ଆଜି ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ିବା ହାରରେ ଓଡ଼ିଶା ଦେଶରେ ପ୍ରଥମସ୍ଥାନରେ ଥିବାର ଜଣାପଡିଛି । ଓଡ଼ିଶାରେ ଏବେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ିବା ହାର ୨୭.୨୯ ପ୍ରତିଶତ ରହିଛି। ଯାହା ପିଲା ପାଠ ଛାଡ଼ିବା ସର୍ବଭାରତୀୟ ସ୍ତରରେ ଶୀର୍ଷ । ଓଡ଼ିଶାରେ ନାମଲେଖା ଅନୁପାତ ସର୍ବଭାରତୀୟ ହାରାହାରି ଠାରୁ କମ୍‌ ବୋଲି ସର୍ଭେ ରିପୋର୍ଟ ଜଣାପଡିଛି।

Leave a Reply

Your email address will not be published. Required fields are marked *