ଗୁଳିମାରି ଲୁଟିବାକୁ ଚେଷ୍ଟା କରିବାରେ ଅସଫଳ ହେଲେ ଦୁର୍ବୁତ୍ତ

ରାୟଗଡ଼ା(ନିର୍ଭୟ): କାଳିଆପଡ଼ା ଘାଟି ନିକଟରେ ଟ୍ରକ ଟି ଖରାପ ହୋଇ ଛିଡ଼ା ହୋଇଥିବା ବେଳେ ଡ୍ରାଇଭରଙ୍କୁ ଗୁଳି କରି ଲୁଟିବାରେ ଅସଫଳ ହୋଇଥିଲେ ଦୁର୍ବୃତ୍ତ। ସୂଚନା ମୁତାବକ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ଗୋଟିଏ…

ଗଙ୍ଗାଧର ମେହେର ଲିଫ୍ଟ ଜଳସେଚନ ପ୍ରକଳ୍ପର ପରିଦର୍ଶନ କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ବରଗଡ ଜିଲ୍ଲା ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କ୍ଷେତ୍ର ସ୍ତରର ଅଗ୍ରଗତି ଉପରେ ଦୃଷ୍ଟି ରଖିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକରେ ଗଙ୍ଗାଧର ମେହେର ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ, ସିକ୍ରିଡିରେ…

ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେ’ ଙ୍କ ଆତ୍ମହତ୍ୟା

କୋଲକାତା: ବଙ୍ଗଳା ଧାରାବାହିକ ‘ମୋନ ମାନେ ନା’ର ମୁଖ୍ୟ ଅଭିନାୟିକାଙ୍କ ଆତ୍ମହତ୍ୟା। ପଲ୍ଲବୀ ଦେ’ଙ୍କର ମୃତଦେହ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ୨୦ ବର୍ଷ ବୟସରେ ଜୀବନ ହାରିଲେ ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେ’। ଏଭଳି ଖବର ଶୁଣି…

ଅକ୍ଷୟଙ୍କୁ କରୋନା ପଜିଟିଭ୍‌ , ମୁଁ ବିଶ୍ରାମ ନେବି

ନୂଆଦିଲ୍ଲୀ : ବଲିଉଡ ସୁପର ସ୍ତର ଅକ୍ଷୟ କୁମାର ନେବେ ବିଶ୍ରାମ। ବଲିଉଡ ଜଗତର ଶ୍ରେଷ୍ଠ କଳାକାର ଅକ୍ଷୟ କୁମାର ଏବେ ହୋଇଛନ୍ତି କରୋନାର ଶିକାର। ଟୁଇଟ୍ ଜରିଆରେ ଜଣାଇଲେ ନିଜର କରୋନା ପଜିଟିଭ୍‌ ରିପୋର୍ଟ। ସେଥିରେ ସେ କହିଛନ୍ତି ମୋର…

କାଳବୈଶାଖୀରେ ୧୬ ଜିଲ୍ଲା ପାଣିପାଗ ବିଭାଗ ଜାରିକଲା ୟେଲୋୱାର୍ଣ୍ଣିଂ

ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ହୋଇପାରେ କାଳବୈଶାଖୀ। ଏଥିପାଇଁ ୧୬ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ଗଞ୍ଜାମ ଜିଲ୍ଲା ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଗଞ୍ଜାମ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମୃତ ଯୁବକ ରମ୍ଭା ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧୀନ ବୋରିଗାଁର…

କ୍ରିକେଟ୍‌ର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ପରଲୋକ

ଏଜେନ୍ସୀ : ସିଡ୍‌ନୀ : ଅଷ୍ଟ୍ରେଲିଆର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଶନିବାର ରାତିରେ କୁଇନ୍‌ସଲ୍ୟାଣ୍ଡରେ ଏକ କାର ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ତାଙ୍କ ଅକାଳ ବିୟୋଗରେ ଆଇସିସି…

ଏସପି ଅଫିସ ଆଗରେ ନିଜ ଦେହରେ ନିଆଁ ଲଗାଇଲା ଯୁବକ

ଗଞ୍ଜାମ ଏସପି ଅଫିସ ଆଗରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଅାଁ ଲଗାଇଥିଲେ । ରାସ୍ତା ଉପରେ ସେ ହୁହୁ ହୋଇ ଜଳୁଥିଲେ । ରମ୍ଭା ଥାନା…

ଆଇସିୟୁରେ ଓଡ଼ିଶାର ମହାନ୍‌ ଖେଳାଳି ଅରୂପାନନ୍ଦ ଓଡ଼ିଶା ସରକାରଙ୍କ ସହଯୋଗ ଚାହିଁଲେ ପରିବାର

ଓଡ଼ିଶା କ୍ରୀଡ଼ାର ଲିଜେଣ୍ଡ ତଥା ମହାନତମ ବାସ୍କେଟବଲ ଖେଳାଳି ଅରୂପାନନ୍ଦ ରାଉତରାୟ ଏବେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ଅବସ୍ଥା ଗମ୍ଭୀର ଥିବା ମଧ୍ୟ ସ୍ଥିର ଥିବା କୁହାଯାଉଛି । ପ୍ରାୟ ୫ଦିନ ତଳେ…

୨୨ରୁ କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ଚେସ୍‌ ଫେଷ୍ଟିଭାଲ୍‌ ମୋଟ ପୁରସ୍କାର ରାଶି ୨୫ଲକ୍ଷ ଟଙ୍କା

କିଟ୍‌ ଓ କିସ୍‌ ଆନୁକୂଲ୍ୟରେ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏସନ୍‌ ପକ୍ଷରୁ ଏମ୍‌ପିଏଲ୍‌ ୧୦ମ ଜାତୀୟ ସ୍କୁଲ୍‌ ଚାମ୍ପିଅନ୍‌ସିପ୍‌ ୨୦୨୨ ମେ ୧୬ ତାରିଖଠାରୁ କିସ୍‌ ଇନେ୍ଦାର ଷ୍ଟାଡ଼ିଅମଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଚାମ୍ପିଅନ୍‌ସିପ୍‌ରେ ଅଣ୍ଡର-୭, ଅଣ୍ଡର-୯, ଅଣ୍ଡର-୧୧, ଅଣ୍ଡର-୧୩,…