Category: ରାଜନୀତି

ନିର୍ବାଚନ କମିଟି ବୈଠକକୁ ନେଇ ବିଜୟପାଲଙ୍କ ପ୍ରତିକ୍ରିୟା

ନିର୍ବାଚନ ତାରିଖ ଘୋଷଣା ହେବାପରେ ବିଜେପିରେ ଘନ ଘନ ବୈଠକ ଆରମ୍ଭ ହୋଇଛି। ଏହି ମଧ୍ୟରେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ। ସେ କହିଛନ୍ତି ଯେ ପୁରା ନିର୍ବାଚନ ନେଇ ଷ୍ଟ୍ରାଟେଜି କରାଯାଇଛି। ଖାଲି ଏତିକି…

ବିଜେପି କାର୍ଯ୍ୟାଳୟରେ ରାଜ୍ୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ‘ରାଜ୍ୟ ନିର୍ବାଚନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁ; ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ…

୨୦୨୪ ସାଧାରଣ ନିର୍ବାଚନ – କେଉଁ ପର୍ଯ୍ୟାୟରେ କେଉଁଠି ଭୋଟ

୨୦୨୪ ସାଧାରଣ ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଆଜି ଏ ବିଷୟରେ ସୂଚନା ଦେଇଛନ୍ତି।୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ…

ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ।ଜୁନ୍‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି…

ବିଜେପିରେ ଯୋଗ ଦେଲେ ଗାୟିକା ଅନୁରାଧା ପୌଡୱାଲ୍

୮୦ ଓ ୯୦ ଦଶକରେ ହିଟ୍ ସଙ୍ଗୀତ ପାଇଁ ଜଣାଶୁଣା ଭେଟେରାନ୍ ଗାୟିକା ଅନୁରାଧା ପୌଡୱାଲ୍ ଆଜି ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ସନାତନ ଧର୍ମ ସହିତ ଗଭୀର ସମ୍ପର୍କ ଥିବା ଏକ ସରକାରରେ ଯୋଗ ଦେଇ…

ଓଡ଼ିଶା ବିଜେପିର କୋର କମିଟି ବୈଠକ ଆରମ୍ଭ

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କସରତ ଆରମ୍ଭ କଲା ରାଜ୍ୟ ବିଜେପି । ଆରମ୍ଭ ହୋଇଛି ବିଜେପି ନିର୍ବାଚନ କମିଟି ବୈଠକ। ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଏହି ବୈଠକ ବସିଛି । ଆଜି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ…

କେଜ୍ରିୱାଲ୍‌ଙ୍କୁ ବଡ ଆଶ୍ବସ୍ତି; ପଢନ୍ତୁ ପୁରା ଖବର

ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାକରାକୁ ଏଡ଼େଇ ଯିବା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାମରେ ସମନ ହୋଇଥି‌ଲା। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦ୍ବାରା କେଜ୍ରିୱାଲଙ୍କୁ ଏବେ ଆଶ୍ବସ୍ତି ମିଳିଛି। ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।…

ଶଙ୍ଖ ଦଳରେ ସ୍ଥାନ ନାହିଁ ହିରୋଙ୍କର; ବବିଙ୍କ ଭିଣୋଇ ଅରିନ୍ଦମ ବିଜଦ ଛାଡ଼ି ଭାଜପାରେ

ନିର୍ଭୟ ମିଡିଆ: ମନୋଜ କୁମାରଙ୍କ ଫିଲ୍ମରେ ଯେମିତି ଅନ୍ୟ କୌଣସି ନାୟକଙ୍କର ଆବଶ୍ୟକତା ନଥାଏ, ଏବେ ସେମିତି ବିଜୁ ଜନତା ଦଳରେ ଆଉ ତାରକାମାନଙ୍କର ଆବଶ୍ୟକତା ନାହିଁ । କାଟ୍ତି ନାହିଁ । ଭୋଟରମାନଙ୍କୁ ଲୋଭେଇବା ପାଇଁ ସେମାନଙ୍କ ପ୍ରଚାର ଆଉ…

ଶଙ୍ଖ ଛାଡି ପଦ୍ମ ଧରିଲେ ଅଭିନେତା ଅରିନ୍ଦମ ରାୟ

ବିଜେଡିରୁ ଇସ୍ତଫା ଦେଇ ଆଜି ବିଜେପିରେ ଯୋଗ ଦେଲେ ଅଭିନେତା ଅରିନ୍ଦମ ରାୟ। ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି…

ଓଡ଼ିଶା କଂଗ୍ରେସର ଗ୍ୟାରେଣ୍ଟି ସ୍କିମ୍; ପଢନ୍ତୁ ପୁରା ଖବର

ଆସନ୍ତାକାଲି ନୋଟିଫିକେସନ୍ ଜାରି କରିବେ ନିର୍ବାଚନ କମିଶନ । ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି ।୯ଟି ବଡ ଗ୍ୟାରେଣ୍ଟି ସହିତ ୯୦ ସଙ୍କଳ୍ପ ଜାରି କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟରେ…