ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ

ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ । ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଓଡ଼ିଶାରେ ପାଣିପାଗ ପୂର୍ବାନୁମାନକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭୁବନେଶ୍ୱରରେ ଖୁବ୍…

ଆମ୍ୱୁଲାନ୍ସରେ ଅକ୍ସିଜେନ ସରିଯିବାରୁ ମହିଳାଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେଡି

ଗୋଟିଏ ଘରୋଇ ଆମ୍ୱୁଲାନ୍ସରେ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଉଥିବା ବେଳେ ହଠାତ ଅକ୍ସିଜେନ ଶେଷ ହୋଇଯିବାରୁ ମୃତ୍ୟୁ ହୋଇଥିବା ଖବର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ଗତ ଏକବର୍ଷ…

ସେମିକଣ୍ଡକ୍ଟର ଯାତ୍ରାରେ ଐତିହାସିକ ସଫଳତା; ଲଞ୍ଚ ହେଲା ଭାରତର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍

ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ସେମିକନ ଇଣ୍ଡିଆ-୨୦୨୫ର ଚତୁର୍ଥ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଏହି ଅବସରରେ ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଲଞ୍ଚ କରାଯାଇଛି । ଦିଲ୍ଲୀ ସ୍ଥିତ…

ମୟୂରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ଗିରଫ

ମୟୂରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ଗିରଫ । ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ପୂର୍ବତନ ନିର୍ବାହୀ ଅଧିକାରୀ ତଥା ମୟୂରଭଞ୍ଜଜିଲ୍ଲା ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ୪…

ଲଘୁଚାପ ପ୍ରଭାବ; ୪ଜିଲ୍ଲାକୁ ଜାରି ହେଲା ରେଡ୍‌ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ…

BRSରୁ ସସ୍‌ପେଣ୍ଡ୍‌ ହେଲେ କେ.କବିତା

ଭାରତୀୟ ରାଷ୍ଟ୍ର ସମିତି (BRS)ରୁ କେ କବିତା ସସ୍‌ପେଣ୍ଡ୍‌। ଦଳରୁ ସସ୍‌ପେଣ୍ଡ୍‌ କଲେ କେ.ଚନ୍ଦ୍ରଶେଖର ରାଓ । BRSର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଝିଅ କେ. କବିତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଦଳ…

ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ତର୍ଜମା କରିବେ ସରକାର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ରାଜ୍ୟ ସରକାର ତର୍ଜମା କରିବେ । ଶିକ୍ଷକଙ୍କ ସ୍ୱାର୍ଥ ବି ଦେଖିବାର ଆବଶ୍ୟକତା ରହିଛି…

ଜନତା ଦଳ ପରି ଦୁର୍ଦ୍ଦଶା ଘଟିବ କି ବିଜଦର ?

୧୯୯୫ ନିର୍ବାଚନରେ ବିଜୁଙ୍କ ବିଜୁ ଜନତା ଦଳ କ୍ଷମତାଚ୍ୟୁତ ହୋଇଥିଲା । ୧୯୯୦ରେ ଜନତା ଦଳ ୧୨୩ ଆସନ ଜିଣି ରେକର୍ଡ କରିଥିଲା । ଏହି ରେକର୍ଡକୁ ନବୀନ ପଟନାୟକ ୨୪ ବର୍ଷ ଭିତରେ ଭାଙ୍ଗି ପାରିନଥିଲେ । ୧୯୯୫ରେ ୪୬…

ଚାରିବର୍ଷରେ ଓଡ଼ିଶାର ରପ୍ତାନି ୪୦%ରୁ ଅଧିକ ହ୍ରାସ

ପରିବର୍ତ୍ତିତ ଭୌଗୋଳିକ ରାଜନୈତିକ ପରିସ୍ଥିତି ମଧ୍ୟରେ, ଏହି ସପ୍ତାହରେ ଆମେରିକା ଭାରତରୁ ଆସୁଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପୂର୍ବରୁ ମଧ୍ଯ ଓଡ଼ିଶାର ରପ୍ତାନି ପ୍ରଦର୍ଶନ ନିମ୍ନଗାମୀ ହୋଇଛି। କିଛିବର୍ଷ ପୂର୍ବେ ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ରପ୍ତାନି…

ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ଭିସୁଟ୍ ଛାତ୍ରଙ୍କ ମୃତଦେହ

ସମ୍ବଲପୁର ବୁର୍ଲା ଭିସୁଟ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ପଢୁଥିବା ଛାତ୍ରଙ୍କ ମୃତଦେହ। ତେବେ ମୃତ ଛାତ୍ର ଜଣକ ବୁର୍ଲା ଭିସୁଟର ମେକାନିକାଲ ଇଂଜିନିୟରିଂର ଶେଷ ବର୍ଷର…