Category: ରାଜ୍ୟ

ମାଫିଆଙ୍କ ସହ ମନ୍ତ୍ରୀଙ୍କର କାମାକ୍ଷୀ ଠାକୁରାଣୀ ଦର୍ଶନ ଗସ୍ତକୁ ନେଇ ବିବାଦ

ରାଜଭବନ ସମ୍ମୁଖରେ ହୁଙ୍କାପଡା ପରିବେଶ ବଞ୍ଚାଅ ଦାବି ନେଇ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଥ‌ିବା ଧାରଣା ସୋମ‌ବାର ସାମୟିକ ଭାବେ ପ୍ରତ୍ୟାହୃତ ହୋଇଛି ବୋଲି ଆନ୍ଦୋଳନର ନେତ୍ରୀ ଆରତୀ ଦେବୀ ସୂଚନା ଦେଇଛନ୍ତି । ଗଞ୍ଜାମ…

ରାଜନେତାଙ୍କ ପ୍ରତିଶ୍ରୁତି ପାଣିର ଗାର; ଆସିକା ସୂତାକଳ ଖୋଲିବ କେବେ ?

କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟ ସରକାର ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ କର୍ପୋରେସନ ଦ୍ବାରା ଆସିକା ତହସିଲ ଅଧୀନ ହରଡ଼ାପଦର ପଞ୍ଚାୟତ ଧୋବାଜି ମୌଜାର ୬୬ ଏକର ଜମି ଅଧିଗ୍ରହଣ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭପଟ୍ଟନାୟକ ୧୯୮୨ ମସିହାରେ ଦୈନିକ ୪୦୦ କିଲୋଗ୍ରାମ…

ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ନିଲମ୍ବିତ

୨୦୧୯ ବ୍ୟାଚର OAS ଟପ୍ପର ଅଶ୍ୱିନୀ ପଣ୍ଡା ନିଲମ୍ବିତ। ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଛନ୍ତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ । ଗତ ଶୁକ୍ରବାର ଲାଞ୍ଚ ନେଇ…

ଆଜି ବିଜେଡିର ଶୃଙ୍ଖଳା କମିଟି ବୈଠକ

ଆଜି ବସିବ ବିଜେଡିର ଶୃଙ୍ଖଳା କମିଟି ବୈଠକ । ଶଙ୍ଖ ଭବନରେ ବସିବ ଶୃଙ୍ଖଳା କମିଟି ବୈଠକ । ଆଜି ଅପରାହ୍ଣ ୫ଟାରେ ଶଙ୍ଖଭବନରେ ବିଜେଡି ଶୃଙ୍ଖଳା କମିଟି ବୈଠକ। ଶୃଙ୍ଖଳା କମିଟି ବୈଠକରେ ଉପସ୍ଥିତ ରହିବେ କମିଟିର ୭ ସଦସ୍ୟ…

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ; ଘରୋଇ ହସପିଟାଲରେ ଭର୍ତ୍ତି

ବଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। କଟକ ସିଡିଏର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି । ଫୁସ୍‌ଫୁସ୍‌ ସଂକ୍ରମଣଜନିତ ସମସ୍ୟା ନେଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ସୂଚନା । ତେବେ ଏବେ ବୁଦ୍ଧାଦିତ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା । ସୂଚନା…

ଶ୍ରୀମୟୀ ମିଶ୍ରଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ; ଭି.କେ. ପାଣ୍ଡିଆନଙ୍କୁ ନିଶାନା କରିଥିବା ଚର୍ଚ୍ଚା

ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣି ଥରେ ନାଁ ନନେଇ ତେରର୍ଚ୍ଛା ବାଣ ମାରିଛନ୍ତି । ପୂର୍ବର ଧ୍ରୁତରାଷ୍ଟ୍ର ଆକ୍ଷେପ ପରେ ଏବେ ଭଣ୍ଡ ସନ୍ନ୍ୟାସୀ କହି କଟାକ୍ଷ କରିଛନ୍ତି ଶ୍ରୀମୟୀ ମିଶ୍ର। ସେ କହିଛନ୍ତି କିଛି ଲୋକ ଭଣ୍ଡ ସନ୍ନ୍ୟାସୀର…

ପୁଣି ରାଜ୍ୟରେ ଲଜ୍ଜା; ବାଲି ହରଚଣ୍ଡୀ ପୀଠରେ ଯୁବତୀଙ୍କୁ ଗଣଧର୍ଷଣ

ଦୁଇ ଦିନ ତଳେ ବ୍ରହ୍ମଗିରି ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲି ହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଘଟିଛି ଲଜ୍ଜାଜନକ ଘଟଣା। ବାଲି ହରଚଣ୍ଡୀ ପୀଠରେ ଜଣେ ଯୁବତୀଙ୍କୁ ଗଣଧର୍ଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର

ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ ପ୍ରଧାନମନ୍ତ୍ରୀ ଆବାସ ମେଳା । ଏନେଇ ସବୁ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଚିଠି ଲେଖିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ପୁସ୍ତକ “ଖାକୀ ମଉଜ” ଉନ୍ମୋଚିତ

ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ସ୍ଵରଚିତ ପୁସ୍ତକ “ଖାକୀ ମଉଜ” ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରି ବହିଟିକୁ ପ୍ରଶଂସା କରିବା ସହ ଏହାକୁ ପ୍ରତ୍ୟେକ ଓଡ଼ିଆ…

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୂଆପଡ଼ା ଉପ-ନିର୍ବାଚନ ସମ୍ବନ୍ଧୀୟ ବୈଠକ

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ରଖି, ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ସମ୍ପର୍କରେ ଆଜି ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ…