ଆଉ ପେଟ୍ରୋଲ୍ ଡିଜେଲ୍ ଗାଡ଼ି କିଣିବେନି ରାଜ୍ୟ ସରକାର ।ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ରାଜ୍ୟ ସରକାର ତୈଳ ଖର୍ଚ୍ଚ ୧୦% କମାଇବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । EV ଗାଡ଼ି ବ୍ୟବହାର ପାଇଁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ କାର୍ଯ୍ୟକାରୀ କରି କାରକେଡ୍ ମଧ୍ୟ କମା ଯାଇଛି । Post navigation Odisha Schools to reopen on June 18 after Summer Vacation UK to ban Social Media for under-16s