ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ଲଗାତାର ବଢ଼ୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବଡ଼ ପଦକ୍ଷେପ ନେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ଆଜି ଏକାଥରେ ଆଉ ୧୦ଟି ଗେଟ୍ ଖୋଲାଯାଇଥିବାରୁ ବର୍ତ୍ତମାନ ଡ୍ୟାମର ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିୟନ୍ତ୍ରିତ ଭାବେ ନିଷ୍କାସନ କରାଯାଉଛି।

Leave a Reply

Your email address will not be published. Required fields are marked *