Category: ରାଜ୍ୟ

ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବହୁ ପରିମାଣର ସୁନା ଓ ରୂପା

ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ପରିମାଣର ସୁନା ଓ ରୁପା । ଦୁଇଟି କଣ୍ଟେନରରେ ସୁନା-ରୁପା ଯାଉଥିବା ବେଳେ ଖବର ପାଇ ମାଡି ବସିଲା ସିଟି ଜିଏସଟି ବିଭାଗ ।ମୁମ୍ବାଇରୁ ଭୁବନେଶ୍ବରକୁ ଚାଲାଣ ବେଳେ ଭୁବନେଶ୍ବର ଏୟାରପୋର୍ଟରୁ ଚଢ଼ାଉ କରି…

ଆସିଲା ‘ସୁଭଦ୍ରା’ ଯୋଜନାର ଗାଇଡଲାଇନ୍‌; ଜାଣନ୍ତୁ କେଉଁ ମାନେ ଏବଂ କିପରି କରିପାରିବେ ଆବେଦନ

ଆଜି ରାଜ୍ୟରେ ଜାରି ହେଲା ସୁଭଦ୍ରା ଯୋଜନାର ଗାଇଡଲାଇନ୍‌ । ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଛି ।…

ପାଣ୍ଡିଆନଙ୍କ ଭାଉ ଦେଖାଇ ବିଜେଡି ନେତ୍ରୀ ଠକିନେଲେ କୋଟି କୋଟି ଟଙ୍କା!

ଚାକିରି ଦେବା ନାଁରେ ନିଜକୁ ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତିକେୟନ ପାଣ୍ଡିଆନ୍ ଭାଇ ବା ଭି କେ ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ କୋଟି କୋଟି ଟଙ୍କା ଠକି ନେଲେ ଜଣେ ନକଲି ଓଏଏସ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ…

ସଂଧ୍ୟାରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ । ଆଜି ଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସ ବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଲୀଳା ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସଂନ୍ଧ୍ୟା ଧୂପ ନୀତି…

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ – ଆଇନ ମନ୍ତ୍ରୀ

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପରେ ଗଣତି ସହ ସୁଡ଼ଙ୍ଗ ଅଛି କି ନାହିଁ ସବୁ କିଛିର ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବା ପରେ…

କାଲି ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଶ୍ରୀ ନବୀନଙ୍କ ୩ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ଏସଆଇଟି ବୈଠକରେ ଯୋଗ…

ମଦମୃତ୍ୟୁ ପରେ ଅବକାରୀ ବିଭାଗର ଚଢ଼ଉ ଜାରି

ବିଷାକ୍ତ ଓ ନକଲି ମଦ ପିଇ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଅବକାରୀ ବିଭାଗର ଚଢ଼ଉ ଜାରି ରହିଛି। ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ନୀଳକଣ୍ଠନଗରରେ ଅବକାରୀ ବିଭାଗ ଚଢ଼ଉ କରି ବ୍ୟାପକ ଦେଶୀ ମଦ, ପୋଚ ଓ କଞ୍ଚାମାଲ ଜବତ କରିଛି। ଘର…

ଖୋର୍ଦ୍ଧା ମର୍ଡର; ଶାନ୍ତି ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କ ନିବେଦନ

ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦରେ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଶାନ୍ତି ଫେରାଇ ଆଣିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଲୋକଙ୍କୁ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ କୌଣସି ଆପତ୍ତିଜନକ ପୋଷ୍ଟ ନକରିବାକୁ ମଧ୍ୟ ପରାମର୍ଶ…

ହାତୀ ‘ରାମୁ’ର ମୃତ୍ୟୁ ଘଟଣା; କାମର ହିସାବ ମାଗିଲେ ପିସିସିଏଫ୍

ହାତୀ ‘ରାମୁ’ର ମୃତ୍ୟୁ ପରେ ବନ ବିଭାଗର ଚେତା ପଶିଛି। ନିୟୋଜିତ ସ୍ୱତନ୍ତ୍ର ସ୍କ୍ବାର୍ଡଙ୍କ କାମର ହିସାବ ମାଗିଲେ ପିସିସିଏଫ୍। ସବୁ ଆରସିସିଏଫ୍‌ଙ୍କୁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ଚିଠି ହୋଇଛି। ଏବେ ରାଜ୍ୟରେ ୩୯୭ ସ୍ୱତନ୍ତ୍ର ସ୍କ୍ୱାଡ୍ ବନ୍ୟଜନ୍ତୁ ସୁରକ୍ଷାରେ ନିୟୋଜିତ ଅଛନ୍ତି।…

ଖୋର୍ଦ୍ଧା ମର୍ଡର: ସ୍ଥିତି ସମୀକ୍ଷା କଲେ ଡିଜିପି

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣାରେ ମୁକୁନ୍ଦପ୍ରସାଦରେ ପହଞ୍ଚିଲେ ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକ। ଟାଉନ ଥାନା ଅଞ୍ଚଳ ବଜାରରେ ଯୁବକଙ୍କୁ ହତ୍ୟା ପରେ ଛାନଭିନ୍ ଜାରି ରହିଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ପରେ…