Category: ରାଜ୍ୟ

ନିରପେକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ବିଷମ କଟକର ମୁନିଗୁଡାରେ ନିର୍ବାଚନ ପ୍ରଚାର୍ ପାଇଁ ଯାଇଥିବା ସମୟରେ ସଧାରଣ ଭୋଟର ମାନେ ତାଙ୍କୁ ଜଳ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାଧୁ ବ୍ୟକ୍ତି…

ଲଖନପୁର ନୌକା ଦୁର୍ଘଟଣା; ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା 

ଝାରସୁଗୁଡା ଜିଲ୍ଲା ଲଖନପୁର ର ଶରଧା ରେ ମହାନଦୀ ରେ ଏକ ନୌକା ଦୁର୍ଘଟଣରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା…

ମହାନଦୀରେ ବୁଡିଲା ଡଙ୍ଗା

ମହାନଦୀରେ ବୁଡ଼ିଲା ଡଙ୍ଗା। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ବାଞ୍ଜିପାଲିକୁ ଯାଉଥିବା ବେଳେ ବୁଡ଼ିଗଲା ଡଙ୍ଗା। ଡଙ୍ଗାରେ ପ୍ରାୟ ୫୦ ରୁ ଉର୍ଦ୍ଧ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣା ପଡ଼ିଛି। ନିକଟରେ ଥିବା…

କଲବଲ କରୁଛି ତାତି!

ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସାଢ଼େ ୨.୩୦ ସୁଦ୍ଧା ୪୧.୨ ସହ ସୁନ୍ଦରଗଡ ସର୍ବାଧିକ ଉତ୍ତପ୍ତ ସହର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା…

ଚେକିଂ ବେଳେ ୬ ଲକ୍ଷ ଜବତ

ପଦ୍ମପୁର : ଚେକିଂବେଳେ ବାଇକ୍ରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । ଝାରବନ୍ଧ ଥାନା ଡଭା ଛକରେ ଚେକିଂ ବେଳେ ଜବତ ହୋଇଛି । ୬ ଲକ୍ଷ ୫୨ ହଜାର ଟଙ୍କା କରିଛି ଝାରବନ୍ଧ ଥାନା ପୋଲିସ ।…

ଓଡଗାଁ ଥାନା ଘେରିଲେ ବିଜେପି କର୍ମୀ

ନୟାଗଡ : ସରପଞ୍ଚଙ୍କ ସ୍ୱାମୀ ନାଁରେ ଦୁଷ୍କମ ଅଭିଯୋଗ ମାମଲା । ଓଡଗାଁ ଥାନା ଅଞ୍ଚଳରେ ଦୁଷ୍କମ ମାମଲାରେ ତାତିରେ ବିଜେପି କର୍ମୀ । ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଥାନା ଘେରିଲେ ବିଜେପି କର୍ମୀ । ଥାନା ଭିତରକୁ ଧସେଇ ପଶିବା…

ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଧରିତ୍ରୀର ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ସାମ୍ବାଦିକ ଜଣ ହେଉଛନ୍ତି ସରୋଜ ଜେନା। ଦୁର୍ବୃତ୍ତ ମାନେ ତାଙ୍କ ମୁଣ୍ଡରେ ଇଟା ଛେଚି ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ, ଏହା…

ପଦ୍ମ ଧରିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ !

ପଦ୍ମ ଧରିବେ ପୁର୍ବତନ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ଖୁବ ଶୀଘ୍ର ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ନେତା ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି ।…

ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଓଡ଼ିଶାର ବାସ୍ତବ ଚିତ୍ର ଦେଖିବାକୁ ଅକ୍ଷମ : ନାଉରୀ ନାଏକ

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ସରକାରର ଅପାରଗତା ପାଇଁ ଆଜି କୋଟି କୋଟି ଓଡ଼ିଆ ଲୋକମାନେ ଜର୍ଜରିତ । କିନ୍ତୁ ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଏ ସବୁ ଚିତ୍ର ସେମାନଙ୍କୁ ଦେଖାଯାଉନାହିଁ ବୋଲି ରେଙ୍ଗାଳି ବିଧାୟକ ନାଉରୀ ନାଏକ…

ରାଜ୍ୟରେ ଅସହ୍ଯ ତାତି: ଜଳୁଛି ଓଡ଼ିଶା

ଭୁବନେଶ୍ବର: ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ…