Rajya Sabha Bye Election: ରାଜ୍ୟସଭା ଉପନିର୍ବାଚନ; ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିପତ୍ର କାଏମ୍

ରାଜ୍ୟସଭା ଉପନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିପତ୍ର କାଏମ୍। ଆସନ୍ତା ୧୮ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ମୋଟ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ…

3 Engineers Suspended in Bargarh: ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଡ଼ିଶା ସରକାର ଜଳସମ୍ପଦ ବିଭାଗର ତିନି ଜଣ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ସେମାନେ ହେଲେ ବରଗଡ଼ ସୁପରିଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ, ଭେଡେନ୍‌ ଆସିଷ୍ଟାଣ୍ଟ…

Big Relief for Khan Sir: କୋଚିଂ ସେଣ୍ଟର ଗୁଳିକାଣ୍ଡ ମାମଲାରେ ଖାନ୍ ସାରଙ୍କୁ ମିଳିଲା ଆଶ୍ବସ୍ତି, ଗିରଫଦାରୀ ଉପରେ ଲାଗିଲା ରୋକ୍ 

ଖାନ୍‌ ସାରଙ୍କୁ ପାଟନା ସିଭିଲ୍ କୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି । ୨ ଜୁନରେ ତାଙ୍କ କୋଚିଂ ଇନଷ୍ଟିଚ୍ୟୁଟରେ ଗୁଳିକାଣ୍ଡ ଘଟାଇବା ଅଭିଯୋଗରେ ଦାୟର ହୋଇଥିବା ମାମଲାରେ ତାଙ୍କ ଗିରଫଦାରୀ ଉପରେ ସ୍ଥଗିତ ରଖିଛନ୍ତି କୋର୍ଟ । ପାଟନା ସିଭିଲ୍ କୋର୍ଟ…

Girls Rescued from Baramunda Bus Stand: ରାଜ୍ୟ ବାହାରକୁ ଚାଲାଣ ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଯୁବତୀ ଉଦ୍ଧାର

ବିଳମ୍ବିତ ରାତିରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଜଣେ ନାବାଳିକା ଝିଅ ସମେତ ତିନି ଜଣ ଯୁବତୀଙ୍କୁ ରାଜ୍ୟ ବାହାରକୁ ଚାଲାଣ ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଦ୍ଧାର କଲା ପୋଲିସ । ଏହି ଘଟଣାରେ ଗୋଟିଏ ଆଶ୍ରମର କିଛି ଏନଜିଓ କର୍ମଚାରୀ ଏହି…

Pay Hike for Anganwadi Staff: ଅଙ୍ଗନୱାଡି ଦିଦିଙ୍କ ମାନଦେୟ ବୃଦ୍ଧି ପାଇଁ ସାଂସଦ ଡ଼ଃ ସସ୍ମିତ ପାତ୍ରଙ୍କ ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଓଡ଼ିଶାରୁ ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଚିଠି ଲେଖି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ମାନଦେୟ ଓ ପ୍ରୋତ୍ସାହନ ରାଶିର ତୁରନ୍ତ ସମୀକ୍ଷା ଓ ବୃଦ୍ଧି ପାଇଁ…

Big Boost for Mayurbhanj: ମୟୂରଭଞ୍ଜରେ ବିକାଶର ମହାଯଜ୍ଞ: ୪୩୦ କୋଟିର ପ୍ରକଳ୍ପ ସହ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ

ମୟୂରଭଞ୍ଜ ଏବଂ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତରେ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ…

Visakhapatnam Steel Plant Accident: ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ୯ ମୃତ, ଏକାଧିକ ଗୁରୁତର

ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗରମ ତରଳ ଇସ୍ପାତ ଲିକ୍ ହୋଇ ଧାତୁର ଢାଳ ତଳେ ପଡ଼ିଯିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଖବର…

CM Inaugurated 650 Bed Hospital In Baripada: ବାରିପଦାରେ ୬୫୦ ବେଡ୍ ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୟୂରଭଞ୍ଜ ଏବଂ ଉତ୍ତର ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତରେ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି…