Category: ରାଜ୍ୟ

ବିଜଦ ପୋଷ୍ଟରରୁ ବିଜୁ ଆଉଟ, ପାଣ୍ଡିଆନ ଇନ୍

ନିର୍ଭୟ ମିଡିଆ : ଭୁବନେଶ୍ୱର ଆସନ୍ତା ୨୯ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଥମ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଫେବୃଆରୀରେ ଭାରତ ଜୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । କଂଗ୍ରେସର ନିର୍ବାଚନୀ ଆଭିମୁଖ୍ୟ କ’ଣ ହେବ…

ଶିକ୍ଷକ ନିଯୁକ୍ତିକୁ ନେଇ ମନ୍ତ୍ରୀଙ୍କ ଘରକୁ ଅଣ୍ଡା, ଟମାଟୋ ମାଡ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା, ଟମାଟୋ ମାଡ କଲା ଛାତ୍ର କଂଗ୍ରେସ । କନିଷ୍ଠ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରତିବାଦର ଅଣ୍ଡା, ଟମାଟୋ ମାଡ । ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ସହ ଘଟଣାର ନ୍ୟାୟିକ ତଦନ୍ତ ଦାବି ।…

ରାଉରକେଲାରୁ ଶୁଆ ଚୋର ରାକେଟ ଠାବ

ରାଉରକେଲା: ରାଉରକେଲାରୁ ଶୁଆ ଚୋର ରାକେଟ ଠାବ। ବେଆଇନି ବିକ୍ରି ବେଳେ ମାଡିବସିଲେ ବନ ବିଭାଗ। ୭୨ଟି ଜଙ୍ଗଲି ଶୁଆକୁ ଜବତ କରିଛି ବନବିଭାଗ। ଏହି ଘଟଣାରେ ୨ ଜଣଙ୍କୁ ଗିରଫପରେ କୋର୍ଟ ଚାଲାଣ କରାଯାଇଛି। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କଠାରେ…

ଦୁଇ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ; ଦଳକୁ ଫେରିଲେ ସଗରିଆ

ଭୁବନେଶ୍ବର : ନୂଆ ପ୍ରଭାରୀ ଆସିବା ପର ଠାରୁ ଆକ୍ସନମୋଡରେ ରାଜ୍ୟ କଂଗ୍ରେସ । ଦଳକୁ ଜଣ ଜଣ କରି ଫେରୁଛନ୍ତି ନେତା । ତେବେ ବିଗତ ଦିନରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ୩ ବରିଷ୍ଠ ନେତା ମହମ୍ମଦ ମୋକିମ ଓ…

ରାଜ୍ୟ କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ରାଜ୍ୟ କ୍ୟବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡ଼ିଛି । ଏ ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।…

ଆରପାରିରେ ବରିଷ୍ଠ ସାମ୍ୱାଦିକ ଅରୁଣ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଆଉ ନାହାଁନ୍ତି। ତାଙ୍କ ନିଜ କଟକସ୍ଥିତ ବାସଭବନଠାରେ ୭୫ ବୟସର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସାମ୍ବାଦିକତା ବ୍ୟତୀତ ପଣ୍ଡା ଅନେକ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିଲେ ଏବଂ ଜଣେ ସାମାଜିକ…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ତେମଜେନୱାପଙ୍ଗ ଆଓ ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି। ସେହିପରି ଶ୍ରୀକାନ୍ତ ପୃଷ୍ଟି…

ବାହାନଗା ଟ୍ରେନ୍ ଟ୍ରାଜେଡି; ତତ୍କାଳୀନ ୨ ରେଳ କର୍ମଚାରୀ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର: ଗତ ବର୍ଷ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୧ ହଜାରରୁ…

ମହିଳାଙ୍କୁ ଏମିତି ସହାୟତା କଲେ ରାଜ୍ୟପାଳ ରଘୁବର ଦାସ; ପଢନ୍ତୁ ପୁରା ଖବର

ଯାଜପୁର: ରାଜ୍ୟପାଳ ରଘୁବର ଦାସ ଦିନିକିଆ ଯାଜପୁର ଜିଲା ଗସ୍ତରେ ଆସି ପ୍ରଥମେ ମା ବିରଜାଙ୍କ ଦର୍ଶନ କରିବା ସହ ଦଶରଥପୁର ବ୍ଲକ ର ବିଭିନ୍ନ ଅଞ୍ଚଳ କୁ ଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁଭେଟିଛନ୍ତି । ପ୍ରଥମେ ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ…