ତାଜା ଖବର ଦେଶ ରାଜନୀତି ଆଜି ସମ୍ବିଧାନ ଭବନରେ ହୋଇଛି ଏନଡିଏର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ June 7, 2024 Papirani ଆଜି ଆରମ୍ଭ ହୋଇଛି ସମ୍ବିଧାନ ଭବନରେ ଏନଡିଏର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ବୈଠକ ଆରମ୍ଭରେ ଏନଡିଏର ର ସମସ୍ତ ନେତୃତ୍ବ ଏବଂ ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ।ଅନେକ ସାଂସଦ ତଥା ବିଜେପି…
ରାଜନୀତି ରାଜ୍ୟ ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’ June 7, 2024 Nirvay ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ଭି କେ ପାଣ୍ଡିଆନ । ଖାଲି ସୋସିଆଲ ମିଡିଆ ନୁହେଁ ଏବେ ପାଣ୍ଡିଆନ ସର୍ବସାଧାରଣ ସ୍ଥାନରେ ଚର୍ଚ୍ଚାରେ ଅଛନ୍ତି । କିଏ ବିଜେଡି ହାରିବା ପାଇଁ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବେଳେ, ଏବେ ବିଜେପି ବିଜୟର…
ତାଜା ଖବର ଦେଶ ରାଜନୀତି ନକଲି ପରିଚୟ ପତ୍ର ଦେଖାଇ ସଂସଦ ପରିସରକୁ ପ୍ରବେଶ ଉଦ୍ୟମ, ୩ ଗିରଫ June 7, 2024 Papirani ରାଜଧାନୀ ଦିଲ୍ଲୀର ସଂସଦ ପୋଲିସ ଷ୍ଟେଶନ ପାର୍ଲାମେଣ୍ଟର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି। ନକଲି ଆଧାର କାର୍ଡ ବ୍ୟବହାର କରି ସଂସଦ ଭବନ ପରିସରରେ କାମ କରିବା ପାଇଁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ଉତ୍ତରପ୍ରଦେଶର ତିନିଜଣ…
ରାଜନୀତି ରାଜ୍ୟ ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ : ପ୍ରତାପ ଷଡ଼ଙ୍ଗୀ June 6, 2024 Nirvay ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରତାପ ଷଡ଼ଙ୍ଗୀ । ବିଜେଡିର ବିପର୍ଯ୍ୟୟ ପରେ ଏବେ ପାୱାରଫୁଲ୍ ନେତା ପାଣ୍ଡିଆନଙ୍କ ପତ୍ତା ମିଳୁନି । ହେଲିକପ୍ଟର ଟୁର୍ ପରେ ଟୁର୍ କରୁଥିଲେ…
ରାଜନୀତି ରାଜ୍ୟ ସୁରେଶ, ବାଲକ୍ରିଷ୍ଣନଙ୍କ ପରେ ଇସ୍ତଫା ଦେଲେ ମନୋଜ ମିଶ୍ର June 6, 2024 Nirvay ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର।ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ମିଶ୍ର ୨୦୨୨ ଡିସେମ୍ବର ୨୮ତାରିଖରେ ସର୍ବଭାରତୀୟ ରେଳବାଇ…
ରାଜନୀତି ରାଜ୍ୟ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ଫଳାଫଳ ଅବଗତ କରାଇଲେ ନିର୍ବାଚନ ଅଧିକାରୀ June 6, 2024 Nirvay ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ତଥା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ। ଓଡ଼ିଶା ନୂତନ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ…
ତାଜା ଖବର ରାଜନୀତି ରାଜ୍ୟ ଦିଲ୍ଲୀରେ ପାଣ୍ଡିଆନ; ବିଦେଶ ଯିବାକୁ ମସୁଧା ! June 6, 2024 Papirani ଦୀର୍ଘ ୨୪ବର୍ଷ ଧରି କ୍ଷମତାସୀନ ବିଜେଡିର ଦୁର୍ଗକୁ ଧୂଳିସାତ୍ କରି ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିବାକୁ ଯାଉଛି । ବିଜେଡିର ଏଭଳି ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ସାଧାରଣରେ ଦାୟୀ କରାଯାଉଛି…
ରାଜନୀତି ରାଜ୍ୟ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା ପରାଜୟର ବଡ଼ କାରଣ : ଶଶୀଭୂଷଣ June 6, 2024 Nirvay ପ୍ରଥମେ ଅରୁଣ ସାହୁ ଏବେ ଶଶୀଭୂଷଣ ବେହେରା । ବିଜେଡିର ପରାଜୟ ପରେ ଏବେ ଦଳର ଜଣେ ପରେ ଜଣେ ନେତା ମୁହଁ ଖୋଲି ଆରମ୍ଭ କରିଦେଲେଣି। ଆଜି ବରିଷ୍ଠ ନେତା ଶଶୀଭୂଷଣ ବେହେରା ବିଜେଡି ପରାଜୟକୁ ନେଇ ବିସ୍ଫୋରକ ମନ୍ତବ୍ୟ…
ତାଜା ଖବର ରାଜନୀତି ରାଜ୍ୟ ଇସ୍ତଫା ଦେଲେ ଦୁଇ ଅବସରପ୍ରାପ୍ତ ଆଇଏଏସ୍ June 6, 2024 Papirani ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ଏବେ ରାଜ୍ୟରେ ଖୁବ୍ଶୀଘ୍ର ଭାଜପା ସରକାର ଗଢିବାକୁ ଯାଉଛି। ଏହାପୂର୍ବରୁ ସିଏମ୍ଓରୁ ଇସ୍ତଫା ଦେଇଛନ୍ତି ୨ ଅବସରପ୍ରାପ୍ତ ଆଇଏଏସ୍। ସିଏମ୍ଓ ମୁଖ୍ୟ ଉପଦେଷ୍ଟ ପଦରୁ ସୁରେଶ ମହାପାତ୍ର ଏବଂ ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା…
ତାଜା ଖବର ରାଜନୀତି ରାଜ୍ୟ ଲକ୍ଷ୍ମୀ ବସ୍ରୁ ଲୋଗୋ ଉଭାନ, ଦ୍ଵନ୍ଦରେ ରାଜ୍ୟବାସୀ June 6, 2024 Papirani ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପରେ ପରେ ଏବେ ଲକ୍ଷ୍ମୀ ବସ ଯୋଜନାକୁ ନେଇ ଦ୍ଵନ୍ଦରେ ରାଜ୍ୟବାସୀ । ଗ୍ରାମାଞ୍ଚଳରୁ ସହରକୁ ପରିବହନ ସୁବିଧା ଦେବା ନିମନ୍ତେ ପୂର୍ବତନ ରାଜ୍ୟସରକାର କମ ମୂଲ୍ୟରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥିଲେ।…