Category: ରାଜ୍ୟ

ବିଜେପି ସିଇସି ବୈଠକରେ ଓଡ଼ିଶା ଆସନ ପ୍ରସଙ୍ଗ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଖୁବଶୀଘ୍ର ନୋମିନେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ତେଣୁ ବିଭିନ୍ନ ଆସନରେ ଯୋଗ୍ୟ ପ୍ରାର୍ଥିଙ୍କୁ ଟିକେଟ ଦେବା ପାଇଁ ରାଜନୈତିକ ଦଳ ଭିତରେ ଗଣଦୌଡ଼ ଚାଲିଛି ।…

ଓଡିଶାରେ “ଡବଲ ଇଞ୍ଜିନ ସରକାର” ଗଠନ ପାଇଁ ସଂକଳ୍ପ ନେଲେ ପ୍ରବାସୀ ଯୁବ ଓଡ଼ିଆ

ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ଓଡ଼ିଶାରେ ୨୪ବର୍ଷ ଶାସନରେ ରହି ମଧ୍ୟ ଓଡ଼ିଶାର ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ମୋଦି ସରକାରଙ୍କ ଗ୍ୟାରେଂଟି ମାଧ୍ୟମରେ ଅନ୍ୟ ରାଜ୍ୟର ଯୁବକ, ଯୁବତୀମାନେ ବିକାଶର ସୁସ୍ୱାଦୁ ଚାଖୁଥିବାବେଳେ ଓଡ଼ିଆ ଏଥିରୁ…

ବିଜେବି କଲେଜରେ ଉତ୍ତେଜନା; ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଜେବି କଲେଜରେ ପୁଣିଥରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି କଲେଜର ଛାତ୍ରଛାତ୍ରୀ । ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ମୌଳିକ ସମସ୍ୟା…

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ; ସିଇସି ବୈଠକରେ ଯୋଗଦେବେ

କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ବି ଦିଲ୍ଲୀ ଗଲେ । ଓଡ଼ିଶା ପାଇଁ କିଛି ଲୋକସଭା ପ୍ରାର୍ଥୀଙ୍କ ନାମ ଆଜି…

ଜୟରାମ ପାଙ୍ଗୀଙ୍କ ନାମରେ ଜାମିନବିହୀନ ଗିରଫ ପର୍‌ୱାନା

ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ନୃସିଂହପୁର ଟାଙ୍ଗୀ ସାହିର ଗୋପାଳକୃଷ୍ଣ ଜେନା (୪୭)ଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ଓ ଆକ୍ରମଣ କରିବା ଅଭିଯୋଗରେ ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ କୋରାପୁଟ ଆରକ୍ଷୀ ଅଧୀକ୍ଷକ ଓ ପଟାଙ୍ଗୀ ଥାନା…

୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢ଼ିବ ବିଜେଡି

ଭୁବନେଶ୍ବର: ବିଜେପି-ବିଜେଡି ମେଣ୍ଟକୁ ନେଇ ରାଜ୍ୟରେ ଚର୍ଚ୍ଚାରେ ଲାଗି ରହିଥିବାବେଳେ ଆଜି ଉଭୟ ଦଳ ପକ୍ଷରୁ ଟ୍ବିଟରରେ ଏକାକୀ ଲଢ଼ିବା ନେଇ ସୂଚନା ଦିଆଯାଇଛି। ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ…

ମେଣ୍ଟକୁ ନେଇ କିଛି ଏମିତି କହିଲେ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମର

ମେଣ୍ଟ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡ଼ିବା ପରେ ଅନେକ ରାଜନେତା ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ରାଜ୍ୟରେ ଏକାକୀ ଲଢ଼ିବା ନେଇ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମରଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛ। ସେ କହିଛନ୍ତି କି ବିଜେଡି ସରକାର ବିରୋଧରେ ଲୋକଙ୍କ…

ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ

ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ।କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଥିଲେ ଅର୍ଚ୍ଚନା ନାୟକ। ୨୦୦୪ରେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରେ ଜିତିଥିଲେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ମିଶିଛନ୍ତି ଅର୍ଚ୍ଚନା। ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ…

ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା, ଆମେ ଅଗ୍ରାହ୍ୟ କଲୁ: ଅପରାଜିତା ଷଡ଼ଙ୍ଗୀ

ଦୀର୍ଘ ଦିନର ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାରେ ଆଜି ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡିଛି। କାରଣ ଏହି ମେଣ୍ଟ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୋସିଆଲ ମିଡ଼ିଆ ଏକ୍ସ’ରେ ସ୍ପଷ୍ଟ ସୂଚନା ରଖିଛନ୍ତି । ତେବେ ରାଜ୍ୟ ସଭାପତିଙ୍କ…

ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଆଜି ମେଣ୍ଟ ନ ହେବା ନେଇ ସ୍ପଷ୍ଟତା ଆସିବା ପରେ ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଏଥରକୁ ମିଶାଇ କଟକରୁ ୬…