Flood Alert in Odisha: ପୁଣି ରାଜ୍ୟରେ ବନ୍ୟା ପରିସ୍ଥିତି: ବିପଦ ସଙ୍କେତ ଟପିଲା ବୈତରଣୀ, ବଢ଼ୁଛି ସାଳନ୍ଦୀର ଜଳସ୍ତର

ଉତ୍ତର ଓଡ଼ିଶାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିରୁ ରାଜ୍ୟବାସୀ ବାହାରୁନଥିବା ବେଳେ ପୁଣି ଥରେ ଲଘୁଚାପ ଜନିତ ଲଗାଣ ବର୍ଷା ସେମାନଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି। ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ପୁଣି ଥରେ ବିପଦ ସଙ୍କେତ ଟପିଥିବା ବେଳେ…

Police Service Awards 2026: ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ୍‌ ସେବା ପୁରସ୍କାର ୨୦୨୬

ସ୍ୱାଧୀନତା ଦିବସ ୨୦୨୬ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାନ୍ୟଗଣ୍ୟ “ପୋଲିସ୍ ସେବା ପୁରସ୍କାର ୨୦୨୬” ଘୋଷଣା କରାଯାଇଛି। ଏହି ଅବସରରେ ଓଡ଼ିଶା ପୋଲିସର ୧୭ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ୍ ସେବା ପୁରସ୍କାରରେ ସମ୍ମାନିତ କରାଯିବ। ସ୍ୱାଧୀନତା…

BJD Slams ‘Double Engine’ Govt: ଓଡ଼ିଶାର ଖଣି ରାଜସ୍ୱ ଦିଲ୍ଲୀକୁ ଯିବ: ବିଜେଡି

ରାଜ୍ୟରେ ‘ଡବଲ୍ ଇଞ୍ଜିନ’ ସରକାର କ୍ଷମତାକୁ ଆସିବା ପରଠାରୁ ଓଡ଼ିଶାର ପ୍ରାକୃତିକ ସମ୍ପଦ ତଥା ଖଣିଜ ଦ୍ରବ୍ୟର ବ୍ୟାପକ ବେଆଇନ ଚୋରା ଚାଲାଣ ଚାଲିଛି। ଓଡ଼ିଶାର ଜନସାଧାରଣ ହିଁ ଏହି ଖଣିଜ ସମ୍ପଦର ପ୍ରକୃତ ମାଲିକ ହୋଇଥିବା ବେଳେ ଏମଏମଡିଆର (MMDR)…

World Organ Donation Day: ବିଶ୍ୱ ଅଙ୍ଗଦାନ ଦିବସ: ଓଡ଼ିଶାରେ ୨୪ ଜଣ ଅଙ୍ଗଦାତାଙ୍କ ପରିବାରକୁ ମିଳିଲା ସୂରଜ ସମ୍ମାନ ଓ ୫ ଲକ୍ଷ ଟଙ୍କା ସହାୟତା

ଲୋକ ସେବା ଭବନଠାରେ ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଏକ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଯୋଗଦେଇ ଅନ୍ୟମାନଙ୍କୁ ନୂତନ ଜୀବନ ପ୍ରଦାନ କରିଥିବା ଅଙ୍ଗଦାତାମାନଙ୍କ…

MLA Salary Hike: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ସମୁଦ୍ରକୁ ଶଙ୍ଖେ ଭଳି ଦରମା ମିଳୁଛି: ପରିବହନ ମନ୍ତ୍ରୀ

ଓଡ଼ିଶାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ପତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ବର୍ତ୍ତମାନ ବିଧାୟକମାନଙ୍କୁ ଯେଉଁ ଦରମା ମିଳୁଛି, ତାହା ‘ସମୁଦ୍ରକୁ ଶଙ୍ଖେ’ ସଦୃଶ। ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରକ୍ଷା କରିବା…

‘वंदे मातरम’…लाल किले के सामने दिखे देशभक्ति के रंग, फुल ड्रेस रिहर्सल

80वें स्वतंत्रता दिवस समारोह की तैयारियों के तहत, गुरुवार को राजधानी दिल्ली के ऐतिहासिक लाल किले पर फुल ड्रेस रिहर्सल हुई। इस रिहर्सल में समारोह की सटीकता और देशभक्ति की…

Bus Priority Lanes in BBSR: ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି: ଭୁବନେଶ୍ୱରର ଦୁଇଟି ରୁଟ୍‌ରେ ହେବ ‘ବସ୍ ପ୍ରାୟୋରିଟି ଲେନ୍’

ରାଜଧାନୀରେ ସହରୀ ପରିବହନ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ସାଧାରଣ ପରିବହନକୁ ଅଧିକ ମଜବୁତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କ୍ରୁଟ୍ ମାଧ୍ୟମରେ ଭୁବନେଶ୍ୱରର ଦୁଇଟି ପ୍ରମୁଖ କରିଡରରେ ‘ବସ୍ ପ୍ରାୟୋରିଟି ଲେନ୍’ ବା ବସ୍…