କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ ବାଲ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା ହୋଇଛି । ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ପାଇବେ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ । ପୁସ୍ତକ ‘ଗପ କଳିକା’ ପାଇଁ ବାଳ ସାହିତ୍ୟ ପୁରସ୍କାର ପାଇବେ ମାନସ ରଞ୍ଜନ ସାମଲ ।

ସେହିଭଳି କଥାକାର ସଞ୍ଜୟ ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର । ପୁସ୍ତକ ‘ହୁ ବାଇଆ’ ପାଇଁ ସଞ୍ଜୟଙ୍କୁ ମିଳିବ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ।

Leave a Reply

Your email address will not be published. Required fields are marked *