Category: ରାଜ୍ୟ

ଓଡ଼ିଶାକୁ ଆସିବେ ୫ ମହାବଳ ବାଘ

ଓଡ଼ିଶାର ଅଭୟାରଣ୍ୟରେ ମହାବଳ ବାଘବଂଶ ବୃଦ୍ଧି ପାଇଁ ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ଶେଷ…

ରାହୁଲ ଗାନ୍ଧୀ ଫଟୋ ଉପରକୁ ଗୋବର ମାଡ଼ ଘଟଣା: ପୋଲିସ କମିଶନରେଟ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ବିଜେପି କର୍ମୀଙ୍କ ଗୋବର ମାଡ଼ ଘଟଣାରେ ଆଜି କମିଶନରେଟ ପୋଲିସ ଅଫିସ ଘେରାଉ କରିଛନ୍ତି ଛାତ୍ର କଂଗ୍ରେସ । ବିଜେପି କର୍ମୀଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଘେରାଉ । ବିକ୍ଷୋଭରେ…

ଅଗଷ୍ଟ ୧୧ରେ NEET-PG ପରୀକ୍ଷା

ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG ପରୀକ୍ଷା ପାଇଁ ମେଡିକାଲ ସାଇନ୍ସ ଜାତୀୟ ପରୀକ୍ଷା ବୋର୍ଡ ତାରିଖ ଘୋଷଣା କରିଛି। ଅଗଷ୍ଟ ୧୧ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଏଜେନ୍ସି ପକ୍ଷରୁ…

ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଏତଲା

ପୁଣି ଅଡ଼ୁଆରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ନାଁରେ ଏତଲା । କ୍ୟାପିଟାଲ ଥାନାରେ ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ…

ସୁରେନ୍ଦ୍ରନାଥଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପରଲୋକରେ ବରିଷ୍ଠ ନେତା, ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ପୂର୍ବତନ ଉପ-ବାଚସ୍ପତି ସୁରେନ୍ଦ୍ରନାଥ ନାୟକ । ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି…

ଖୋଲା ହେବ ରତ୍ନ ଭଣ୍ଡାର? ସବୁ ସେ କାଳିଆର ଇଛା!

ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ବିଶ୍ଵନିୟନ୍ତା । ତାଙ୍କ ଇଛା ବିନା ଗଛରୁ ପତ୍ରଟିଏ ବି ହଲେନି। ମହାପ୍ରଭୁଙ୍କ ନାଁରେ ଅପପ୍ରଚାର ଓ ଗୁଜବ ସୃଷ୍ଟି କରି କେହି ବର୍ତ୍ତି ଯାଇପାରିବେନି। ରତ୍ନଭଣ୍ଡାର ଖୋଲିବା ନେଇ ଯେତେ ବୈଠକ ଓ…

ରତ୍ନଭଣ୍ଡାର ପ୍ରସଙ୍ଗ: ପ୍ରମିଳାଙ୍କୁ ଜବାବ ଦେଲେ ପୃଥ୍ୱୀରାଜ

ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରମିଳା ମଲ୍ଲିକଙ୍କୁ କଡ଼ା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ଦ ଉଦ୍ଦେଶ୍ୟ ରଖି ପୂର୍ବ କମିଟି ଭଙ୍ଗାଗଲା ବୋଲି କହିଥିଲେ ପ୍ରମିଳା ମଲ୍ଲିକ। ସେମାନେ ଖାଲି ଭୁଆଁ ବୁଲେଇବେ ବୋଲି କହିଥିଲେ ବିରୋଧୀ ଦଳ ମୁଖ୍ୟ…

ରାଜ୍ୟରେ ଲାଗିବ ୫ କୋଟି ଚାରା: ପରିବେଶ ସଚିବ

ବୃକ୍ଷରୋପଣ ନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ଏ ବର୍ଷ ରାଜ୍ୟରେ ୫ କୋଟି ଗଛ ଲଗାଯିବ ବୋଲି କହିଛନ୍ତି। ୧୮ ମାସିଆ ପରିବର୍ତ୍ତେ ୩୦ ମାସିଆ ଚାରା ଦିଆଯିବ। ପରିବେଶ ସୁରକ୍ଷା ପାଇଁ ପରିବେଶ…

ବିଧାନସଭା ପରିସରରେ ସୁରେନ୍ଦ୍ରନାଥ ନାୟକଙ୍କୁ ଦିଆଗଲା ଶେଷ ଶ୍ରଦ୍ଧାଞ୍ଜଳି

ପରଲୋକରେ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ । କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ମରଶରୀର ବିଧାନସଭା ପହଞ୍ଚିଛି। ବିଧାନସଭା ପରିସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି…

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ନାରାୟଣପୁର ତେଲାଙ୍ଗୁର ଜଙ୍ଗଲରେ ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ ହୋଇଛି।