Category: ରାଜ୍ୟ

Abdur Rehman Acquitted in AQIS Case: AQIS ଲିଙ୍କ୍‌ ମାମଲା; ନିର୍ଦ୍ଦୋଷରେ ଖଲାସ ହେଲେ ସନ୍ଦିଗ୍ଧ ଆତଙ୍କୀ ଅବଦୁର ରେହମାନ

ନିର୍ଦ୍ଦୋଷରେ ଖଲାସ ହେଲା ସନ୍ଦିଗ୍ଧ ଆତଙ୍କୀ ଅବଦୁର ରେହମାନ । ଆଲ୍ କାଏଦା ଲିଙ୍କ୍ ସହିତ ଜଡିତ ମାମଲାରେ ପ୍ରମାଣ ଅଭାବରୁ କଟକ ଜିଲ୍ଲା ଏବଂ ସେସନ୍ସ ଜଜ୍ କୋର୍ଟ ସନ୍ଦିଗ୍ଧ ଆତଙ୍କବାଦୀ ଅଭିଯୁକ୍ତ ଅବଦୁର ରେହମାନକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।…

Odisha Cabinet Reshuffle: କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ରାଜସ୍ୱ ମନ୍ତ୍ରୀ

କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଯେକୌଣସି ସମୟରେ ହୋଇପାରେ । ଏହା ସହ ନିଗମ ଏବଂ ବୋର୍ଡଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ…

Balianta Mob Lynching Case: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା; ଆଉ ଜଣେ ଅଭିଯୁକ୍ତ ଗିରଫ

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ଅଞ୍ଚଳରୁ ୪୮ ବର୍ଷୀୟ ବିନୋଦ ବେହେରାଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ୱର ସତ୍ୟନଗରର…

MP Debashish Samantaray joins BJP:  ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ

ବିଜେଡି ଛାଡି ବିଜେପିରେ ମିଶିଲେ ସାଂସଦ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ଦେବାଶିଷ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ । ଗତକାଲି ସାମନ୍ତରାୟ ବିଜେଡି ଦଳ ଏବଂ ରାଜ୍ୟସଭା ଉଭୟରୁ…

Padma Awards 2026: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍‌ ମହେନ୍ଦ୍ର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ଭାଷାବିତ୍‌ ତଥା ଲୋକ କଥାକାର ଡ. ମହେନ୍ଦ୍ର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ। ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ମାନଜନକ ପୁରସ୍କାର ପାଇବା ଏବଂ ସମଗ୍ର ରାଜ୍ୟ ପାଇଁ ଅପାର…