ତାଜା ଖବର ଦେଶ ଭିନେଶ ଓ ବଜରଙ୍ଗଙ୍କ ଇସ୍ତଫା ଗ୍ରହଣ କଲା ରେଲୱେ September 9, 2024 Nirvay ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ରେଲୱେ ସୋମବାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ କରିଛି। ଭାରତୀୟ ରେଲୱେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଖେଳାଳିଙ୍କୁ ଆଜି କିମ୍ବା ଯଥାଶୀଘ୍ର ସେମାନଙ୍କ ଦାୟିତ୍ୱରୁ ମୁକ୍ତ…
ତାଜା ଖବର ଦେଶ ୨ ଆତଙ୍କବାଦୀ ନିହତ September 9, 2024 Nirvay ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ ଭାରତୀୟ ଯବାନଙ୍କ ଗୁଳିରେ ୨ ଆଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌସେରା ଅଞ୍ଚଳରେ ଗୁଳିବିନିମୟ ହୋଇଛି। ଜାମ୍ମୁ କାଶ୍ମୀରର ଏଲ୍ଓସି ନିକଟରେ ୨ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନରୁ…
ତାଜା ଖବର ଦେଶ ଭଙ୍ଗାହେବ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ September 9, 2024 Nirvay ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଭଙ୍ଗାହେବ । ଓଡ଼ିଶା ଭବନକୁ ରାଜ୍ୟ ସରକାର ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ବୋଲି ଜଣାପଡିବା ପରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ଥିବା ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ,…
ତାଜା ଖବର ଦେଶ ସ୍ୱାସ୍ଥ୍ୟ ଭାରତରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ! September 8, 2024 Nirvay ଦେଶରେ ମଙ୍କିପକ୍ସର ପ୍ରଥମ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ରୋଗୀ ହେଉଛନ୍ତି ଜଣେ ଯୁବକ ଯିଏକି ନିକଟରେ ମଙ୍କିପକ୍ସ ଦେଶକୁ ଯାଇ ଫେରିଥିଲେ। ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। WHO ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି ଏବଂ…
ତାଜା ଖବର ଦେଶ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ନୂଆଁଖାଇ ଶୁଭେଚ୍ଛା September 8, 2024 Nirvay ପବିତ୍ର ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ୱିଟ କରି କହିଛନ୍ତି, ନୂଆଁଖାଇ ପର୍ବରେ ଆମ କୃଷକମାନଙ୍କ କଠିନ ପରିଶ୍ରମକୁ ସମ୍ମାନ ଜଣାଯାଇଥାଏ । ସେମାନଙ୍କ ଏହି ଉଦ୍ୟମ ଯୋଗୁଁ ଆମ ଦେଶକୁ…
ତାଜା ଖବର ଦେଶ ତୁହିନକାନ୍ତ ପାଣ୍ଡେ ହେଲେ କେନ୍ଦ୍ର ଅର୍ଥ ସଚିବ September 8, 2024 Nirvay ୧୯୮୭ ବ୍ୟାଚ ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ତୁହିନକାନ୍ତ ପାଣ୍ଡେ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। କ୍ୟାବିନେଟ୍ ଆପଏଣ୍ଟମେଣ୍ଟସ୍ କମିଟି ପକ୍ଷରୁ ଏହି ନିଯୁକ୍ତିକୁ ଅନୁମୋଦନ ମିଳିଛି । ୨୦୧୯ ଅକ୍ଟୋବରରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଇନଭେଷ୍ଟମେଣ୍ଟ ଆଣ୍ଡ୍…
ଦେଶ ବିଶ୍ୱ ରାଜନୀତି ଦୁଇଦିନିଆ ଭାରତ ଗସ୍ତରେ ଅବୁଧାବୀର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ଜାୟଦ ଅଲ୍ ନହ୍ୟାନ September 7, 2024 Papirani ଭାରତ ଆସିବେ ଆବୁ ଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ଜାୟଦ ଅଲ୍ ନହ୍ୟାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୯ ଓ ୧୦ ତାରିଖ ୨ ଦିନିଆ ଭାରତ ଗସ୍ତରେ ଆସିବେ ମହମ୍ମଦ ବିନ୍ ଅଲ୍ ଜାୟଦ…
ଖେଳ ତାଜା ଖବର ଦେଶ ରାଜ୍ୟ ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା September 7, 2024 Papirani ଲିଜେଣ୍ଡ କ୍ରିକେଟରଙ୍କୁ ନେଇ ଟି-୨୦ ଫର୍ମାଟରେ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଟିମ ଏଥିରେ ସାମିଲ ହୋଇଥିବା ବେଳେ, ଏହାର ନାଁ ରହିଛି କୋଣାର୍କ ସୂର୍ୟାଜ୍। ଏହା ଓଡ଼ିଶା ପାଇଁ ଏକ ଗୌରବମୟ ପଦକ୍ଷେପ ଯାହା…
ତାଜା ଖବର ଦେଶ ରାଜନୀତି ହାତ ଧରିଲେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ September 6, 2024 Papirani ରାଜନୀତିରେ ପାଦ ଦେଲେ ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ । ଆଜି ଉଭୟ କଂଗ୍ରେସରେ ଯୋଗ ଦେଇଛନ୍ତି। ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି କଂଗ୍ରେରେ ସାମିଲ ହୋଇଛନ୍ତି।…
ତାଜା ଖବର ଦେଶ ରାଜନୀତି କଂଗ୍ରେସରେ ମିଶିଲେ ଆପ୍ ବିଧାୟକ ରାଜେନ୍ଦ୍ର ପାଲ ଗୌତମ September 6, 2024 Papirani ଆପ୍ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଏବଂ କଂଗ୍ରେସ ନେତା ପୱନ ଖେଡା ଉପସ୍ଥିତ…