Category: ରାଜନୀତି

Nuapada Bypoll: ବିଜେଡି ନେତାଙ୍କ ଆକ୍ରମଣ ପ୍ରସଙ୍ଗ; ନୂଆପଡାବାସୀ କାହାର କ୍ରୀତଦାସ ନୁହନ୍ତି କହିଛି ବିଜେପି

ଆଜି ନୂଆପଡାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡାର ସ୍ଥାନୀୟ ବରିଷ୍ଠ ନେତା ଖାମସିଂହ ମାଝୀ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ନୂଆପଡାରେ ନିଜ ନିୟନ୍ତ୍ରଣ ରଖିବା ପାଇଁ ବବି ଦାସ ଏକ ବାହାର…

Nuapada Election Updates: ନୂଆପଡାରେ ବିଜେପି ର “ନୂତନ ଭୋଟର ସ୍ୱାଗତ ସମ୍ବର୍ଦ୍ଧନା” କାର୍ଯ୍ୟକ୍ରମ

ଆଜି ନୁଆପଡା ଜିଲ୍ଲାର ଶତାଧିକ ଜନସାଧାରଣ ବିଜେପିରେ ସାମିଲ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ “ନୂତନ ଭୋଟର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ” ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନୂତନ ମତଦାତା ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ…

Nuapada Bypoll: କୋମନାରେ ଲୋକଙ୍କୁ ଭୟଭୀତ କରିବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ କରିଛି କଂଗ୍ରେସ

କୋମନାରେ କୋରାପୁଟ ବିଧାୟକଙ୍କ ପିଏସଓ ଦ୍ୱାରା ବ୍ଲାଙ୍କ ଫାୟାର କରିବା ଘଟଣା ସମ୍ପର୍କରେ ଆଜି କୋମନା ଥାନାରେ କଂଗ୍ରେସ ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତକାଲି କୋମନା ସହର ମଧ୍ୟରେ ହୋଟେଲ ସମ୍ପର୍କ ସମ୍ମୁଖରେ ଘଟିଯାଇଥିବା ଅପରାଧିକ ଘଟଣା…

Andhra Pradesh Stampede: ଆନ୍ଧ୍ରରେ ଦଳାଚକଟା, ୯ ମୃତ

ଆନ୍ଧ୍ର ପ୍ରଦେଶ ର ଶ୍ରୀକାକୁଲମରେ ଦଳାଚକଟା ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି । କାଶିବୁଗା ସ୍ଥିତ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ଭିତରେ ଦଳାଚକଟା ଯୋଗୁଁ ନଅ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। । ଏକାଦଶୀ…

Nuapada By-Election: ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲା ବିଜେଡି

ନୂଆପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଗଣତନ୍ତ୍ରର ମୂଲ୍ୟକୁ ଦଳିମକଚି ନିର୍ବାଚନ ପରିଚାଳନା କରୁଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣି ଆଜି ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଛି ବିଜେଡି । ଏକ ବିରାଟ ପଟୁଆରରେ ବିଜେଡି ନେତୃବୃନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

Gandhamardan Scam: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ

ଖାରଜ ହେଲା ରାଜା ଚକ୍ରଙ୍କ ଜାମିନ ଆବେଦନ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଅନ୍ୟ ଅଭିଯୁକ୍ତ…

Nuapada By-Election: ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ପୋଲିସ ଚଢ଼ାଉ

ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସର ଚଢ଼ାଉ । ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ। ନୂଆପଡ଼ା ଖରିଆର୍ ରୋଡ୍ ରେ ରହୁଥିବା ଘରେ ପୋଲିସର ଚଢ଼ାଉ କରୁଛି ପୁଲିସ। ଘରେ ପ୍ରୀତିରଞ୍ଜନ ନଥିବାରୁ ପୋଲିସ ଫେରି…

Bihar Election: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜାରି ହେଲା ସଙ୍କଳ୍ପ ପତ୍ର

ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଆଜି ଏହାର ମିଳିତ ଇସ୍ତାହାର ପ୍ରକାଶ କରିଛି। ବିରୋଧୀ ମେଣ୍ଟର ‘ତେଜସ୍ୱୀ ପ୍ରଣ’ ପରେ ଏନଡିଏ ଏବେ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏନଡିଏ ନିଜ…

Chai Pe Charcha: ନୂଆପଡା ଏନଏସିରେ ବିଜେପି ରାଜ୍ୟସଭାପତିଙ୍କ ଚାଏ-ପେ-ଚର୍ଚ୍ଚା; ସ୍ଥାନୀୟାବାସୀନ୍ଦାଙ୍କ ସହ କଲେ ଆଲୋଚନା

ନୂଆପଡା ବିଧାନସଭା ଉପନିର୍ବାଚନରେ ପରିପ୍ରେକ୍ଷୀ ରେ ଆଜି ସକାଳେ ନୂଆପଡ଼ା ଏନଏସିର ଏକତା ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇ ସ୍ଥାନୀୟ ବାସିନ୍ଦାଙ୍କ…

Nuapada By-Election: ନୂଆପଡ଼ାରେ ବିଜେପିର କୁମ୍ଭାର ସମାବେଶ

ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋମନା ବ୍ଲକର ରେଙ୍ଗ ଠାରେ ନୂଆପଡା କୁମ୍ଭାର ସମାଜ ଓ କୁମ୍ଭାର ଯୁବାମଞ୍ଚ ଓଡିଶା ତରଫରୁ ସାମାଜିକ ସମାରୋହ ଅୟୋଜିତ ହୋଇଯାଇଛି । ଏହି ସମାବେଶ ରେ ଓଡ଼ିଶା ସରକାର ଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ…