ତାଜା ଖବର ପ୍ରିମିୟମ ଖବର ସମ୍ପାଦକୀୟ International Women’s Day: ଆଜି ଅନ୍ତର୍ଜାତୀୟ ମହିଳା ଦିବସ March 8, 2026 Papirani ଆଜି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା…
ତାଜା ଖବର ପ୍ରିମିୟମ ଖବର ରାଜ୍ୟ ସମ୍ପାଦକୀୟ Maha Shivratri 2026: ଆଜି ପବିତ୍ର ମହାଶିବରାତ୍ରି February 15, 2026 Papirani ଆଜି ପବିତ୍ର ମହାଶିବରାତ୍ରି। ରାଜ୍ୟର ବିଭିନ୍ନ ଶୈବପୀଠରେ ସକାଳୁ ଜମିଲାଣି ଭକ୍ତଙ୍କ ଗହଳି। ମହାଦେବଙ୍କ ଦର୍ଶନ ନିମନ୍ତେ ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଛନ୍ତି। ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ପାଳନ କରାଯାଏ ଏହି ମହାଶିବରାତ୍ରୀ । ଏହି ପବିତ୍ର…
ପ୍ରିମିୟମ ଖବର ରାଜ୍ୟ ବସ୍ତି ପାଇଁ କି ଅପରେସନ ଉତ୍କଳର ? September 12, 2025 Papirani ଉତ୍କଳ ବିଶ୍ବବିଦ୍ୟାଳୟଙ୍କ କର୍ତ୍ତୃପକ୍ଷଙ୍କ ହଠାତ ନିଦ ଭାଙ୍ଗିବାର କାରଣ କ’ଣ ? ପ୍ରଥମେ ହଷ୍ଟେଲ ସଫା । ଏବେ କ୍ୱାର୍ଟର ସଫା । ଏତେଦିନ ଧରି କେମିତି କୁଳପତିଙ୍କଠାରୁ ଆରମ୍ଭ କରି ବିଶ୍ଵ ବିଦ୍ୟାଳୟର ଅନ୍ୟ ପ୍ରଶାସନିକ ନିଜ କର୍ମକର୍ତ୍ତା ଆଖି…
ପ୍ରିମିୟମ ଖବର ରାଜ୍ୟ ଉତ୍କଳ ବିଶ୍ବବିଦ୍ୟାଳୟର ଭିନ୍ଦ୍ରେନୱାଲା କିଏ ? September 10, 2025 Papirani ଯାହା ହଉ ପ୍ରଥମ ଥର ପାଇଁ ମନକୁ ଖୁସି କଲାପରି ଦୃଶ୍ୟ ପଡ଼ିଲା ଆଖିରେ । ପୁଲିସ ଫୌଜ ପଶିଲେ ବାଣୀବିହାର ଭିତରକୁ । ୧୦ ନା ୧୬ ପ୍ଲାଟୁନ ଫୋର୍ସ । ହଷ୍ଟେଲ ଭିତରେ ପଶିଲେ । ଅନେକ ରୁମର…
ପ୍ରିମିୟମ ଖବର ରାଜନୀତି ଦିଲ୍ଲୀ ଚଲୋ September 9, 2025 Papirani ନେତାଜୀ ସୁଭାଷଚନ୍ଦ୍ର ବୋଷ ଏକ ବଡ଼ ଡାକରା ଦେଇଥିଲେ – ଦିଲ୍ଲୀ ଚଲୋ । ସେତେବେଳେ ଇଂଗ୍ରେଜ ଶାସନ ଥିଲା । ନେତାଜୀ ଆଜାଦ ହିନ୍ଦ୍ ଫୌଜ ଗଠନ କରିଥିଲେ । ପୁରା ଭାରତର ତନ୍ତ୍ରୀକୁ ହଲେଇ ଦେଇଥିଲା ନେତାଜୀଙ୍କ ଦିଲ୍ଲୀ…
ତାଜା ଖବର ପ୍ରିମିୟମ ଖବର ରାଜ୍ୟ ସମ୍ପାଦକୀୟ ଆଜି ପବିତ୍ର ଗୁରୁ ଦିବସ September 5, 2025 Papirani ଆଜି ସାରା ଦେଶ ପାଳନ କରୁଛି ଗୁରୁ ଦିବସ । ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଆଜି ଛାତ୍ରଛାତ୍ରି ନିଜ ନିଜ ଶିକ୍ଷକଙ୍କ ସମ୍ମାନରେ ଧୁମଧାମରେ ପାଳନ କରୁଛନ୍ତି ଗୁରୁ ଦିବସ । ଆଜି ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ…
ପ୍ରିମିୟମ ଖବର ରାଜନୀତି ରାଜ୍ୟ ଭକ୍ତଙ୍କ ଗୁଲାମୀ ଉପାଖ୍ୟାନ September 3, 2025 Papirani ୨୦୧୪ରୁ ୨୦୨୪ ଯାଏଁ କଉଁ ନେତାଙ୍କର ପାଟି ଫିଟୁନଥିଲା ଶଙ୍ଖ ସରକାର ବିରୋଧରେ। କୌଣସି ବିରୋଧୀ ଦଳ ମିଡ଼ିଆ ବିରୋଧରେ ବି ଉଁ କି ଚୁଁ କହୁନଥିଲେ । ୨୦୨୪ ନିର୍ବାଚନ ଫଳ କିନ୍ତୁ ସବୁ ଦଳର ନେତାଙ୍କ ବାକ୍ ଶକ୍ତି…
ପ୍ରିମିୟମ ଖବର ରାଜନୀତି ରାଜ୍ୟ ଓଳାଶୁଣୀ ଭୋଜି, ଶଙ୍ଖରେ ଭାଳେଣି August 22, 2025 Papirani ଓଳାଶୁଣୀ ଯାଜପୁର ଜିଲ୍ଲାର । ଗୋବରୀ ନଦୀ କୂଳରେ ଓଳାଶୁଣୀ ଗୁମ୍ଫା । ମନ୍ଦିର ବି ଅଛି । ସାଧୂ ଅରକ୍ଷିତ ଦାସଙ୍କ ସମାଧିପୀଠ ପାହାଡ ଉପରେ । ଏଇଠି ଅରକ୍ଷିତ ଦାସ ଲେଖୁଥିଲେ ମୋହିମା ମଣ୍ଡଳ ଗୀତା। ଶୂନ୍ୟ ବ୍ରହ୍ମର…
ପ୍ରିମିୟମ ଖବର ରାଜ୍ୟ ବଳଙ୍ଗା ପୀଡ଼ିତା ମାମଲା: କେଉଁ ଡାକ୍ତରଙ୍କୁ ଦେଖାଉଥିଲେ ଝିଅକୁ ? August 7, 2025 Papirani ବଳଙ୍ଗା ପୀଡ଼ିତା ମାମଲାରେ ଦି’ଟା କଥା ଆଦୌ ହଜମ ହଉନି । ପୀଡ଼ିତାଙ୍କ ବାପା ଓ ବୋଉ ଦି’ ପ୍ରକାର କଥା କେମିତି କହିଲେ ? ନିଆଁ ଲାଗିବା ଦିନ ପୀଡ଼ିତାଙ୍କ ବୋଉ ଅପହରଣ କଥା କହିଥିଲେ । କହିଥିଲେ କି…
ପ୍ରିମିୟମ ଖବର ରାଜ୍ୟ କୁହେଳିକା ଭିତରେ ବଳଙ୍ଗା ଝିଅ August 5, 2025 Papirani ବଳଙ୍ଗା ପୀଡ଼ିତାଙ୍କ ନାଁ କ’ଣ ? ପୁଲିସ କହୁଚି ଯେ, ଝିଅଟା ଆତ୍ମହତ୍ୟା କରିଚି । ଅନ୍ୟ କେହି ଏଥରେ ସଂପୃକ୍ତ ନାହାଁନ୍ତି । ଏହା ବଳାତ୍କାର କି ଦୁଷ୍କର୍ମ ମାମଲା ନୁହେଁ । ଅପହରଣ ଅଭିଯୋଗ ମିଛ । ତେବେ…