେ। ଏହି ୪ଜଣ ପଞ୍ଜାବର ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡିତ। ଗିରଫ…

ସାଲିଆ ସାହିରୁ ୨୦୦ ଗ୍ରାମ ବ୍ରାଉନ ସୁଗାର

ସାଲିଆ ସାହି ବସ୍ତିରୁ ଜବତ ହୋଇଛି ୨୦୦ଗ୍ରାମ ବ୍ରାଉନ ସୁଗାର । ସ୍ପେଶାଲ ଫୋର୍ସ ଏହାକୁ ଜବତ କରିବା ସହ ରାଜୀବ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଧରିଛି। ଏହି ବ୍ରାଉନ ସୁଗାରର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଗୁରୁବାର…

ଦୁଷ୍କର୍ମ ପରେ ବିଧବା ମହିଳାଙ୍କୁ, ବିଭତ୍ସ ହତ୍ୟା

ବଲାଙ୍ଗୀର ଲର୍କିପାଲିଠାରେ ଜଣେ ବିଧବା ମହିଳାଙ୍କ ମୃତଦେହ ମିଳିଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ୪୫ ବର୍ଷୀୟା ଅଞ୍ଜଳି ପଟେଲ ବୁଧବାର ରାତିରେ ଘରଠାରୁ ୨୦୦ ମିଟର ଦୂର ବିଲକୁ ଶୌଚ ପାଇଁ ଯାଇଥିଲାବେଳେ ଫେରିନଥିଲେ ।…