ତାଜା ଖବର ରାଜ୍ୟ Regularization Of Special Trains: ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ ନିୟମିତ କରିବା ପାଇଁ ରେଳ ମନ୍ତ୍ରଣାଳୟର ଅନୁମୋଦନ March 3, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ Rajya Sabha Candidates: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନମୋହନ ସାମଲ ଓ ସୁଜିତ କୁମାର March 3, 2026 Papirani
ତାଜା ଖବର ରାଜ୍ୟ Regularization Of Special Trains: ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ ନିୟମିତ କରିବା ପାଇଁ ରେଳ ମନ୍ତ୍ରଣାଳୟର ଅନୁମୋଦନ March 3, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ Rajya Sabha Candidates: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନମୋହନ ସାମଲ ଓ ସୁଜିତ କୁମାର March 3, 2026 Papirani
ତାଜା ଖବର ରାଜନୀତି ରାଜ୍ୟ Rajya Sabha Polls: ଚତୁର୍ଥ ପ୍ରାର୍ଥୀ ନିମନ୍ତେ ସବୁ ଦଳର ସମର୍ଥନ ପାଇଁ ଉଦ୍ୟମ ଜାରି ରହିବ: ଦିଲ୍ଲୀପ ରାୟ March 3, 2026 Papirani
ତାଜା ଖବର ରାଜନୀତି ରାଜ୍ୟ Dilip Ray Enters Rajya Sabha Race: ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭାରିବେ ଦିଲ୍ଲୀପ ରାୟ March 3, 2026 Papirani
ପ୍ରଧାନମନ୍ତ୍ରୀଙ୍କ ନିକଟରେ ଷ୍ଟାଲିନଙ୍କ ଦାବି ତାମିଲକୁ ସରକାରୀ ଭାଷା ମାନ୍ୟତା, ଶ୍ରୀଲଙ୍କାରୁ କଚ୍ଚାତିବୁ ଦ୍ୱୀପ ଫେରାଇ ଅଣାଯାଉ May 26, 2022 ତେଲେଙ୍ଗାନା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାମିଲନାଡୁରେ ପହଞ୍ଚିଥିଲେ । ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୩୧ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଗତ କିଛିଦିନ ହେଲା ଭାଷାକୁ ନେଇ ଚାଲିଥିବା ଶୀତଳ…
ଜ୍ଞାନବ୍ୟାପୀ ମାମଲାର ଶୁଣାଣି ୩୦ ଯାଏ ସ୍ଥଗିତ May 26, 2022 ଜ୍ଞାନବ୍ୟାପୀ ମସଜିଦ୍ ଉପରେ ମାଲିକାନା ଦାବି ମାମଲାକୁ ଖାରଜ ପାଇଁ ହୋଇଥିବା ଆବେଦନର ଗୁରୁବାର ଶୁଣାଣି କରିଥିଲେ ବାରଣାସୀ ଜିଲା କୋର୍ଟ । ଶୁଣାଣିବେଳେ ମୁସଲିମ ପକ୍ଷ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ ହେଁ ଏହା ଶେଷ କରିପାରିନଥିଲେ । ପରେ…
ଗିରଫର ୩ ବର୍ଷ ପରେ ଶିବକୁମାରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି May 26, 2022 ବେଆଇନ୍ ଟଙ୍କା କାରବାର ମାମଲାରେ ଗିରଫ ହେବାର ପ୍ରାୟ ୩ ବର୍ଷ ପରେ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ବିରୋଧରେ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି । ଏହି ଘଟଣାରେ ବରକ୍ତି ପ୍ରକାଶ କରି ପ୍ରଦେଶ କଂଗ୍ରେସ…
ଟ୍ରଫି ପାଇଁ ଟାଇଟାନ୍ସ ସହ ଲଢିବ କିଏ? ଆଜି ହେବ ଫଇସଲା May 26, 2022 ଆଇପିଏଲ୍ ର ୧୫ତମ ସଂସ୍କରଣ ସରିବା ଉପରେ । ଆଉ ଦୁଇଟି ମ୍ୟାଚ ପରେ ଚଳିତ ବର୍ଷ ପାଇଁ ସରିଯିବ ଆଇପିଏଲ୍ । ପଦାର୍ପଣରେ ଇତିହାସ ରଚି ଗୁଜରାଟ ଟାଇଟନ୍ସ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ପାଇ ସାରିଛି । ଏବେ…
ବାବୁ ବୁଲାଇବେ କୁକୁର, ଜଲଦି ସାର ଖେଳ May 26, 2022 ଜଣେ ବରିଷ୍ଠ ଆଇଏଏସ୍ ଅଫିସର ତାଙ୍କ ପୋଷା କୁକୁରକୁ ସନ୍ଧ୍ୟାରେ ପ୍ଳଡ ଲାଇଟ୍ ତଳେ ଷ୍ଟାଡିୟମରେ ବୁଲାଇବାକୁ ନିଅନ୍ତି । କାଳେ ବାବୁଙ୍କର କୁକୁର ବୁଲା ବ୍ୟାଘତ ହେବ ସେଥିପାଇଁ ସେଠାରେ ଅଭ୍ୟାସ କରୁଥିବା ଖେଳାଳିମାନଙ୍କୁ ସୁରକ୍ଷା କର୍ମଚାରୀ ଜଲଦି ଖେଳ…
ଆଜିଠୁ ଆଇଆଇଜି ଜୁନିୟର ଓପନ ଟେନିସ୍ ପ୍ରତିଯୋଗିତା May 26, 2022 ଭୁବନେଶ୍ୱର ସହରତଳିରେ ଥିବା କେଟି ଗ୍ଲୋବାଲ ସ୍କୁଲ ପରିସରରେ ଶୁକ୍ରବାରରୁ ଏକ ଜୁନିୟର ଓପନ ଟେନିସ୍ ପ୍ରତିଯୋଗିତା ଆରମ୍ଭ ହେବାକୁଯାଉଛି । କେଟି ଗ୍ଲୋବାଲ ସ୍କୁଲ ଚମ୍ପିଆନସିପ୍ରେ ନାଁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ଶତାଧିକ ଖେଳାଳି…
ଦୀପସାନଙ୍କ ୪ ଗୋଲ : ସୁପର-୪ରେ ଭାରତ May 26, 2022 ଦରକାର ଥିବା ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଛି ଭାରତୀୟ ପୁରୁଷ ହକି ଦଳ । ନିଜ ଶେଷ ଗ୍ରୁପ ମ୍ୟାଚକୁ ଅଧିକ ଗୋଲ ବ୍ୟବଧାନରେ ଜିତିବାର ଆବଶ୍ୟକତା ଥିଲାବେଳେ ଗୁରୁବାର ଆୟୋଜକ ଇନେ୍ଦାନେସିଆକୁ ୧୬-୦ରେ ପରାଜିତ କରିଛି ଭାରତ । ଏହାଦ୍ୱାରା…
ଫ୍ରେଞ୍ଚ ଓପନ : ପି୍ର-କ୍ୱାର୍ଟରରେ ବୋପାନ୍ନା May 26, 2022 ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ନେଦରଲାଣ୍ଡ ଯୋଡ଼ି ମାତୱେ ଫ୍ରେଞ୍ଚ ଓପନର ପୁରୁଷ ଡବଲ୍ସ ଇଭେଣ୍ଟରେ ପି୍ର-କ୍ୱାର୍ଟରକୁ ଉଠିଛନ୍ତି । ଗୁରୁବାର ଦିନ ଭାରତ ଓ ନେଦରଲାଣ୍ଡ ଯୋଡ଼ି ଆଣ୍ଡ୍ରେ ଓ ମାର୍ଟିନଙ୍କ ଯୋଡ଼ିକୁ ୬-୩, ୬-୪ରେ ପରାଜିତ କରିଥିଲେ…
ଯୌନ କର୍ମୀଙ୍କୁ ପୋଲିସ କରିପାରିବନି ଚଢଉ May 26, 2022 କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କଲେ ସୁପ୍ରିମକୋର୍ଟ। ନିଜ ଇଚ୍ଛାରେ କାମ କରୁଥିବା ଯୌନ କର୍ମୀଙ୍କୁ ପୋଲିସ କରିପାରିବନି ଚଢଉ। ସେମାଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏନେଇ ସୁପ୍ରିମକୋର୍ଟ ପକ୍ଷରୁ…
ବୋହୂ ରାଗ ଶାଶୂ ଉପରେ ଘରେ ବନ୍ଦ କରି ନିର୍ଧୁମ୍ ଛେଚିଲେ ୮୦ ବର୍ଷୀୟା ବୃଦ୍ଧାଙ୍କୁ May 26, 2022 ମହିଳା ସମିତିରୁ ଋଣ ନେଇଥିଲେ ବୋହୂ । ବାରମ୍ବାର କହିବା ସତ୍ତ୍ୱେ ଫେରାଇ ପାରିନଥିଲେ ଋଣ । ତେଣୁ ମହିଳା ସମିତି ଏହି ରାଗ ସୁଝାଇଥିଲା ଉକ୍ତ ମହିଳାଙ୍କ ଶାଶୂ ଉପରେ । ୮୦ ବର୍ଷୀୟା ବୃଦ୍ଧାକୁ ଗୋଟିଏ କୋଠରୀରେ ବନ୍ଦ…