‘No Kings’ protests against Trump: ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବଡ଼ ବିକ୍ଷୋଭ

ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବଡ଼ ବିକ୍ଷୋଭ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକାର ସବୁ ରାଜ୍ୟରେ ଏପରି ରାଲି ଓ ଶୋଭାଯାତ୍ରା ହୋଇଛି । ସମଗ୍ର ଆମେରିକାର ୨ ହଜାର ୭୦୦ଟି ସ୍ଥାନରେ…

Boulders roll down railway line: ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ; ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ

ଟ୍ରେନ ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ । ଆନ୍ଧ୍ର-ଓଡ଼ିଶା-ଛତିଶଗଡ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଳ କେକେ ରେଳପଥରେ ଘଟିଛି ଅଘଟଣ । ଟ୍ରାକ୍ ରେ ପଥର ପଡ଼ିବା ଯୋଗୁ ଅଟକିଲା ଟ୍ରେନ୍ । ରେଳ ଧାରଣା ଉପରେ ପଥର…

Odisha Congress: ସୋଫିଆଙ୍କୁ ଅଣଦେଖା ଭକ୍ତଙ୍କୁ ପଡ଼ିପାରେ ମହଙ୍ଗା

କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷଙ୍କୁ ଅନେକ ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି । ଏଭଳି ଲୋକପ୍ରିୟତା ମଧ୍ୟରେ ତାଙ୍କୁ ଅଣଦେଖା କରିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ମହଙ୍ଗା ପଡ଼ିପାରେ । ଦଳରେ ସୋଫିଆଙ୍କର କ୍ରେଜ ଥିବାବେଳେ…

Nuapada By-Election: ଏକତା ହିଁ ଶକ୍ତି: ନୂଆପଡ଼ାରେ ବିଜେପି ନେତା ଏକଜୁଟ

ଓଡ଼ିଶାର ପ୍ରଭାବଶାଳୀ ଦଳ ଭାବେ ନୂଆପଡ଼ାରେ ବିଜେପି ଏକଜୁଟ ଅଛି । ବିଜେପି ନେତୃତ୍ବାଧୀନ ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଜାରି ରଖିଛି । ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଏକତା…

ବଳ ପାଉନି ବିଜେଡି; ଛୁରିଆଙ୍କୁ ନେଇ ନାହିଁ ଉତ୍ସାହ

ଦିନେ ଓଡ଼ିଶାର ଏକ ପ୍ରମୁଖ ଦଳ ଭାବେ ଶାସନଭାର ସମ୍ଭାଳିଥିବା ବିଜେଡିର ଏବେ ବଳ ପାଉନି । ମୁହଁ ମାଡ଼ି କଚାଡ଼ି ହୋଇ ପଡ଼ିଛି । ଦଳୀୟ କନ୍ଦଳ ଓ ବିଶୃଙ୍ଖଳା ଲାଗି ରହିଛି । ନେତା ଓ କର୍ମୀ ଅସନ୍ତୁଷ୍ଟ…

Diwali Holiday: ଦୀପାବଳି ପାଇଁ ଅକ୍ଟୋବର ୨୦ ରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା

ଆସନ୍ତା ୨୦ ତାରିଖ ଅର୍ଥାତ ସୋମବାରକୁ ଦୀପାବଳି ପାଇଁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ତେବେ…

Nuapada By-Election: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନାମାଙ୍କନ ଦାଖଲ କରିଛନ୍ତି । ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତାଙ୍କ ଗହଣରେ, ବିରାଟ ରାଲିରେ ଆସି ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ ଘାସିରାମ । ଜିଲ୍ଲା…

Nuapada Bypoll: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଜୟ ଢୋଲକିଆ

ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଦିବଂଗତ ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ୱର୍ଗତଃ ରାଜେନ୍ଦ୍ର…

Cyclone Alert: ଅକ୍ଟୋବରରେ ଆସୁଛି ଦୁଇଟି ବାତ୍ୟା!

ଅକ୍ଟୋବର ଆସିଲେ ଓଡ଼ିଶାକୁ ମାଡ଼ି ଆସେ ବାତ୍ୟା ଭୟ । କାରଣ ଅକ୍ଟୋବର ମାସରେ ୧୯୯୯ ମହାବାତ୍ୟାରୁ ଆଜି ଯାଏଁ ଏକାଧିକ ପ୍ରଳୟଙ୍କରୀ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଛି । ବଙ୍ଗୋପସାଗରରେ ଏହି ଅକ୍ଟୋବରରେ ଦୁଇଟି ବାତ୍ୟା ସୃଷ୍ଟି ସମ୍ଭାବନା ଥିବା…

Nuapada Bypoll; ନୂଆପଡାରେ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ନବୀନ ପଟ୍ଟନାୟକ

ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ଦୁଇ ଥର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ନୂଆପଡା ଷ୍ଟାର କ୍ୟାମ୍ପେନର ତଥା ଜୁନାଗଡ଼ ବିଜେଡ଼ି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏହି…