ତାଜା ଖବର ରାଜ୍ୟ Payment Demand Despite Ayushman Card: ଆୟୁଷ୍ମାନ କାର୍ଡ ଥାଇ ଅର୍ଥ ଦାବି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ପ୍ରଦୀପ ପାଣିଗ୍ରାହୀ September 26, 2026 Nirvay ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ବସନ୍ତ ରାଉଳଙ୍କ ଚିକିତ୍ସାକୁ ନେଇ ସୃଷ୍ଟି ହୋଇଥିବା ଜରୁରୀ ସମସ୍ୟା ଉପରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରଶ୍ନ ଉଠାଇଛନ୍ତି । ସାଂସଦଙ୍କ ଅଭିଯୋଗ ଅନୁଯାୟୀ, ବସନ୍ତ ରାଉଳଙ୍କ ନିକଟରେ…
ତାଜା ଖବର ରାଜ୍ୟ 10,000 Police Personnel to Be Recruited: ଆସନ୍ତା ଫେବୃୟାରୀ ସୁଦ୍ଧା ନିଯୁକ୍ତି ହେବେ ୧୦ ହଜାର ପୋଲିସ September 26, 2026 Nirvay ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀ ନିଯୁକ୍ତି ହେବେ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜି) ବିନୟତୋଷ ମିଶ୍ର । ରାଜ୍ୟରେ ପୋଲିସ ବାହିନୀକୁ ଆହୁରି ସୁଦୃଢ଼ କରିବା ଏବଂ ଆଇନଶୃଙ୍ଖଳା…
ତାଜା ଖବର ରାଜ୍ୟ Fresh Flood Fear Looms Over Odisha: ପୁଣିଥରେ ବନ୍ୟା ଆଶଙ୍କା, ବିପଦ ସଙ୍କେତ ଟପିଲା ବିଭିନ୍ନ ନଦୀର ଜଳସ୍ତର September 26, 2026 Nirvay ଲଘୁଚାପଜନିତ ଲଗାଣ ବର୍ଷା ଓ ଗଭୀର ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବା ବେଳେ ତଳିଆ ଅଞ୍ଚଳରେ ପୁଣିଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବାଲେଶ୍ୱର…
ତାଜା ଖବର ରାଜ୍ୟ Schools Shut in 5 Districts: ପ୍ରବଳ ବର୍ଷା ଆଶଙ୍କା; ଓଡ଼ିଶାର ୫ ଜିଲ୍ଲାରେ ଆଜି ସ୍କୁଲ ବନ୍ଦ September 26, 2026 Nirvay ପାଣିପାଗ ବିଭାଗର ପ୍ରବଳ ବର୍ଷା ଆକଳନକୁ ଦୃଷ୍ଟିରେ ରଖି ଆଜି, ଶନିବାର ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ୍ ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । କଟକ, ମାଲକାନଗିରି, ନବରଙ୍ଗପୁର…
ତାଜା ଖବର ରାଜନୀତି ରାଜ୍ୟ OPCC President Bhakta Das Fell Ill During Rally: ପିସିସି ସଭାପତି ଭକ୍ତ ଦାସ ଅସୁସ୍ଥ; ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ September 25, 2026 Papirani ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…
ତାଜା ଖବର ଦେଶ ରାଜ୍ୟ PM Mementos e-Auction 2026: ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ September 25, 2026 Papirani ଚଳିତ ବର୍ଷର ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନ ଇ-ନିଲାମୀରେ ଓଡ଼ିଶାର ବିବିଧ ସାଂସ୍କୃତିକ ଐତିହ୍ୟ ପ୍ରମୁଖ ଆକର୍ଷଣ ସାଜିଛି । ଏଥିରେ ରାଜ୍ୟର ଆଧ୍ୟାତ୍ମିକ ପରମ୍ପରା, କଳାତ୍ମକ କାରିଗରୀ, ଚିତ୍ରକଳା, ବୟନଶିଳ୍ପ ଓ ସାହିତ୍ୟ ପରମ୍ପରାକୁ ପ୍ରତିଫଳିତ କରୁଥିବା ବିଭିନ୍ନ ସାମଗ୍ରୀ ସାମିଲ କରାଯାଇଛି।…
ତାଜା ଖବର ରାଜ୍ୟ Odisha CM Launches ‘Sambandh’ Campaign: ଆଖୁଚାଷୀଙ୍କ ପାଇଁ ୧୫ ହଜାର ଇନପୁଟ୍ ସବସିଡି ଘୋଷଣା ସହ ‘ସମୃଦ୍ଧ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ September 25, 2026 Papirani ଅଧିକ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ‘ସମ୍ବନ୍ଧ’ ନାମକ ଏକ ରାଜ୍ୟବ୍ୟାପୀ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାଷୀମାନଙ୍କୁ ପ୍ରାଥମିକ କୃଷି ସମବାୟ ସମିତି ଏବଂ ବୃହତ ଆଦିବାସୀ…
ତାଜା ଖବର ରାଜ୍ୟ Heavy Rain Alert in Odisha: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ September 25, 2026 Papirani ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଅବପାତଟି ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ଥିବାରୁ…
ତାଜା ଖବର ରାଜ୍ୟ Strict Action on Open Drain Fatalities: ମୁକୁଳା ଡ୍ରେନରେ ମୃତ୍ୟୁ ହେଲେ ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ September 25, 2026 Papirani ରାଜ୍ୟରେ ମୁକୁଳା ଡ୍ରେନ୍ ଏବଂ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ହେଉଥିବା ଦୁର୍ଘଟଣା ଏବଂ ଧନଜୀବନ ହାନିକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୂଆ ଆଇନର ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନୂଆ ନିୟମ…
ତାଜା ଖବର ରାଜ୍ୟ Special Counters for Senior Citizens in Govt Office: ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ September 25, 2026 Papirani ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବରିଷ୍ଠ ନାଗରିକମାନଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା…