ନିର୍ବାଚନରେ ବିଜୟ ପରେ ଭାରତୀୟ ଜନତା ପାର୍ଟି ପ୍ରମୁଖ ରାଜ୍ୟଗୁଡ଼ିକରେ ନୂତନ ସରକାର ଗଠନ ତଦାରଖ କରିବା ପାଇଁ ବରିଷ୍ଠ ନେତାମାନଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି। ପଶ୍ଚିମବଙ୍ଗ ପାଇଁ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଅମିତ ଶାହ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଛନ୍ତି । Post navigation Water Crisis in Balangir: ପାଣି ସମସ୍ୟା ନେଇ ପି.ଏଚ. ଡି ଅଫିସ ଘେରାଉ; ଯନ୍ତ୍ରୀଙ୍କ ଟେବୁଲରେ ମାଠିଆ ରଖି ପ୍ରତିବାଦ