Category: ରାଜ୍ୟ

ନାମାଙ୍କନ ଭରିଲେ ପ୍ରିୟଦର୍ଶୀ ମିଶ୍ର

ନାମାଙ୍କନ ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର। ସେ ଆଜି ଭୁବନେଶ୍ୱର ଉତ୍ତର ଆସନ ଲାଗି ପ୍ରାଥୀପତ୍ର ଦାଖଲ କରିଛନ୍ତି । ସେ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ନନ୍ଦନକାନନ ଛକରୁ ଶତାଧିକ କର୍ମୀଙ୍କ ସହ ବିଶାଳ…

ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କଲେ ରାହୁଲ ଗାନ୍ଧୀ

ନାମାଙ୍କନ ଦାଖଲ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ ବାତିଲ କରିଥିବା ବେଳେ ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କରିଛନ୍ତି। ଏହି ସଭାରେ କର୍ମୀଙ୍କ ଉତ୍ସାହ ବଢେଇବା ସହ ଗରିବଙ୍କ ପାଇଁ ୫ ଗ୍ୟାରେଣ୍ଟି ଆଣିବାକୁ ପ୍ରତିଶ୍ରୁତି…

ନାମାଙ୍କନ ପତ୍ର ଦାଖଲ କଲେ ଦିପାଳୀ ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ସେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି…

ବିଜେଡ଼ି ବିରୋଧରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ଗତକାଲି ବିଜେଡ଼ ରୁ ଇସ୍ତପା ଦେବାପରେ ଆଜି ଗଣମାଧ୍ୟମ ଆଗରେ ବିଜେଡ଼ି ବିରୋଧରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ ପଟ୍ଟନାୟକ | ସେ କହିଛନ୍ତି ଗଂଜେଇ ବେପାରୀଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ ଦେଉଛି ଏବଂ ବିଜେଡି ଯାହାକୁ…

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଖାରବେଳ ସ୍ୱାଇଁ

ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି ଖାରବେଳ । ସେ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଥିଲା…

ବାପାଙ୍କ ସହ ଆସି ନାମାଙ୍କନ ଭରିଲେ ସୋଫିଆ

ବାପାଙ୍କ ସହ ଆସି ନାମାଙ୍କନ ଭରିଲେ ସୋଫିଆ କଟକ :ବାରବାଟୀ ଆସନର କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ ଆଜି ନାମାଙ୍କନ ଭରିଛନ୍ତି । ମହମ୍ମଦ ମୋକିମ ଝିଅ ହେଲେ ସୋଫିଆ ଫିରଦୋସ। ସେ କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ତାଙ୍କର…

IFS ବିନୟ ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ

IFS ବିନୟ ପ୍ରଧାନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ପୁଣି ଅଭିଯୋଗ କରିଛି ବିଜେଡି। ୨୦୨୪ ନିର୍ବାଚନରେ IFSଙ୍କ ସମ୍ପୃକ୍ତି ନିର୍ବାଚନ ପ୍ରଭାବିତ କରୁଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ନ୍ୟୁୟର୍କରେ କନସୁଲେଟ୍…

ଓଡିଶା ଗ୍ରସ୍ତରେ ଆସୁଛନ୍ତି ଆସନ୍ତାକାଲି ଜୟଶଙ୍କର ଓ ୫ ତାରିଖରେ ଜେପି ନଡ୍ଡା

ଭୁବନେଶ୍ୱର: କେନ୍ଦ୍ର ବିଦେଶ ମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ଏସ୍ ଜୟଶଙ୍କର କାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୪ ଓ ୫ ଦୁଇଦିନ ଭୁବନେଶ୍ୱର,କଟକ, ସମ୍ବଲପୁରର କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନ୍ୟପଟେ ୫ ଅପରାହ୍ନରେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

କେନ୍ଦ୍ରାପଡ଼ା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧାରା ପଡ଼ିଲେ ଚକବନ୍ଦୀ କମିସନର ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ହେଲେ ଜିତେନ୍ଦ୍ର ସେନାପତି । ଜମିଜମା ମାମଲାର ସମାଧାନ ଲାଗି ଜଣେ ମହିଳାଙ୍କ ସେ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…

ବିଜେଡି ଛାଡ଼ିଲେ ରବି ନାରାୟଣ

ନୟାଗଡ଼: ରଣପୁରର ପୂର୍ବତନ ବିଧାୟକ ଆଜି ବିଜେଡି ପ୍ରାଥମିକ ସଦସ୍ୟତା ପଡ଼ାରୁ ଇସ୍ତଫା ଦେଇଛନ୍ତି । ଛାଡ଼ିଲେ ରବି ନାରାୟଣ ମହାପାତ୍ର । ସେ ୨୦୧୪ରେ ରଣପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ରଣପୁର ବିଧାୟକ ଥିଲେ…