Nuapada Bye-Election: ନୂଆପଡ଼ାରେ ରେକର୍ଡ ଭୋଟିଂ;୮୧% ରୁ ଅଧିକ ମତଦାନ

ନୂଆପଡ଼ା ଉପ ନିର୍ବାଚନରେ ଏଥର ରେକର୍ଡ ସଂଖ୍ୟକ ଭୋଟ୍‍ଦାନ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ଭୋଟର ବିବରଣୀ ଅନୁଯାୟୀ ରାତ୍ରି ୧୧ ଟା ବେଳକୁ ନୂଆପଡା ରେ ରେକର୍ଡ ୮୧.୭୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ।…

Delhi Blast: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଦିଲ୍ଲୀ ସରକାର

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଦେଶକୁ ଥରାଇ ଦେଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଲାଲକିଲ୍ଲା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାରକୁ…

Nuapada Assembly Bypoll: ଅତି ସମ୍ବେଦଶୀଳ ବୁଥ ରେ ସର୍ବାଧିକ ୯୨.୬୩% ମତଦାନ

ନୂଆପଡାରେ ସାରିଛି ଗଣତନ୍ତ୍ରର ମହାପର୍ବ । ଅତ୍ୟଧିକ ଉତ୍ସାହର ସହିତ ଭୋଟ ଦେଇଛନ୍ତି ଭୋଟର । ନୂଆପଡା ଜିଲ୍ଲା ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ସେଇମଧ୍ୟରୁ ଗାତିବେଡା – ୨ ବୁଥ ନମ୍ୱର୍ ୩୨୮ ରେ ମୋଟ ଭୋଟ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ମତଦାନ

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ସାରିଛି ମତଦାନ। ଏଥିସହ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ସରିଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଇଭିଏମରେ ସିଲ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସୁରୁଖୁରୁରେ ମତଦାନ ପାଇଁ ବ୍ୟାପକ ପଦକ୍ଷେପ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ହୋଇଛି ଭୋଟିଂ

ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଚାଲିଛି। ୩୫୮ ଟି ମତଦାନ କେନ୍ଦ୍ରରେ ୨.୫୩ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ଆଜି ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ନିର୍ବାଚନରେ…

Ranji Trophy: ରଣଜୀରେ ଓଡ଼ିଶାର ଲଜ୍ଜାଜନକ ପରାଜୟ

ରଣଜୀରେ ଓଡ଼ିଶାର ପୁଣି ଏକ ଲଜ୍ଜାଜନକ ପରାଜୟ।ନାଗପୁରରେ ବିଦର୍ଭଠାରୁ ୧୦୦ ରନ୍‌ରେ ହାରିଲା ଓଡ଼ିଶା ।ବିଦର୍ଭ ୨୮୬ ଓ ୨୧୮ ରନ ହୋଇଥିବା ବେଳେ ଓଡ଼ିଶା କରିଥିଲା ୧୬୦ ଓ ୨୪୪ ରନ । ଚଳିତ ସିଜିନ୍‌ରେ ଚତୁର୍ଥ ମ୍ୟାଚ୍‌ରେ ଏହା…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ହୋଇଛି ୬୫.୫୬% ଭୋଟିଂ

ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଭୋଟ ଦେଉଛି ନୂଆପଡ଼ାବାସୀ । ଦିନ ୩ଟା ସୁଦ୍ଧା ନୂଆପଡ଼ାରେ ୬୫.୫୬ ପ୍ରତିଶତ ଭୋଟିଂ ହୋଇଛି । ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ଏହି ନିର୍ବାଚନରେ ଶାସକ…

Nuapada Byboll: ନୂଆପଡ଼ା ଉପନିର୍ବାଚନ; ଭୋଟ ଗୋପନୀୟତା ଉଲ୍ଲଂଘନ ପାଇଁ ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ

ନୂଆପଡ଼ା ଉପନିର୍ବାଚନରେ ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲ୍ଲୀ ୪୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍‌ପେଣ୍ଡ କରାଯାଇଛି। ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନୂଆପଡା ଉପନିର୍ବାଚନ ସମୟରେ…

Nuapada Bypoll: ଦିନ ୧ଟା ସୁଦ୍ଧା ହୋଇଛି ୫୧.୪୨% ମତଦାନ

ନୂଆପଡ଼ା ଉପନିର୍ବାଚନ ପାଇଁ ସୁରୁଖୁରୁରେ ଚାଲିଛି ମତଦାନ । ଉପନିର୍ବାଚନରେ ଦିନ ୧ଟା ସୁଦ୍ଧା ୫୧.୪୨ ପ୍ରତିଶତ ମତଦାନ ହୋଇଥିବା ହୋଇଥିବା ଜଣାପଡିଛି । ଭୋଟର ମାନେ ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି । ମୋଟ ୩୫୮ ବୁଥରେ ଚାଲିଛି…

Pitabas Murder Case: ପୀତବାସ ହତ୍ୟା ମାମଲା: ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସ୍‌ପି

ପୀତବାସ ହତ୍ୟା ମାମଲାରେ ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସ୍‌ପି । ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଏସପି। ଏହାପରେ ଏସପିଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ନଚଲେଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…