ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାରା ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଘୋଷଣା କରିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୁର୍ବାହ୍ନ ୧୧:୩୦ ଯାଏଁ ସ୍କୁଲ ଚାଲିବ । ଏହି ନିର୍ଦ୍ଦେଶ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ପାଇଁ ଲାଗୁ ହେବ । Post navigation ମିଛ ଆଉ ଗୁଜବକୁ ଘୃଣା କରୁଥିବା ମୁଖ୍ୟମନ୍ତ୍ରୀ ନିଜେ ବଡ଼ ମିଛୁଆ ଓ ଗୁଜବକାରୀ: ଦେବାଶିଷ ନାୟକ ଓଡ଼ିଶା ପାଇଁ ଆଉ ୩ଟି ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି