Category: ରାଜନୀତି

Nuapada Bye Election: ଏକପାଖିଆ ଦମନଲୀଳା ଚଳାଇଛି ନୂଆପଡ଼ା ପୁଲିିସ: ବିଜେଡି

ନିର୍ବାଚନ ହାରିବା ଭୟରେ ବିଜେପି ଏବେ ପୁଲିସକୁ ବିଜେଡି ନେତାଙ୍କ ପଛରେ ଲଗାଇ ଦେଇଛି । ଯାହାକୁ ପାରିଲେ ଗିରଫ କରିନେଉଛନ୍ତି । ଆଜି ବିଜେଡି ନେତୃବୃନ୍ଦ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହାର ତୀବ୍ର ପ୍ରତିବାଦ କରିଛନ୍ତି । ବିଜେଡି…

Nuapada Bypoll: ନୂଆପଡା ଉପନିର୍ବାଚନରେ ସରକାରୀ ବଳର ଅପବ୍ୟବହାର କରୁଛି ବିଜେପି: ବିଜେଡି

ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା…

Nuapada Bypoll: ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେପି ଉପରେ ଅନୈତିକ କାର୍ଯ୍ୟର ଅଭିଯୋଗ ଆଣିଲେ ନବୀନ ପଟ୍ଟନାୟକ

ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାରେ ପ୍ରକୃତ ଗଣତନ୍ତ୍ରର ପ୍ରମୁଖ ପରିଚୟ ରହିଛି।…

Nuapada ByeElection: କୌଣସି ଜିଲ୍ଲାରୁ ଆସିନାହିଁ ଇଭିଏମ ଚୋରି ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀ

ଇଭିଏମ ଚୋରି ଅଭିଯୋଗକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଗଞ୍ଜାମ ଜିଲ୍ଲାରୁ ଇଭିଏମ୍ ମେସିନ୍ ଏକ ଟ୍ରକରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣଭାବେ ଖଣ୍ଡନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି…

Nuapada Bypoll: ଅପଶବ୍ଦ ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଲ ମାଗନ୍ତୁ: ଭକ୍ତ ଦାସ

ନିର୍ବାଚନ ପ୍ରଚାରର ଶେଷ ଦିନରେ ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି କଂଗ୍ରେସର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଉପଯୁକ୍ତ ସମୟ ଦେଇଥିବାରୁ ସମସ୍ତ ଗଣମାଧ୍ୟମର ବନ୍ଧୁମାନଙ୍କୁ…

Nuapada Bypoll: ଏଆଇର ଦୁରୁପଯୋଗ ନେଇ ସାଇବର ଏସିପିଙ୍କୁ ଏତଲା ଦେଲା ବିଜେପି ପ୍ରତିନିଧିମଣ୍ଡଳୀ

ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପରାଜୟ ଭୟରେ ଅତି ନିମ୍ନସ୍ତରକୁ ଖସିଯାଇ ପ୍ରଚାର ପ୍ରସାର କରୁଛି । ଯାହା ଅତ୍ୟନ୍ତ ନିନ୍ଦନୀୟ । ନିଜ ଚିରାଚରିତ ଢ଼ଙ୍ଗରେ ପୂର୍ବ ଅଭ୍ୟାସ ଛାଡ଼ି ନ ପାରି ଆଉ ଥରେ କୁତ୍ରିମ…

Nuapada Bypoll: ନୂଆପଡା ଉପନିର୍ବାଚନ ପାଇଁ ସରିଲା ପ୍ରଚାର

ନୂଆପଡା ଉପନିର୍ବାଚନ ପାଇଁ ଆସନ୍ତା ୧୧ ତାରିଖରେ ପଡିବ ଭୋଟ୍ । ଏଥି ପାଇଁ ଆଜି ସରିଲା ପ୍ରଚାର । ଉପନିର୍ବାଚନ ପାଇଁ ଆଜି ଅପରାହ୍ନ ୪ଟାରୁ ନୀରବ ଅବଧି ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ…

Nuapada Bypoll: ଉପନିର୍ବାଚନ ପାଇଁ ନୂଆପଡାରେ ଡେରା ପକାଇଛନ୍ତି ଛତିଶଗଡ ଗୁଣ୍ଡା: ବିଜେଡି

ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ନା କେବଳ ସରକାରୀ କଳର ଦୁରୁପଯୋଗ କରି ନାହିଁ ବରଂ ଅପରାଧୀଙ୍କୁ ଆଣି ନିର୍ବାଚନ କାମରେ ଲଗାଇଛି । ନୂଆପଡ଼ାର ପ୍ରତ୍ୟେକ ପଞ୍ଚାୟତରେ ଛତିଶଗଡ ଗୁଣ୍ଡା, ଅପରାଧୀ ଭରିଗଲେଣି । ଏପରି ଅଭିଯୋଗ ଆଣି…

Nuapada Bypoll: ନୂଆପଡ଼ା ଉପନିର୍ବାଚନରେ ନବୀନଙ୍କ ପ୍ରଚାରରେ ଘାଇଲା ହୋଇଛି ବିଜେପି: ବିଜେଡି

ରାଜ୍ୟର ବହୁ ଚର୍ଚ୍ଚିତ ନୂଆପଡ଼ା ଉପନିର୍ବାଚନରେ ଭୋଟ ପଡ଼ିବାକୁ ୨୪ ଘଣ୍ଟା ବାକି ଥିବାବେଳେ ଭୋଟରଙ୍କ ମନ ଜିଣିବାରେ କୌଣସି ସୁଯୋଗ ହାତଛଡା କରି ନାହିଁ ବିଜେଡି । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଆରମ୍ଭରୁ ହାଇଭୋଲଟେଜ୍ ପ୍ରଚାର ମାଧ୍ୟମରେ…

Nuapada Bypoll: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ

ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ। ଏଥିପାଇଁ ଶନିବାର ଭାରତୀୟ ବାୟୁସେନାର ବିମାନ ପ୍ରଥମ ଥର ପାଇଁ ଗୋତମା ଏୟାରଷ୍ଟ୍ରିପରେ ନିରାପଦ ଅବତରଣ କରିଛି । ମାଓ ପ୍ରଭାବିତ ଅଂଚଳରେ ଥିବା ବୁଥକୁ ପୋଲିଂ ପାର୍ଟିକୁ ନେଇ ଯିବ ଏହି…