Category: ଖେଳ

Asian Games 2026: ଏସୀୟ କ୍ରୀଡ଼ା ୨୦୨୬: ଏମଏମଏରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଲେ ସୁଚିକା ତରିୟାଲ

ଏସିଆନ୍ ଗେମ୍ସରେ ଭାରତ ପାଇଁ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଏମଏମଏ ଫାଇଟରେ ଭାରତୀୟ ଆଥଲେଟ୍ ସୁଚିକା ତରିୟାଲ ଏକ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରି ସମଗ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି। ସେ ୬୦ କିଗ୍ରା ଓଜନ ବର୍ଗରେ…

Odisha T20 League Begins: ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬; ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଟ୍ରଫିରେ ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ କ୍ରିକେଟ୍…

Asian Games 2026: ଏସୀୟ କ୍ରୀଡ଼ା ୨୦୨୬: ସୁଟିଂରେ ରୌପ୍ୟ ପଦକ ସହ ପଦକ ଖାତା ଖୋଲିଲା ଭାରତ

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଆଥଲେଟଙ୍କ ଦମ୍ଦାର ପ୍ରଦର୍ଶନ ଜାରି ରହିଛି। କ୍ରୀଡ଼ାର ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ସୁଟିଂ ଇଭେଣ୍ଟରୁ ଭାରତ ପାଇଁ ଆସିଛି ପ୍ରଥମ ସଫଳତା। ୧୦ ମିଟର ଏୟାର ରାଇଫଲ୍ ମହିଳା ଟିମ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି…

नागोया में एशियन गेम्स की शुरुआत, मनु भाकर और पवन सहरावत ने थामी भारत की कमान

20वें एशियाई खेलों की शुरुआत शनिवार (19 सितंबर) को आइची-नागोया में हुई। मिज़ुहो पार्क एथलेटिक स्टेडियम में आयोजित एक रंगारंग उद्घाटन समारोह में जापान के सम्राट नारुहितो ने खेलों के…

Women’s Asia Cup: ମହିଳା ଏସିଆ କପ୍ କ୍ରିକେଟ: ଶ୍ରୀଲଙ୍କାକୁ ହରାଇ ଭାରତ ଅଷ୍ଟମ ଥର ପାଇଁ ଚାମ୍ପିଅନ୍

ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ ମୁକାବିଲାରେ ଭାରତୀୟ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଚାମ୍ପିଅନ୍ ଆଖ୍ୟା ହାସଲ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଅଷ୍ଟମ ଥର…

Junior Hockey Asia Cup: ଏସୀୟ ଜୁନିୟର ହକିରେ ଭାରତର ଐତିହାସିକ ସଫଳତା: ପୁରୁଷ ଓ ମହିଳା ଦଳ ହେଲେ ଚାମ୍ପିୟନ୍

ଏସୀୟ ଜୁନିୟର ହକିରେ ଭାରତୀୟ ଦଳ ଐତିହାସିକ ସଫଳତା ହାସଲ କରିଛି। ଜୁନିୟର ଏସିଆ କପ୍ ହକି ଟୁର୍ନାମେଣ୍ଟରେ ଭାରତୀୟ ପୁରୁଷ ଓ ମହିଳା ଉଭୟ ଦଳ ଚାମ୍ପିୟନ୍ ହୋଇ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ମହିଳା ଫାଇନାଲ୍‌ରେ ଭାରତ ୧-୦…