ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍ଏସ୍ଟିଇଟି) ପରୀକ୍ଷା। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁୃ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ ଗୋଟିଏ ସିଟିଂରେ ହେବ ଉଭୟ ପେପର-୧ ଓ ପେପର-୨ ପରୀକ୍ଷା । ସକାଳ ୯ରୁ ସାଢ଼େ ୧୧ଟା ମଧ୍ୟରେ ପରୀକ୍ଷା ନେଇ ସୂଚନା ଦିଆଯାଇଛି। Post navigation Missing Naidu Commission Files: Odisha CM Orders Crime Branch Probe Into Swami Laxmanananda Case