ତାଜମହଲର ୨୦ଟି କୋଠରୀ ଖୋଲିବା ପାଇଁ ଆବେଦନ

ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ସମ୍ମୁଖରେ ରବିବାର ତାଜମହଲ ପ୍ରସଙ୍ଗରେ ଏକ ଆବେଦନ କରାଯାଇଛି। ଏଥିରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)କୁ ତାଜମହଲ ଭିତରେ ବନ୍ଦ ଥିବା ୨୦ ଟି କୋଠରୀ ଖୋଲିବାକୁ ନିଦେ୍ର୍ଦଶ ଦେବା ପାଇଁ କୁହାଯାଇଛି। ଯାହାଦ୍ୱାରା ଉକ୍ତ କୋଠରୀମାନଙ୍କରେ…

୨୦ରେ ଖୋଲିବ ପ୍ରେମ ଏଟିଏମ୍‌’

ସୁନ୍ଦରଗଡ଼ରେ ରହୁଥିବା ଜଣାଶୁଣା ନାୟକ ପ୍ରଦୀପ ଦତ୍ତ ପୁଣି କେବେ ବଡ଼ ପରଦାରେ ଦେଖା ଦେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ସେ ଦୁଇଟି ଓଡ଼ିଆ ସିନେମା କିଏ ଦବ ଟକ୍କର’ ଓ ବୋବାଲ୍‌ ଟୋକା’ରେ ନାୟକ ଭାବେ…

ପ୍ରୀତି ବନ୍ଧନ’ରେ ସମ୍ବିତ-ତମନ୍ନା

ପୁଣି ଏକ ନୂଆ ଓଡ଼ିଆ ଛବିରେ ଯୋଡ଼ି ହୋଇ ଆସୁଛନ୍ତି ସମ୍ବିତ-ତମନ୍ନା। ଏକ ଭିନ୍ନ ଧରଣର କଥାବସ୍ତୁକୁ ଆଧାର କରି ନେକ୍ସଟ୍‌ ଡୋର୍‌ ଫିଲ୍ମସ ବ୍ୟାନର୍‌ରେ ନିର୍ମିତ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ପ୍ରୀତି ବନ୍ଧନ’, ଯେଉଁଥିରେ ନଜର ଆସିବେ ସମ୍ବିତ-ତମନ୍ନା…

ପରଦାକୁ ଫେରିଲେ ସିଦ୍ଧାନ୍ତ-ରୀୟା ଯୋଡ଼ି

ପରଦାକୁ ଫେରିଲେ ସିଦ୍ଧାନ୍ତ-ରୀୟା ଯୋଡ଼ି ପୁଣି ପରଦାରେ ନଜର ଆସିବେ ସିଦ୍ଧାନ୍ତ-ରୀୟା ଯୋଡ଼ି। ଯେଉଁ ସିନେମା ଜରିଆରେ ଏହି ଯୋଡ଼ିଙ୍କର ପ୍ରତ୍ୟାବର୍ତ୍ତନ ହେଉଛି, ତା’ର ଟାଇଟଲ ହେଲା କିଛି କହିବାର ଅଛି’। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ସିନେମାର ନିଦେ୍ର୍ଦଶକ ହେଲେ…

ହରସଙ୍ଗାଙ୍କ ବୋଲିଂରେ ଫସିଲା ଅରେଞ୍ଜ ଆର୍ମୀ ହାଇଦ୍ରାବାଦ୍କୁ ୬୭ରନ୍ରେ ହରାଇଲା ବାଙ୍ଗାଲୋର

ଫାଫ୍ ଡୁପ୍ଲେସିସ୍ଙ୍କ ଅଧିନାୟକତ୍ୱ ଇନିଂସ ପରେ ସ୍ପିନର ୱାନିନ୍ଦୁ ହସରଙ୍ଗାଙ୍କ ସ୍ପିନ୍ ଯାଦୁ ବଦଳରେ ଆଇପିଏଲ୍ ସୁପରସନେ୍ଦର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍କୁ ୬୭ରନ୍ରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବାଙ୍ଗାଲୋରର ଏହା ୯ମ ବିଜୟ। ୧୪ପଏଣ୍ଟ ନେଇ ଦଳ ୪ର୍ଥ…

ମେ ମାସ ୧୫ ରୁ ଆନ୍ତଃ ବିଦ୍ୟାଳୟ ବାସ୍କେଟବଲ୍‌

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହ ମିଶି ଖୋର୍ଦ୍ଧା ଜିଲା ବାସ୍କେଟବଲ ସଂଘ ମେ ୧୫ତାରିଖରୁ ଆରମ୍ଭ କରିବାକୁ ଯାଉଛି ଆନ୍ତଃ ବିଦ୍ୟାଳୟ ବାସ୍କେଟବଲ ପ୍ରତିଯୋଗିତା। ୧୭ ବର୍ଷରୁ କମ୍‌ ଏବଂ ୧୯ ବର୍ଷରୁ କମ୍‌ ବୟସ ବର୍ଗର ଏହି…

ସ୍ପେନରେ ଚେସ୍‌ ପ୍ରତିଯୋଗିତା ଜିତିଲେ ଗୁକେଶ

ଭାରତୀୟ ଯୁବା ଗ୍ରାଣ୍ଡ ମାଷ୍ଟର ଡି. ଗୁକେଶ ରବିବାର ଦିନ ସ୍ପେନର ଏକ ପ୍ରମୁଖ ଚେସ୍‌ ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଛନ୍ତି। ସ୍ପେନର କୁନ୍ତା ପି୍ରମା ଠାରେ ଅନୁଷ୍ଠିତ ଚେସବଲ ସନ୍‌ୱେ ଓପନ ୨୦୨୨ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଗୁକେଶ ଚମ୍ପିଆନ୍‌ ହୋଇଛନ୍ତି। ୨୬୩୭…

ରାଉରକେଲାରେ ବିଶ୍ୱକପ୍‌ ଖେଳିବା ଏକ ଭିନ୍ନ ଅନୁଭୂତି ହେବ : ଅମିତ୍‌

ଆସନ୍ତା ବର୍ଷ ପ୍ରାରମ୍ଭରେ ଅର୍ଥାତ୍‌ ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏଁ ଓଡ଼ିଶାରେ ଅନୁଷ୍ଠିତ ହେବାକୁଯାଉଛି ପୁରୁଷ ହକି ବିଶ୍ୱକପ୍‌। ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ହକି ଦୁନିଆର ଏହି ମେଗା ଇଭେଣ୍ଟ। ୨୦୧୮ ମସିହାରେ…

ଆର ପାରିରେ ପଦ୍ମଶ୍ରୀ ରଜତ କର

ନିର୍ଭୟ (ଭୁବନେଶ୍ୱର): ଭଞ୍ଜ ସାହିତ୍ୟର ଶ୍ରେଷ୍ଠ ବ୍ୟାଖ୍ୟାକାର ପଦ୍ମଶ୍ରୀ ରଜତ କର ଏବେ ପରଲୋକ ଘଟିଛି। ସେ ରାଜଧାନୀର ଏକ ଘରୋଇ ଚିକତ୍ସାଳୟ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୁଅ ରଂଜିତ ଦେଇଥିବା ବାର୍ତା ମୁତାବକ ହୃଦଘାତରେ ତାଙ୍କର ପରଲୋକ…

ବହୁତ ଦିନରେ ଅପେକ୍ଷା ପରେ ବାବା ଦେଲେ ଦର୍ଶନ ୩ କିଲୋ ମିଟରର ଲମ୍ବା ଧାଡିରେ ଭକ୍ତ କଲେ ଦର୍ଶନ

ବଦ୍ରିନାଥ : ବହୁ ଚର୍ଚିତ ବାବା ବଦ୍ରୀନାଥଙ୍କ ଶୈବ ପୀଠ ଦୀର୍ଘ ୨ବର୍ଷର ଅପେକ୍ଷା ପରେ ଖୋଲିଲା ମନ୍ଦିରର ଦ୍ୱାର। ବିଶ୍ୱର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥରେ ପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି।…