Category: ଖେଳ

T20 World Cup 2026: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC

ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବେଦନ ଖାରଜ । ଟି-୨୦ ବିଶ୍ବକପ୍ ମ୍ୟାଚ୍ ଭାରତରେ ନ ଖେଳିବାକୁ ଆବେଦନ କରିଥିଲା BCB । ବାଂଲାଦେଶ ଟିମ୍ ଭାରତ ଆସିବ ନାହିଁ ବୋଲି ଆବେଦନ କରିଥିଲା। ନିଜର ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର ପାଇଁ କରିଥିଲା…

EC Summons Mohammad Shami: SIR ସହିତ ଜଡିତ ମାମଲାରେ ମହମ୍ମଦ ସାମିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବଂ ତାଙ୍କ ଭାଇ ମହମ୍ମଦ କୈଫଙ୍କୁ କୋଲକାତାରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଶୁଣାଣି ପାଇଁ ନୋଟିସ ଜାରି କରାଯାଇଛି। ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଶାମି ତାଙ୍କର ବୃତ୍ତିଗତ କ୍ରିକେଟ ପ୍ରତିବଦ୍ଧତା ଯୋଗୁଁ…

T20 World Cup: ଟି-୨୦ ବିଶ୍ଵକପ୍ ଖେଳିବାକୁ ଭାରତ ଆସିବନି ବାଂଲାଦେଶ

୨୦୨୬ ଟି୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ମୁସ୍ତାଫିଜୁର ରେହମାନଙ୍କୁ IPL ରୁ ବହିଷ୍କାର କରାଯିବା ପରଠାରୁ ମୁହାଁମୁହିଁ ସ୍ଥିତିରେ ଭାରତ ଏବଂ ବାଂଲାଦେଶର କ୍ରିକେଟ ବୋର୍ଡ। ଭାରତକୁ ଟି-୨୦ ବିଶ୍ବକପ୍‌ ଖେଳିବାକୁ ଆସିବାକୁ ମନା କଲା ବାଂଲାଦେଶ…

Vijay Hazare Trophy: ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀକୁ ହରାଇଲା ଓଡ଼ିଶା

ନୂଆ ବର୍ଷ ପୂର୍ବରୁ ବିଜୟ ଭେଟି ଦେଲା ଓଡ଼ିଶା କ୍ରିକେଟ୍‌ ଟିମ୍‌ । ବେଙ୍ଗାଲୁରୁଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପୁଣି ଚମକ ଦେଖାଇଛନ୍ତି । ବୁଧବାର ଦିନ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ହରାଇଛି ଓଡ଼ିଶା…

OSJA Award: ପ୍ରୀତିସ୍ମିତା ଭୋଇ ଓ କାଳୁ ଚରଣ ଚୌଧୁରୀ ପାଇବେ ‘ଓସ୍‌ଜା’ ପୁରସ୍କାର

ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ ଏବଂ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ ।ପ୍ରୀତିସ୍ମିତାଙ୍କୁ ୨୦୨୫ ମସିହାର ଶ୍ରେଷ୍ଠ ଓଡ଼ିଶା ଖେଳାଳି ଏବଂ କାଳୁଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସେବା ପାଇଁ…

Women Cricketers’ Match Fees Increase: ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି

ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି କଲା ବିସିସିଆଇ । ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଅଫ୍ ଆପେକ୍ସ କାଉନସିଲ୍ ଘରୋଇ କ୍ରିକେଟ୍ ରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇଛି। ଏହା ମହିଳା କ୍ରିକେଟର…

Under-19 Asia Cup: U19 ଏସିଆ କପ୍ ଫାଇନାଲରେ ଭାରତକୁ ହରାଇଲା ପାକିସ୍ଥାନ

ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଣ୍ଡର-୧୯ ଏସିଆ କପ ଫାଇନାଲ୍ ମ୍ୟାଚରେ ବିଜୟ ହାସଲ କରିଛି ପାକିସ୍ତାନର । ୧୯୧ ରନରେ ବାଜି ମାରିନେଲା ପାକ୍ ଟିମ୍ । ପାକିସ୍ତାନର ୩୪୮ ରନର ବିଶାଳ ସ୍କୋରକୁ…

T20 World Cup 2026: T20 ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା

ଆସନ୍ତା ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଥିବା T-20 ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ବିସିସିଆଇ ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳର ଚୂଡ଼ାନ୍ତ ତାଲିକା ଘୋଷଣା କରିଛି । ଟି-୨୦…

IND vs SA 5th T20: ପଞ୍ଚମ T-20 କୁ 30 ରନରେ ଜିତି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଜିତିଲା ଭାରତ

ଭାରତ ପଞ୍ଚମ T-20 ମ୍ୟାଚ୍ ୩୦ ରନରେ ଜିତି ଦକ୍ଷିଣ ଆଫ୍ରିକାକୁ ୩-୧ ରେ ପରାସ୍ତ କରିଛି । ଶୁକ୍ରବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ…

IND vs SA 4th T20I: ଘନ କୁହୁଡ଼ି କାରଣରୁ ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ T-20 ରଦ୍ଦ

ଘନ କୁହୁଡି ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-ଟ୍ୱେଣ୍ଟି ରଦ୍ଦ ହୋଇଛି । ଲକ୍ଷ୍ନୌର ଇକାନା କ୍ରିକେଟ୍‌ ଷ୍ଟାଡ଼ିୟମ୍‌ରେ ସନ୍ଧ୍ୟା ୭ଟାରେ ୪ର୍ଥ T-20 ଖେଳାଯିବାର ଥିଲା, କିନ୍ତୁ ଘନ କୁହୁଡ଼ି ଯୋଗୁଁ ଟସ୍‌ ପଡିପାରି ନଥିଲା । ଆଲୋକ ଏବଂ…