ତାଜା ଖବର ରାଜ୍ୟ Summer Vacation in Odisha: ୨୭ ତାରିଖ ସୁଦ୍ଧା ସ୍କୁଲ୍ ଛୁଟି ଘୋଷଣା ହୋଇପାରେ କହିଲେ ଗଣଶିକ୍ଷା ମନ୍ତ୍ରୀ April 23, 2026 Nirvay
ତାଜା ଖବର ରାଜ୍ୟ Mega Nijukti Mela in Bhubaneswar: ନିଯୁକ୍ତି ମେଳାରେ ୭ଟି ବିଭାଗର ୪୬୨୩ ଜଣଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର April 23, 2026 Nirvay
ତାଜା ଖବର ରାଜ୍ୟ Summer Vacation in Odisha: ୨୭ ତାରିଖ ସୁଦ୍ଧା ସ୍କୁଲ୍ ଛୁଟି ଘୋଷଣା ହୋଇପାରେ କହିଲେ ଗଣଶିକ୍ଷା ମନ୍ତ୍ରୀ April 23, 2026 Nirvay
ତାଜା ଖବର ରାଜ୍ୟ Mega Nijukti Mela in Bhubaneswar: ନିଯୁକ୍ତି ମେଳାରେ ୭ଟି ବିଭାଗର ୪୬୨୩ ଜଣଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର April 23, 2026 Nirvay
ଦେଶ ରାଜନୀତି West Bengal, Tamil Nadu Record Highest Ever Turnout: ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗ, ତାମିଲନାଡୁରେ ରେକର୍ଡ ମତଦାନ April 23, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ Women’s Reservation Bill: ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା April 23, 2026 Papirani
ତାଜା ଖବର ରାଜ୍ୟ Heat Wave in Odisha: ୪୪ ଡିଗ୍ରୀ ଛୁଇଁଲା ତାପମାତ୍ରା; ହିଟ୍ ୱେଭ୍ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର April 23, 2026 Papirani
ନବୀନଙ୍କ ସ୍ୱାଗତ ପାଇଁ ସେଲିବ୍ରେସନ ଆରମ୍ଭ September 6, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ନୂଆଦିଲ୍ଲୀର କ୍ୟାପିଟାଲ ଫାଉନେ୍ଦସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିବେ । ସେ ଆଜି ପୂର୍ବାହ୍ନ ୧୧.୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚôବାର କାର୍ଯ୍ୟକ୍ରମ ରହିଛି…
ମହିଳାଙ୍କୁ ଟାଙ୍ଗିଆରେ ହାଣିଦେଲା ପଡ଼ୋଶୀ ଘର ଯୁବକ September 5, 2022 ନିର୍ଭୟ ମିଡିଆ : ରାୟଗଡ଼ା : ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପଡ଼ୋଶୀ ଘର ଯୁବକ। ଆଜି ମଧ୍ୟାହ୍ନ ସମୟରେ ରାୟଗଡ଼ାର କୋଇଲାପଡାରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାର ଶିକାର ମହିଳା ହେଲେ କୋଇଲାପଡାର ଚନ୍ଦ୍ରମା…
ଲିଜ୍ ଟ୍ରସ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ September 5, 2022 ଏଜେନ୍ସୀ : ନୂଆଦିଲ୍ଲୀ : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରେସ୍ରେ ହାରିଗଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବାଜି ମାରିନେଲେ ଲିଜ୍ ଟ୍ରସ୍। ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଲିଜ ଟ୍ରସ୍। ମାର୍ଗରେଟ୍ ଥେରର ଓ ଥେରେସାଙ୍କ ପରେ ସେ…
କର୍ମଚାରୀଙ୍କୁ ଛଟେଇ କରି ୧୮ ମହଲାରୁ ଡେଇଁ ପଡିଲେ ସିଏଫ୍ଓ September 5, 2022 ଏଜେନ୍ସୀ : ନୂଆଦିଲ୍ଲୀ : କର୍ମଚାରୀଙ୍କୁ ଛଟେଇ କରିବା କୌଣସି କମ୍ପାନୀ ପାଇଁ ନୂଆ କଥା ନୁହେଁ। ପ୍ରତି ବର୍ଷ ହଜାର ହଜାର କର୍ମଚାରୀଙ୍କୁ ନିଜ ଚାକିରି ହରାଇବାକୁ ପଡେ। କ୍ଷତି ସହିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଛଟେଇ କରିବାକୁ ବାଧ୍ୟ…
ଆସୁଛି ଆଉ ଏକ ଲଘୁଚାପ, ଏଥର ପଶ୍ଚିମ ଓଡ଼ିଶାରେ ଛେଚିବ! September 5, 2022 ନିର୍ଭୟ ମିଡିଆ : ଭୁବନେଶ୍ୱର : ଆସନ୍ତା ୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଲଘୁଚାପ ସମ୍ଭାବନା ନେଇ ଭୁବନେଶ୍ୱର…
ଭୀଷଣ ବର୍ଷାରେ ବେହାଲ ବେଙ୍ଗାଲୁରୁ September 5, 2022 ଏଜେନ୍ସୀ : ବେଙ୍ଗାଲୁରୁ : ଭୀଷଣ ବର୍ଷାରେ ବେଙ୍ଗାଲୁରୁ ସ୍ଥିତି ବେହାଲ। ଅନବରତ ମେଘ ଯୋଗୁ ସମଗ୍ର ସହର ଉବୁଟୁବୁ ହୋଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ସମସ୍ୟା ଦ୍ୱିଗୁଣିତ…
କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ September 5, 2022 ଏଜେନ୍ସୀ : କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ। ରୁଷ ଦୂତାବାସ ନିକଟରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୨ ରୁଷ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାବୁଲ ସହରର…
ମିଳିଲା ହାତ ଲେଖା ଚିଠି, ନିଦ ନ ହେବାରୁ ଆତ୍ମହତ୍ୟା! September 5, 2022 ନିର୍ଭୟ ମିଡିଆ : ଭୁବନେଶ୍ୱର : ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଖୋଲତାଡ ଜାରି ରହିଛି। ଏହି ଘଟଣାରେ ଏବେ ଏକ ବଡ଼ ଖୁଲାସା ହୋଇଛି। ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ ରୁମରୁ ମିଳିଛି ଏକ ହାତ ଲେଖା…
ଟୋଲ ଗେଟ୍ ଭାଙ୍ଗି ମାଫିଆ ବୋହି ନେଲେ ୧୩ ଟ୍ରକ୍ ବାଲି September 5, 2022 ଏଜେନ୍ସୀ : ଲକ୍ଷ୍ନୌ : ବଢ଼ି ଚାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ। ସହରରେ ବେଫିକର ବୁଲୁଛନ୍ତି ମାଫିଆ। ପୁଲିସକୁ ଜମାରୁ ବି କରୁନାହାନ୍ତି ଭୟ। ଟୋଲ ଗେଟ୍ର ବ୍ୟାରିକେଡ୍ ଭାଙ୍ଗି ବୋହି ନେଇଗଲେ ୧୩ ଟ୍ରକ୍ ବାଲି। ଆଉ ଜଳକା ସାଜିଲେ…
ଓଡ଼ିଶାରୁ ଈଶ୍ୱର ସାର୍ ପାଇଲେ ଜାତୀୟ ଶିକ୍ଷକ ସମ୍ମାନ September 5, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଗୁରୁଦିବସ ଅବସରରେ ଦେଶର ବଚ୍ଛା ବଛା ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ଜାତୀୟ ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ଦେଶର ୪୬ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି । ଓଡିଶାର ଈଶ୍ୱର…