Category: ରାଜନୀତି

Rajya Sabha Cross Voting Row: କ୍ରସ୍ ଭୋଟିଂ କରିଥିବା ବିଜେଡିର ୬ ବିଧାୟକ ନିଲମ୍ବିତ

ବିଜୁ ଜନତା ଦଳ ଆଜି ରାଜ୍ୟସଭା ନିର୍ବାଚନରେ ​​କ୍ରସ୍-ଭୋଟିଂ ସମେତ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଛଅ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି । ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ, ଦଳର ମୁଖ୍ୟ ସଚେତକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କାରଣ…

Ruckus Outside Pratap Jena’s Residence ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ ୨ ଗିରଫ

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ଆଜି ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସିଦ୍ଧାର୍ଥ ସ୍ୱାଇଁ ଓ…

Attack on Pratap Jena’s Residence: ପ୍ରତାପ ଜେନାଙ୍କ ବାସଭବନରେ ଆକ୍ରମଣକୁ ନବୀନଙ୍କ ନିନ୍ଦା; ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ବିଜେଡି

ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରିବ ବିଜୁ ଜନତା ଦଳ । ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଏନେଇ ସୂଚନା ଦେଇଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର…

Ruckus Outside Pratap Jena’s House: ପ୍ରତାପ ଜେନାଙ୍କ ଘର ଆଗରେ ରାତିରେ ହଙ୍ଗାମା, ସକାଳୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ରାତି ଅଧରେ ବିଜେଡିରୁ ନିଲମ୍ବିତ ଯୁବ ଓ ଛାତ୍ର ନେତା ପାଟିତୁଣ୍ଡ କରିବା ସହିତ ବାଣ ଫୁଟାଇ ହଙ୍ଗାମା କରିଛନ୍ତି । ଏହି ଘଟଣା ପରେ ସକାଳୁ ପ୍ରତାପଙ୍କ ଘର ଆଗରେ ସୁରକ୍ଷା…

Bandh in Bamanghati: ଆଦିବାସୀ ନାବାଳିକା ଅସଦାଚରଣ ଘଟଣାରେ ଧର୍ମଘଟକୁ ବିଜେଡିର ଦୃଢ଼ ସମର୍ଥନ

ମୟୂରଭଞ୍ଜ ଜିଲ୍ଲାର ବହାଳଦା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କ ପ୍ରତି ହୋଇଥିବା ଅସଦାଚରଣ ଘଟଣାକୁ ବିରୋଧ କରି ମୟୁରଭଞ୍ଜର ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ବାମନଘାଟି ଉପଖଣ୍ଡରେ ଡକାଯାଇଥିବା ଧର୍ମଘଟ ସଫଳ ହୋଇଛି ବୋଲି ବିଜେଡି କହିଛି । ଏହି ଅସଦାଚରଣ…

BJD Suspends BCJD, BYJD Leaders: ୧୦ ଛାତ୍ର ଓ ଯୁବ ନେତା ବିଜେଡିରୁ ନିଲମ୍ବିତ

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ୧୦ ଜଣ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ନେତାଙ୍କୁ ଦଳରୁ ନିଲମ୍ବିତ କରିଛି । ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା…

Rajya Sabha Cross Voting Row: କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ଦଳ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି ୬ ବିଜେଡି ବିଧାୟକ । ସୋ କଜ୍ ଜାରି ସ୍ବେଚ୍ଛାଚାରୀ ତଥା ବେଆଇନ ବୋଲି କହିଛନ୍ତି ବିଧାୟକ । ବିଧାୟକମାନେ ଅଭିଯୋଗ କରିଛନ୍ତି…

Roadshow by Dilip Ray: ରାଉରକେଲାରେ ଦିଲ୍ଲୀପ ରାୟଙ୍କ ବିଶାଳ ରୋଡ଼ ଶୋ

ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ରାଉରକେଲାରେ ଦିଲ୍ଲୀପ ରାୟଙ୍କ ବିଶାଳ ରୋଡ଼ ଶୋ’। ରାଜ୍ୟସଭା ନିର୍ବାଚନ ଜିତିବା ପରେ ରାଉରକେଲା ଆସିଛନ୍ତି ଦିଲ୍ଲୀପ। ପାନପୋଷ ଛକରୁ ବିର୍ସାମୁଣ୍ଡା ଛକ ଯାଏଁ ରାଲି କରିଛନ୍ତି ଦିଲ୍ଲୀପ ରାୟ। ଏହି ବିଶାଳ ରୋଡ଼…

West Bengal Assembly Elections: ପଶ୍ଚିମବଙ୍ଗ ପାଇଁ ବିଜେପିର ୧୧୧ ଜଣିଆ ତାଲିକା ପ୍ରକାଶ

ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ପଶ୍ଚିମବଙ୍ଗରେ ଭୋଟଗ୍ରହଣ ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ…

Cross Voting Row: କ୍ରସ୍‌ ଭୋଟିଂ ଅଭିଯୋଗ ମାମଲା; ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି: ସୁବାସିନୀ

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗରେ ଓଡ଼ିଶାରେ ରାଜନୈତିକ ଉଷ୍ମତା ବଢ଼ିଛି । କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ବାଲେଶ୍ୱର ବସ୍ତା ବିଜେଡି ବିଧାୟିକା ସୁବାସିନୀ ଜେନା । ସେ କହିଛନ୍ତି ମୁଁ ଆମ ଦଳର ସୁପ୍ରିମୋ ନବୀନ…