ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ଚୟନ ପ୍ରକ୍ରିୟା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଛନ୍ତି। ଦଳୀୟ କାର୍ଯ୍ୟକ୍ରମ ଅନୁସାରେ ସେଠାରେ ବିଧାୟକ ଦଳର ନେତା ଚୟନ ନେଇ ଆଲୋଚନା ଓ ପରାମର୍ଶ ପ୍ରକ୍ରିୟାରେ ସେ ଅଂଶଗ୍ରହଣ କରିବେ। ଏହି ଅବସରରେ ଦଳର ବରିଷ୍ଠ ନେତାମାନଙ୍କ ସହ ମଧ୍ୟ ତାଙ୍କର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ବିଧାୟକ ଦଳ ନେତା ଚୟନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। Post navigation Balianta Incident: ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି