ତାଜା ଖବର ଦେଶ ରାଜନୀତି Farooq Abdullah Firing: ବିବାହ ସମାରୋହରେ ଜମ୍ମୁର ପୂର୍ବତନ ସିଏମଙ୍କ ଉପରକୁ ଗୁଳିମାଡ଼; ଅଳ୍ପକେ ବର୍ତ୍ତିଗଲେ ଫାରୁକ୍ ଅବଦୁଲ୍ଳା March 12, 2026 Papirani
ଦେଶ ରାଜନୀତି ରାଜ୍ୟ Protocol Lapse During President Murmu’s Bengal Visit: ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 12, 2026 Nirvay
ତାଜା ଖବର ଦେଶ ରାଜନୀତି Farooq Abdullah Firing: ବିବାହ ସମାରୋହରେ ଜମ୍ମୁର ପୂର୍ବତନ ସିଏମଙ୍କ ଉପରକୁ ଗୁଳିମାଡ଼; ଅଳ୍ପକେ ବର୍ତ୍ତିଗଲେ ଫାରୁକ୍ ଅବଦୁଲ୍ଳା March 12, 2026 Papirani
ଦେଶ ରାଜନୀତି ରାଜ୍ୟ Protocol Lapse During President Murmu’s Bengal Visit: ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 12, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ BJD issues Whip to MLAs: ବିଜେଡି ବିଧାୟକଙ୍କୁ ଭୁବନେଶ୍ୱର ଛାଡ଼ିବା ମନା March 11, 2026 Nirvay
ଦେଶ ବିଶ୍ୱ ରାଜ୍ୟ Steps To Bring Back Stranded Odias: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ March 11, 2026 Nirvay
ରାଜନୀତି ରାଜ୍ୟ Attack on BJD Leader: ଆହତ ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ହସ୍ପିଟାଲରେ ଭେଟିଲେ ନବୀନ ପଟ୍ଟନାୟକ March 11, 2026 Nirvay
ନିଜ ପଦରୁ ତଡ଼ା ଖାଇଲେ ହରିୟାଣା ଭାଜପାର ଆଇଟି ସେଲ୍ ମୁଖ୍ୟ July 8, 2022 ଏଜେନ୍ସୀ : ନୂଆଦିଲ୍ଲୀ : ହରିୟାଣା ଭାଜପାର ଆଇଟି ସେଲ୍ ମୁଖ୍ୟ ଅରୁଣ ଯାଦବଙ୍କୁ ଗୁରୁବାର ନିଜ ପଦରୁ ହଟାଇ ଦିଆଯାଇଛି । ମୁସଲିମ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଟୁଇଟ ଦେଇଥିବା ଅଭିଯୋଗରେ ଭାଜପା ପକ୍ଷରୁ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ସୁଧୁରୁଛି ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା July 8, 2022 ଏଜେନ୍ସୀ : ନୂଆଦିଲ୍ଲୀ : ସିଡିରୁ ପଡ଼ି ଗୁରୁତର ହୋଇ ପଡ଼ିଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ପୂର୍ବ ଅପେକ୍ଷା ଭଲ ଅଛି । ଗୁରୁବାର ସେ…
ପିଲାକୁ ବହି ଓ ୟୁନିଫର୍ମ ନ ମିଳିବାରୁ ଅଭିଭାବକ ଖଣ୍ଡା ଧରି ପହଞ୍ଚିଲେ July 8, 2022 ଏଜେନ୍ସୀ : ପାଟନା : ବିହାରର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ହାଇ ଡ୍ରାମା । ପିଲାକୁ ବହି ଓ ୟୁନିଫର୍ମ ନିମନ୍ତେ ଟଙ୍କା ନ ମିଳିବାରୁ ଶିକ୍ଷକଙ୍କୁ ଧମକାଇବାକୁ ହାତରେ ଖଣ୍ଡା ଧରି ପହଞ୍ଚିଗଲେ ଅଭିଭାବକ । ଏହି…
ନଦୀରେ ଖସିଗଲା କାର୍; ଉଦ୍ଧାର ହେଲାଣି ୯ ମୃତଦେହ July 8, 2022 ଏଜେନ୍ସୀ : ଡେରାଡୁନ୍ : ଉତ୍ତରାଖଣ୍ଡର ରାମନଗରରେ ଶୁକ୍ରବାର ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା…
ଆସନ୍ତାକାଲି ବାହୁଡ଼ା ଯାତ୍ରା, ଆଜି ଅପରାହ୍ନ ୪ଟାରୁ ଜଗାକୁ ଦର୍ଶନ କରିପାରିବେନି ଭକ୍ତ July 8, 2022 ନିର୍ଭୟ ମିଡ଼ିଆ : ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ତା’ ପୂର୍ବରୁ ଆଜି ଅପରାହ୍ନ ୪ଟା ଯାଏ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।…
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାଡ଼ July 8, 2022 ଏଜେନ୍ସୀ : ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ । ଜାପାନ ନାରା ସହରରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ସିଞ୍ଜୋ ଆବେଙ୍କ ଉପରକୁ ଆତତାୟୀ ଗୁଳି ମାଡ଼ କରିଥିବା ସୂଚନା ମିଳିଛି । ଏହି…
ଭୁବନେଶ୍ୱରରେ ଦ୍ରୋପଦୀ ମୁର୍ମୁ, ନାଚଗୀତରେ ଦୁଲୁକିଲା ବିମାନବନ୍ଦର July 8, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚôଲେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ । ବିମାନବନ୍ଦରରେ ପହଞ୍ଚôବା ପରେ ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲି ବାଜାର…
ଆହୁରି ୫ ଦିନ ପର୍ୟ୍ୟନ୍ତ ପ୍ରବଳ ବର୍ଷିବ! July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୫ ଦିନ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ…
କୋଟିଆରେ ସଂସଦଙ୍କ ପ୍ରବେଶ ନେଇ ପୋଲିସ ପ୍ରଶାସନ ବାଧକ July 7, 2022 ନିର୍ଭୟ ମିଡ଼ିଆ : କୋରାପୁଟ : ଓଡିଶା ଓ ଆନ୍ଧ୍ର ସୀମାନ୍ତ କୋଟିଆରେ ଅନେକ ଦିନ ଧରି ଦୁଇ ରାଜ୍ୟ ମଧ୍ୟରେ ଚକାପଞ୍ଝା ଲାଗି ରହିଛି । କୋଟିଆକୁ ନିଜ ଅକ୍ତିଆରରେ ନେବା ପାଇଁ ଆନ୍ଧ୍ର ସରକାର ପ୍ରାଣପ୍ରାଣେ ଚେଷ୍ଟା ଜାରି…
ଓଡିଶା ଆନ୍ଧ୍ର ସୀମାନ୍ତରେ କ୍ରସର ମାଲିକଙ୍କ ମନମାନି July 7, 2022 ନିର୍ଭୟ ମିଡ଼ିଆ : ପଟ୍ଟାଙ୍ଗି : କୋରାପୁଟ ଜ଼ିଲ୍ଲା ଓଡିଶା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଚାଲିଥିବା କ୍ରସର ମାଲିକଙ୍କ ପାଇଁ ଧାର୍ୟ୍ୟ ହୋଇଥିବା ଗ୍ରାନାଇଟ ପଥରର ପରିମାଣ ଠାରୁ ଅଧିକ ପରିମାଣର ପଥରକୁ କୁଆରୀରେ ପ୍ରୋସେସିଙ୍ଗ କରି ମାଲିକ ମାନେ…